ପୋଖରୀରେ ବୁଡି ନାବାଳକ ମୃତ
ଭଞ୍ଜନଗର : ପୋଖରୀରେ ବୁଡି ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଇଲାକାର ହରିଗଡ ଗ୍ରାମରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ପ୍ରକାରେ କୁପାଟି ଗ୍ରାମର ପାଣୁ କଟାରୀଙ୍କ ପୁଅ ଭଗବାନ କଟାରୀ(୧୨) ନିଜ!-->…
Read More...
Read More...