Browsing Tag

bhadrak news

ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ନିର୍ବାଚନୀ ହିଂସାରୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ହିଂସା ଯୋଗୁଁ ଜଣେ ଯୁବକଙ୍କୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ
Read More...

ପୋଲ ତଳକୁ ଖସି ଗଲା ବାଇକ୍‌ : ୧ ମୃତ, ୧ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ପୋଲ ତଳକୁ ଖସି ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧୀନସ୍ଥ ରାମଚନ୍ଦ୍ରପୁର ଗ୍ରାମର ଭାଗୀରଥି ପଣ୍ଡା(୪୫) ବୋଲି ଜଣାପଡିଛି । ଅନ୍ୟ ଜଣେ ଯୁବକ
Read More...

କୋଲହ ପଞ୍ଚାୟତର ୪ ନଂ ବୁଥ୍‌ରେ ଉତ୍ତେଜନା : ଭୋଟ ବାକ୍ସକୁ ପୋଖରୀରେ ପକାଇ ଉତ୍ୟକ୍ତ ଲୋକେ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ଏହି ବ୍ଲକରେ କୋଲହ ପଞ୍ଚାୟତର ୪ ନଂ ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି । ଲୋକମାନେ ଭୋଟ ବାକ୍ସକୁ ପୋଖରୀରେ ପକାଇ ଦେବା ସହ ପୋଲିଂ ଟିମକୁ ଅଟକ ରଖିଥିବା ଜଣାପଡିଛି । ବ୍ଲକରେ କୋଲହ ପଞ୍ଚାୟତରେ ୪ ନଂ ବୁଥ୍‌ରେ
Read More...

ଟ୍ରକକୁ ଧକ୍କା ଦେଲା କାର : ଜଣେ ମହିଳା ଓ ଶିଶୁ ସମେତ ୫ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ମଜୁରିଗଢିଆ ଛକ ନିକଟରେ ଓଭରଟେକ୍‌ କରିବା ସମୟରେ ଏକ ଟ୍ରକକୁ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୫ ଗୁରୁତର ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ଉଭୟ କାର ଓ ଟ୍ରକ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଧାମନଗର ଥାନା
Read More...

ଭିଜିଲାନ୍ସ ଜାଲରେ ପଡିଲେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ

ଭଦ୍ରକ : ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଏହି
Read More...

ବିଳାସିନୀଙ୍କ ଟ୍ୱିଟ ପରେ ତିନି ଅନାଥ ଶିଶୁ ଉଦ୍ଧାର ହୋଇ ପାଇଲେ ସରକାରୀ ସହାୟତା

ଭଦ୍ରକ : ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚଳ ପଞ୍ଚାୟତ ନନ୍ଦପୁର ଗାଁର ଶୁକଦେବ ନାଥ ଜଣେ ଅଟୋ ଡ୍ରାଇଭର । ଗତବର୍ଷ ତାଙ୍କ ସ୍ତ୍ରୀଙ୍କ କରୋନାରେ ଦେହାନ୍ତ ହେବା ପରେ ସେ ହିଁ ୩ ଛୁଆଙ୍କୁ ପୋଷୁଥିଲେ । ସେ ଅଟୋ ଚଳାଇ ଯାହା ରାଜଗାର କରୁଥିଲେ ସେତିକିରେ ପରିବାର ଚଳି ଯାଉଥିଲା ।
Read More...

ଗାଁ ଭିତରେ ଦନ୍ତା : ଗ୍ରାମବାସୀ ଆତଙ୍କିତ

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକର କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ ଦେଖାଦେଇଛି । ଆଜି ଭୋରରୁ ଗାଁ ଭିତରକୁ ଏକ ଦନ୍ତା ହାତୀ ପଶି ଆସି ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା । ଗାଁ ଲୋକ ସକାଳୁ ଉଠିଲା ବେଳକୁ ଏକ ଦନ୍ତାହାତୀ ଗାଁ ଭିତରକୁ ପଶି ଆସିଥିବା ଦେଖିବାକୁ
Read More...

ରଜ ସଂକ୍ରାନ୍ତିରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭଦ୍ରକ : ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ମୃତ ଯୁବତୀ ଜଣଙ୍କ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନାଯୋଗ୍ୟ ଯେ, ଏହି ଭଡାଘରେ ୩ ଜଣ ରୁମମେଟଙ୍କ ସହ ଦୀର୍ଘ ଦିନ ରହି
Read More...

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ବାଲେଶ୍ୱର ପରେ ଭଦ୍ରକରେ ପହଞ୍ଚିଲେ

ଭଦ୍ରକ : ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ବାଲେଶ୍ୱର ପରେ ଭଦ୍ରକରେ ପହଞ୍ଚିଲେ । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ ସେ ଆଲୋଚନା କରିଛନ୍ତି । ଏହାପୂର୍ବରୁ ବାଲେଶ୍ୱର ଗସ୍ତରେ ଯାଇ ଏସଆରସି ବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ମୁକାବିଲା
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୫ ପରିବାରର ୧୦ ବଖରା ଘର

ଭଦ୍ରକ : ଭଦ୍ରକ ଜିଲ୍ଲା ଚରମ୍ପା ବେଲମେଲା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବେଲାମେଲା ଗାଁରେ ବିଳମ୍ବିତ ରାତ୍ରୀରେ ଶୋଇଥିବା ବେଳେ ୫ ପରିବାରର ୧୦ ବଖରାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିବା ବେଳେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ବିକଳରେ ଦୋୖଡି
Read More...