Browsing Tag

bhubaneswar news

ହଟିଲା ୫-ଟି ଓ ମୋ’ ସରକାର

ଭୁବନେଶ୍ୱର : ମୋହନ ସରକାର ଶପଥ ନେବାର ୨୪ ଘଂଟା ନପୂରୁଣୁ ରାଜ୍ୟରୁ ହଟିଛି ୫-ଟି ଓ ମୋ' ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମୋହନ ସରକାରଙ୍କ ଏକ ମାଷ୍ଟ୍ରର୍‌ଷ୍ଟ୍ରୋକ୍‌ ବୋଲି ସାଧାରଣରେ ଆଲୋଚନା ହେଉଛି ।
Read More...

ସାଙ୍ଗ ହେଲା ବଇରୀ

ଭୁବନେଶ୍ୱର : ସାଙ୍ଗ ହେଲା ବଇରୀ । ସାଙ୍ଗ ନେଲା ସାଙ୍ଗର ଜୀବନ । ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବ ସୂଚନା ମିଳିଛି । ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗର ଜୀବନ ନେଇଛି । ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।
Read More...

ସିବିଆଇ ପକ୍ଷରୁ ଓଡ଼ିଶାରେ ବ୍ୟାପକ ତଦନ୍ତ ଓ ଚଢ଼ାଉ : ୬୭ଟି ସ୍ଥାନରେ ଖାନତଲାସୀ ଜାରି

୬୩ ଜଣ ଗ୍ରାମୀଣ ଡାକ ସେବକ ପ୍ରାର୍ଥୀ ଓ ଡାକ ବିଭାଗର ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ଭୁବନେଶ୍ୱର, (ପିଆଇବି) : ଓଡ଼ିଶାରେ ଡାକ ବିଭାଗ ନିଯୁକ୍ତି ଅନିୟମିତା ମାମଲାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ବ୍ୟାପକ ତଦନ୍ତ ଓ ଚଢ଼ାଉ ଆରମ୍ଭ କରାଯାଇଛି ।
Read More...

ଡବଲ୍‌ ଇଂଜିନ୍‌ ସରକାରଙ୍କ ବୋବାଲ୍‌ ଧମାକା

ଭୁବନେଶ୍ୱର : ଓଡ଼ିଶାରେ ଆରମ୍ଭ ହେଲା ଡବଲ୍‌ ଇଂଜିନ୍‌ ସରକାର । ଓଡ଼ିଶା ମାଟିରେ ଆରମ୍ଭ ହେଲା ଏକ ଐତିହାସିକ ଅଧ୍ୟାୟ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ଜନତା ମଇଦାନରେ ବିଜେପିର ୧୬ ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ
Read More...

ଗରିବ ସାନ୍ତାଳ ଆଦିବାସୀ ପୁଅ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତୀ

ଭୁବନେଶ୍ୱର : ଗଣତନ୍ତ୍ରର ମହାନ୍‌ ଚମକ୍ରାରିତାରେ ଆଜି ଓଡ଼ିଶା ମାଟି ଚମକି ଯାଇଛି । ଗରିବ ସାନ୍ତାଳ ଆଦିବାସୀ ପୁଅ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ରାଜ୍ୟର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ
Read More...

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ୱର : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ନାଁରେ ମୋହର ବାଜିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ
Read More...

ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ଭୁବନେଶ୍ୱର : ଆସନ୍ତା ଜୁନ୍‌ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି ହୋଇଛି । ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ,
Read More...

ନବୀନଙ୍କୁ ବିଜେପିର ନିମନ୍ତ୍ରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି ରାଜ୍ୟ ବିଜେପି । ନବୀନ ନିବାସକୁ ଯାଇ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପିର ୫ ଜଣ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା…

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି । ଯୋଗ୍ୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ
Read More...

ଓଡ଼ିଶାକୁ ମିଳିଲା ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ

ଭୁବନେଶ୍ୱର : ଓଡ଼ିଶାର ତିନି ଜଣ ସାଂସଦ ମୋଦୀ ସରକାରଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହୋଇଥିବା ବେଳେ ଓଡ଼ିଶାକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ, ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ୍‌ଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ଓ
Read More...