Browsing Tag

bhogarai news

ଆରୁହାବୃତ୍ତି -୧ରେ ନୂତନ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭୋଗରାଇ, (ଶିବନାରାୟଣ ପାତ୍ର) : ଜୀବନକୁ ସଂକଟମୁକ୍ତ ସହ ମଙ୍ଗଳମୟ କରିବାର ଅନନ୍ୟ ଦୈବୀ ମାର୍ଗ, ସ୍ୱୟଂ ଶଙ୍କର ଶ୍ରୀ ହନୁମାନ ଜୀଉଙ୍କ ଉପାସନା ବୋଲି ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ନୋଡାଲ ଉପ୍ରା ବିଦ୍ୟାଳୟ ସମ୍ମୁଖରେ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନ ଜୀଉ ତଥା ଶ୍ରୀ
Read More...

ପଣ୍ଡିତ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମରେ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା ଆଜି ସକାଳ ୧୦ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶିକ୍ଷକ ହିମାଂଶୁ ଚନ୍ଦ ସଭାପତି ଏବଂ ମୁଖ୍ୟବକ୍ତା ଭାବେ ରମେଶ
Read More...

ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠଙ୍କୁ କୋଭିଡ୍ ଟୀକାକରଣ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ଶନିବାର ବରିଷ୍ଠ ନାଗରିକ ମାନଙ୍କ ପାଇଁ କୋଭିଡ ଟୀକାଦାନ ଶୁଭାରମ୍ଭ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଉକ୍ତ ଟୀକାଦାନକୁ
Read More...

ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ରାଜୀବ ଲୋଚନ ପତିଙ୍କ ପରଲୋକ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଅନ୍ତର୍ଗତ ସିଆଁରୋଇ ଗ୍ରାମପଞ୍ଚାୟତ ଅଧିନସ୍ଥ ବେଲଦା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ନୀଳକଣ୍ଠ ନୋଡାଲ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ବର୍ଗତଃ ନୀଳକଣ୍ଠ ପତିଙ୍କ ସୁପୁତ୍ର ରାଜୀବ ଲୋଚନ ପତି ୮୭ ବର୍ଷ ବୟସରେ ଗତ ଗୁରୁବାର ସନ୍ଧ୍ୟା
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ମନୁନଗରରେ ମାଆ ଶୀତଳା ପୂଜା ଓ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଆଧ୍ୟାତ୍ମିକତା ବିନା ଜୀବନ ଅସାର ଓ ରଙ୍ଗହୀନ । ଭକ୍ତି ଶରୀରରେ ଶକ୍ତି ସଞ୍ଚାର ସହିତ ନିରାମୟ ଜୀବନ ଜିଇଁବାକୁ ସାମର୍ଥ୍ୟ ପ୍ରଦାନ କରିଥାଏ ବୋଲି ଆଜି ଭୋଗରାଇ ବ୍ଲକ ଆରୁହାବୃତ୍ତି-୧ ପଞ୍ଚାୟତ ଅନ୍ତର୍ଗତ ମନୁନଗର ଗ୍ରାମରେ ଆଜକୁ ଆଠଦିନ ଧରି ଅନୁଷ୍ଠିତ ମା'
Read More...

ହରିଣକୁଲି ସରସ୍ବତୀପୂଜା କମିଟି ଓ ‘ଆମ ଓଡିଶା’ ଆନୁକୂଲ୍ୟରେ ରକ୍ତ ଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଳକ ଅନ୍ତର୍ଗତ ଖରିଦପିପଳ ପଞ୍ଚାୟତ ହରିଣକୁଲି ଗ୍ରାମ ସର‌ସ୍ୱତୀ ପୂଜା କମିଟି ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ଦଶନ୍ଧି ଧରି ଅନୁଷ୍ଠିତ ହୋଇ ଆସୁଥିବା ଉକ୍ତ ଅନୁଷ୍ଠାନର ମୁଖ୍ୟ ଉଦ୍ୟକ୍ତା ଦିବଂଗତ ଉଭୟ ଭ୍ରାତା
Read More...

ସମାଜସେବୀ ଶତାୟୁ ବ୍ୟକ୍ତି ରଜନୀକାନ୍ତ ମହାନ୍ତିଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଗ୍ରାମର ଧର୍ମପରାୟଣ, ପରୋପକାରୀ ଓ ସମାଜସେବୀ ରଜନୀକାନ୍ତ ମହାନ୍ତିଙ୍କ ଗତ ଶନିବାର ଦିନ ୧୧ଟା୫୫ ମିନିଟ ସମୟରେ ନିଜ ଦହମୁଣ୍ଡାସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନୀତ ୧୦୦ ବର୍ଷ
Read More...

ଗାନ୍ଧୀ ମଇଦାନରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁ ମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଳକ ଅନ୍ତର୍ଗତ ଖରିଦପିପଳ ପଞ୍ଚାୟତସ୍ଥ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଶୀତଳା ମାତା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆନୁକୂଲ୍ୟରେ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ ବରିଷ୍ଠ
Read More...

ଏଇ ମାଟିର ସ୍ୱର ତରଫରୁ କବିତା ପାଠ ଉତ୍ସବ ଓ ବନ୍ଧୁ ମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର ) : ସାରସ୍ୱତ ସାହିତ୍ୟ ସାଧନର ଅନନ୍ୟ ଅନୁଷ୍ଠାନ 'ଏଇ ମାଟିର ସ୍ୱର' ତରଫରୁ କବି ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ଓ ବନ୍ଧୁ ମିଳନ ଭୋଗରାଇ ବ୍ଲକ୍ ଥାନା ଛକ ସ୍ଥିତ ଭରସା କାର୍ୟ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ବିଶିଷ୍ଟ ସମାଜସେବୀ ତଥା ଭରସାର
Read More...