ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଓଡ଼ିଆ ଯୁବକଙ୍କୁ ହତ୍ୟା : ଢେଙ୍କାନାଳର ୩ ଯୁବକ ଗିରଫ
ଭଦ୍ରକ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉନ୍ମୁକ୍ତ କାଣ୍ଡ । ମୁମ୍ବାଇରେ ଓଡ଼ିଆ ଯୁବକଙ୍କୁ ବିଭତ୍ସ ହତ୍ୟା । ଏନେଇ ଢେଙ୍କାନାଳ ଜିଲ୍ଲାର ୩ ଯୁବକଙ୍କୁ ଗିରଫ କରାଯାଇଛି । ତେବେ ମୃତ ଯୁବକ ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କୁସୁନନଗର ଗାଁର ସନ୍ତୋଷ ପଣ୍ଡା ବୋଲି ଜଣାପଡ଼ିଛି । ସୂଚନା!-->…
Read More...
Read More...