Browsing Tag

bhubaneswar news

ବନଖଣ୍ଡରେ ଆଖି ବୁଜିଲା ହାତୀ ଶାବକ

ଭୁବନେଶ୍ୱର : ଅସୁସ୍ଥ ଥିବାରୁ ହାତୀ ଶାବକର ଚାଲିଥିଲା ଚିକିତ୍ସା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ଛୁଆ ହାତୀର ଜୀବନ । ହାତୀ ଶାବକଟିର ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । କଟକ ଡିଲ୍ଲା ମାଣିଆବନ୍ଧ ବନପାଳ କାର୍ଯ୍ୟାଳୟ
Read More...

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍

ଭୁବନେଶ୍ୱର : ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍‌ । ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । ମୃତ ଯୁବକ ଦ୍ୱୟ ଭଦ୍ରକ ପୀରହାଟ ଥାନା ଅଧୀନ ତଳଦୁମୁକା ଗାଁର ଚନ୍ଦନ ଜେନା ଓ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧୀନ ବଜରାପାଟ ଗାଁର
Read More...

୨ଦିନ ନିଆଁ ବର୍ଷା; ସତର୍କ କରାଇଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର : ଆସନ୍ତା ଦୁଇଦିନ ରାଜ୍ୟରେ ହେବ ନିଆଁ ବର୍ଷା । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା । କାଲି ଓ ତା’ ପଅର ଦିନ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ବି ପ୍ରବଳ
Read More...

ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ, ୭ ଦିନ ବିଧାନସଭାରୁ ନିଲମ୍ବିତ ହେଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର : ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହେଲେ ବିଧାୟକ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ ହୋଇଛନ୍ତି । ମଙ୍ଗଳବାର ଗୃହରେ ହାତାହାତି ଘଟିଥିବା ଘଟଣାକୁ ନେଇ ନିଲମ୍ବନ କରାଯାଇଛି । ୭ ଦିନ ପାଇଁ ନିଲମ୍ବନ ହୋଇଛନ୍ତି ତାରା
Read More...

ଘର ଭିତରୁ ୨ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ଵର : ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟ ଏକ ଘର ଭିତରୁ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜଣଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାପଡ଼ିଛି । ପ୍ରେମ ସମ୍ପର୍କ ଯୋଗୁଁ ୨ ପୁଅଙ୍କୁ ହତ୍ୟା କରି ବାପା ଟାଙ୍ଗି
Read More...

ବିଧାନସଭାରେ ଅନନ୍ତ ଦାସଙ୍କ ମର ଶରୀର

ଭୁବନେଶ୍ୱର : ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ୪ ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀର । ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ସବୁ ଦଳର ରାଜନେତାମାନେ,ଏହା ପୂର୍ବରୁ ଭୁବନେଶ୍ୱର ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ ଲାଗିଥିଲା । ଭୋଗରାଇର ଏହି ପୂର୍ବତନ
Read More...

ମହିଳା ଦିବସରେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ମହିଳା ଦିବସରେ ମହିଳାଙ୍କୁ ମୋହନ ସରକାରଙ୍କ ବଡ଼ ଭେଟି । ଆସିଲା ‘ସୁଭଦ୍ରା’ ଦ୍ୱିତୀୟ କିସ୍ତି । ଗୋଟିଏ କ୍ଲିକ୍‌ରେ ମହିଳାଙ୍କ ଖାତାକୁ ଆସିଲା ୫ ହଜାର । ଆଜି ୧ କୋଟି ମହିଳାଙ୍କୁ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ମିଳିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ୍ରହ୍ମପୁର
Read More...

ଭୁବନେଶ୍ୱର ସହିଦନଗରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ । ସେଠାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ହୁତୁହୁତୁ ହୋଇ ଜଳିଥିଲା କାରଖାନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା
Read More...

ବିଜୁଳି ବିଲ୍‌ ନଦେଇପାରିଲେବି କଟାଯିବନି ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର : ଖରାଦିନେ ବିଜୁଳି ବିଲ୍‌ ନଦେଇପାରିଲେବି କଟାଯିବନି ବିଦ୍ୟୁତ୍ ସଂଯୋଗ । ଅଘୋଷିତ ବିଦ୍ୟୁତ କାଟ ମଧ୍ୟ ହେବ ନାହିଁ । ଶୁକ୍ରବାର ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି ବୈଠକରେ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ
Read More...

ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ଵର : ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୬ଟି ବୋଟ୍ ଏବଂ ୫ଟି ଟାପା । ଗୁରୁବାର ଦିନ ଏହି ଅଗ୍ନିକାଣ୍ଡ ଘଟିଛି । ୧୦ରୁ ଉର୍ଦ୍ଧ୍ଵ ଦମକଳବାହିନୀ ମିଶି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି
Read More...