Browsing Tag

bhogarai news

ଜିଲ୍ଲାପାଳଙ୍କ ଭୋଗରାଇ ଗସ୍ତ

ନିର୍ମାଣାଧୀନ ୫-ଟି ସ୍କୁଲ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ ଭୋଗରାଇ : ମଙ୍ଗଳବାର ଭୋଗରାଇ ଗସ୍ତ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ । ସେ ଭୋଗରାଇ ଗସ୍ତରେ ଆସି ତୃତୀୟ ପର୍ଯ୍ୟାୟରେ ହେବାକୁ ଯାଉଥିବା ୫- ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟଗୁଡିକର
Read More...

୧୧୧ଟି କଇଁଛ ଜବତ : ବେପାରୀ ଗିରଫ

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ଜଳସୋହରିଆ ଗ୍ରାମରୁ ରବିବାର ବନ୍ୟପ୍ରାଣୀ ବିଭାଗ ୧୧୧ଟି କଇଁଛ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଘଟଣାରେ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି । ସେ ହେଲେ ଗୌରାଙ୍ଗ ମଣ୍ଡଳା । ଗୌରାଙ୍ଗ କଇଁଛଗୁଡ଼ିକୁ ଘରେ ରଖି
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ

ଭୋଗରାଇ : (କେପିଏନ୍‌ଏସ୍‌) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡାଠାରେ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ର ତରଫରୁ ଗୁରୁଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର ସଭାପତିତ୍ୱ କରିଥିବା ବେଳେ
Read More...

ସାପ କାମୁଡ଼ାରେ ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଆରୁହାବୃତ୍ତି-୧ ପଞ୍ଚାୟତସ୍ଥିତ ମନୁନଗର ଗ୍ରାମରେ ଧର୍ମ ପରାୟଣା ମହିଳା ଶ୍ରୀମତୀ ଭବାନୀ ପାଳଙ୍କର ବିଷଧର ସର୍ପ ଦଂଶନରେ ୫୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ନିଜ ବାସଗୃହ ପଛପଟେ ଗୃହକର୍ମ କରୁଥିବା ବେଳେ ଏକ ବଡ଼ ଗୋଖର ସାପ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଭୋଗରାଇ : ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନମ୍ବର ଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ଦେଉଳାରୁ ଥାନା ଛକ ଅଭିମୁଖେ ଆସୁଥିବା ବେଳେ ଆଗରେ ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ଆହତ ହୋଇଥିଲେ ।
Read More...

କେଶବ ଚନ୍ଦ୍ର ପାଳ ଖରିଦପିପଳ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ନିର୍ବାଚିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କେଶବ ଚନ୍ଦ୍ର ପାଳ । ସଭାପତି ପଦ ପାଇଁ ବିଜୁ ଜନତା ଦଳ ତରଫରୁ ସମର୍ଥିତ ପ୍ରାର୍ଥୀ ଶ୍ରୀ ପାଳ ନାମାଙ୍କନ ପତ୍ର ଦାଖଲ କରି ସର୍ବମୋଟ୍ ୧୦ ଖଣ୍ଡ ଭୋଟ ପାଇଥିବା ବେଳେ
Read More...

ଆଇଡିଆଲ କୋଚିଂ ସେଣ୍ଟରରେ ରଜ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଲୁଡା ସ୍ଥିତ ଆଇଡିଆଲ କୋଚିଂ ସେଣ୍ଟରରେ ପବିତ୍ର ରଜ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ ସଭାପତିତ୍ୱ କରିବା ସହ ରଜ ଦୋଳିର ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି
Read More...

ଭୋଗରାଇ ଏଆଇୟୁଟିୟୁସି ପକ୍ଷରୁ ଚନ୍ଦନେଶ୍ୱର ନେତାଜୀ ପବ୍ଲିକ ଲାଇବ୍ରେରୀ ହଲରେ ଜନସଭା ଆୟୋଜିତ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ଏଆଇୟୁଟିୟୁସି କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହବନ୍ଧିତ ଓଡିଶା ମିଳିତ ନିର୍ମାଣ ସଂଗଠନ ଭୋଗରାଇ ଶାଖା ତରଫରୁ ଚନ୍ଦନେଶ୍ୱର ସ୍ଥିତ ନେତାଜୀ ପବ୍ଲିକ ଲାଇବ୍ରେରୀ ହଲରେ ଜନସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଓଡିଶା ମିଳିତ ନିର୍ମାଣ
Read More...

ଓଡିଶା ଜୀବିକା ମିଶନ ପକ୍ଷରୁ ଦକ୍ଷିଣ ନାଡବଣି ଠାରେ ଅକ୍ଷିମୁଠି ଅନୁକୂଳ କାର୍ୟ୍ୟକ୍ରମ ଅନୁଷ୍ଠିତ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଚାଡି ପଂଚାୟତର ଦକ୍ଷିଣ ନାଡବଣି ଠାରେ ଓଡିଶା ଜୀବିକା ମିଶନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ପଂଚାୟତ ସମିତିର ଅଧ୍ୟକ୍ଷ
Read More...

ଚୌମୁଖ ସମୁଦ୍ରରେ ଛଡାଗଲା ୧୨୮ଟି ଅଲିଭ୍ ରିଡ୍‌ଲେ କଇଁଛ ଛୁଆ

ଭୋଗରାଇ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ସମୁଦ୍ର ବେଳାଭୂମି ଅଲିଭ୍ ରିଡଲେ କଇଁଛର ଅଣ୍ଡା ଦେବାପାଇଁ ଉପଯୁକ୍ତ ସ୍ଥାନ ହୋଇଥିବାରୁ ଏବର୍ଷ ୧୨୮ଟି ଅଣ୍ଡା ଦେଇଥିଲେ । ତେବେ ସେଗୁଡିକୁ ଲଙ୍ଗଳେଶ୍ୱର ବନବିଭାଗ ଚୌମୁଖ ଠାରେ ଥିବା ଅସ୍ଥାୟୀ ହେଚେରୀରେ ୫୨ଦିନ ରଖାଯାଇଥିଲା । ସେଥିରୁ
Read More...