Browsing Tag

bijepur news

୩୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ବିଜେପୁର, (କେପିଏନ୍‌ଏସ୍‌) : ଆଜି ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁଙ୍କ କରକମଳରେ ସ୍ଥାନୀୟ ଜନ ପ୍ରତିନିଧି, ବିଜେପୁର ତହସିଲଦାର, ତହସିଲ କାର୍ଯ୍ୟାଳୟର କର୍ମଚାରୀ ତଥା ଜନସାଧାରଣଙ୍କ ଉପସ୍ଥିତିରେ କଳଙ୍ଗାଡେରା ମୌଜାର ୩୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ
Read More...

୨୧ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ପ୍ରଦାନ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ ବରମୁଣ୍ଡା ଓ ବାନ୍ଦୁପାଲି ଗ୍ରାମର ୨୧ ଜଣ ହିତାଧିକାରୀଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସରକାରଙ୍କ ବସୁନ୍ଧରା ଯୋଜନାରେ ସାମିଲ୍‌ ହୋଇ ଘରଡିହ ପଟ୍ଟା ପାଇବାକୁ ଯୋଗ୍ୟ ବିବେଚିତ
Read More...

ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ବିଜେପୁର, (ନିରୋଜ କୁମାର ପାଣୀ) : ବିଜେପୁର୍ ବ୍ଳକ୍ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ରଘୁନାଥ ସତ୍‌ସଙ୍ଗ୍ ମଣ୍ଡଳୀ ଓ ଖରମୁଣ୍ଡା ଆନୁକୂଲ୍ୟରେ ତୁଳା ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ
Read More...

ବିଜେପୁର ତହସିଲଦାର ଭାବେ ଯୋଗ ଦେଲେ ଯୁବ ଅଧିକାରୀ ଆର୍ତ୍ତତ୍ରାଣ ଥାଟ୍ଟି

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁରର ନୂତନ ତହସିଲଦାର ଭାବେ ଯୋଗ ଦେଲେ ଯୁବ ଅଧିକାରୀ ଆର୍ତ୍ତତ୍ରାଣ ଥାଟ୍ଟି । ସୂଚନା ଅନୁସାରେ ସେ ଆଜି ବିଜେପୁର ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଥାଟ୍ଟି ଏହା ପୂର୍ବରୁ ବଲାଙ୍ଗିରରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ
Read More...

ବିଜେପୁରରେ ପନିପରିବା ଦର ଆକାଶ ଛୁଆଁ

ବିଜେପୁର, (ସତ୍ୟନାରାୟଣ ପ୍ରଧାନ) : ବିଜେପୁରର ଦୈନିକ ବଜାର ବା ହଟଲିକୁ ସ୍ଥାନୀୟ ପ୍ରଶାସନ ସ୍ଥାନାନ୍ତରିତ କରିଦେଇ ଥିବାରୁ ଏବେ ପନିପରିବା ଦର ଅକାଶଛୁଆଁ ହୋଇଛି । ଶନିବାର ପରିବା ଦର ଟମାଟର ୫ ଟଙ୍କା ବଦଳରେ ୫୦ ଟଙ୍କା, ଫୁଲକୋବି ୫ ଟଙ୍କା ବଦଳରେ ୪୦ ଟଙ୍କା, ବନ୍ଧାକୋବି ୫ଟଙ୍କା ହେବା
Read More...

ଉଠା ଦୋକାନୀଙ୍କ ଥଇଥାନ ଦାବିରେ ବିଜେପୁର ଏନଏସି ସାମ୍ନାରେ ଧାରଣା

ବିଜେପୁର, (ସତ୍ୟନାରାୟଣ ପ୍ରଧାନ) : ବିଜେପୁର ସହର ଏବେ ନୂଆ ବିଜ୍ଞାପିତ ଅଂଚଳ ଭାବେ ପରିଚୟ ପାଇଛି ସତ କିନ୍ତୁ ଏଠାରେ ଅନେକ ମୌଳିକ ସମସ୍ୟା ଏବେ ବି ସମାଧାନ ହେଉ ନାହିଁ । ଏମିତି ଏକ ପ୍ରସଙ୍ଗରେ ଏନଏସି ଅଧୀନରେ ଥିବା ଉଠା ଦୋକାନୀ ତଥା ହଟଲିର ପନିପରିବା ବିକାଳି ଏବେ ରୋଜଗାର ହରାଇଥିବା
Read More...