Browsing Tag

bhapura news

ଯାତ୍ରୀବାହୀ ବସ୍ ଧକ୍କାରେ ମହିଳା ମୃତ

ଭାପୁର : ଭୁବନେଶ୍ଵର ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ ମହିଳା । ବସ୍ ଧକ୍କାରେ ଚାଲିଗଲା ଜୀବନ । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅର୍ନ୍ତଗତ ଭାପୁର କଳାପଥର ବାଇପାସ୍ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ କରଡାପଲ୍ଲୀ
Read More...

ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭାପୁର : ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କରବର ପଞ୍ଚାୟତ ଗୁଡୁପଡା ଗ୍ରାମର ଧନେଶ୍ଵର ବେହେରାଙ୍କ ଏକମାତ୍ର ପୁଅ କହ୍ନେଇ ବେହେରାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, କହ୍ନେଇ ବେହେରା ଡ୍ରାଇଭର ଭାବେ କାମ କରନ୍ତି ।
Read More...