Browsing Tag

bhadrak news

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର

ଭଦ୍ରକ : ରାଜ୍ୟରେ ବଢିଚାଲିଛି ନକଲି କାରବାର । ପ୍ରଥମେ କଟକ, ପରେ ଭୁବନେଶ୍ୱର ଏବଂ ପର୍ଯ୍ୟାୟକ୍ରମେ ଯାଜପୁର, ଭଦ୍ରକ, ଗଞ୍ଜାମ ଜିଲ୍ଲାରୁ ନକଲି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀର କାରଖାନା ଠାବ ହୋଇଛି । ଶନିବାର ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ଛଡ଼ାକମହଲା ଅଞ୍ଚଳରେ ଏକ ଘରେ ନକଲି
Read More...

ବେଆଇନ ଗୋରୁ ବୋଝେଇ ଗାଡି ଓଲଟି ୫ଗୋରୁ ମୃତ

ଭଦ୍ରକ, (କେପିଏନ୍‌ଏସ୍‌) : ବେଆଇନ୍‌ ଗୋରୁ ବୋଝେଇ ଗାଡି ଓଲଟି ୫ଗୋରୁଙ୍କ ମୃତ ହୋଇଛି ବୋଲି ଖବର ମିଳିଛି । ବେଆଇନ ଗୋରୁ ବୋଝେଇ ପିକଅପ ଗାଡି ୩୦ରୁ ଅଧିକ ଗୋରୁଙ୍କୁ ନେଇ ଧାମନଗର ଆଡକୁ ଯାଉଥିଲା । ତେବେ ଗାଡିଟି ଦ୍ରୁତ ଗତିରେ ଥିବାରୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଭଣ୍ଡାରିପଦି ଛକ ନିକଟରେ
Read More...

ପୋଲିସ ଦ୍ୱାରା ବ୍ରାଉନସୁଗାର ବେପାରୀ ଗିରଫ

ଭଦ୍ରକ : ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ପୋଲିସ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଛୟାଳସିଂ ଅଞ୍ଚଳରୁ ବନ୍ତ ଥାନା ପୋଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ୧୧ ଗ୍ରାମରୁ ଅଧିକ ବ୍ରାଉନସୁଗାର ବେପାରୀ ଠାରୁ ଜବତ କରିଛି । ତେବେ
Read More...

ଏସ୍‌ପିଙ୍କ ଗାଡ଼ିକୁ ପିଟିଲା ଟ୍ରକ

ଭଦ୍ରକ, (କେପିଏନ୍‌ଏସ୍‌) : ଏସ୍‌ପିଙ୍କ ଗାଡିକୁ ପିଟିଲା ଟ୍ରକ ବୋଳି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଏସ୍‌ପି ଚରଣ ସିଂ ତା‌ଙ୍କ ଡ୍ରାଇଭର‌ଙ୍କ ସହ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଭଣ୍ଡାରିପୋଖରୀ ଛକ ନିକଟରେ ଏକ ଟ୍ରକ ତା‌ଙ୍କ ଗାଡିକୁ ପିଟିଦେଇଥିଲା ଫଳରେ ଅଳ୍ପକେ
Read More...

ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ଦାବୀକୁ ନେଇ କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ଜିଲ୍ଳାରେ ବନ୍ଦ ଡାକରା ଦିଆଯାଇଛି । ସହରରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ଚାଲିଛି । ତେବେ ଏହି ଆନ୍ଦୋଳନ ସହରର ଅନେକ ସ୍ଥାନ ସହିତ ୧୬ ନମ୍ବର ଜାତୀୟ ରାଜପଥରେ
Read More...

ପୋଲିସ ବାରାକରେ ଅଗ୍ନିକାଣ୍ଡ : ୩ ଯବାନ ଗୁରୁତର

ଭଦ୍ରକ : ନିଆଁରେ ପୋଡ଼ି ୩ ଯବାନ୍‌ ଗୁରୁତର ହୋଇଥିବା ଖବର ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକ ପୁରୁଣା ବଜାର ଥାନା ପୋଲିସ ବାରାକରେ ଗତ ରାତିରେ ନିଆଁ ଲାଗିବାରୁ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ମଶାଧୂପରୁ ନିଆଁ ଲାଗିବା ପରେ ଏହି ଅଗ୍ନିକା‌ଣ୍ଡ ଘଟିଥିବା କୁହାଯାଉଥିବା ବେଳେ
Read More...

ବନ୍ଧୁକ ଗୁଳି ଜବତ ସହ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜାକୁ ଗିରଫ କଲା ପୋଲିସ

ଭଦ୍ରକ : ଭଦ୍ରକ ଜିଲ୍ଳା ପୁରୁଣା ବଜାର ଠାରୁ ଟିଟୋ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ରାଜା ଗିରଫ ହୋଇଛି । ସୁଚନା ଅନୁସାରେ ଭଦ୍ରକ ପୁଲିସ୍‌ ଏବଂ ଏସ୍‌ଟିଏଫ୍‌ର ମିଳିତ ଚଢଉରେ ସେକ୍‌ ରାଜା ଗିରଫ ହେବା ସହ ବନ୍ଧୁକ, ଜୀବନ୍ତ ଗୁଳି ଓ ବାଇକ୍‌ ଜବତ କରିଛି । ସେକ୍‌ ରାଜା ନାମରେ ବହୁତ
Read More...