Browsing Tag

bhadrak news

ଝଲସିବ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡିରହିଥିବା ମା’ ଭଦ୍ରକାଳୀଙ୍କ ପୀଠ

ଭଦ୍ରକ : ଝଲସିବ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡିରହିଥିବା ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠ । ଏହି ପୀଠକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟି ଟଙ୍କାର ଅନୁଦାନ ଦେଇଥିଲେ । ତେବେ ତାହାର କାର୍ୟ୍ୟକାରିତା ଆରମ୍ଭ ହେବାକୁ
Read More...

ଗ୍ୟାସ୍‌ରୁ ନିଆଁ ଲାଗି ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ଧୂସୁରି ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପ୍ରମିଳା ଦାସ ଘରେ ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସରୁ ନିଆଁ ଲାଗି ଚାରିଆଡେ ବ୍ୟାପିବାକୁ ଲାଗିଥିଲା । ପରେ ପ୍ରମିଳା ନିଆଁରେ ପୋଡି ହୋଇ ଚିତ୍କାର କରିଥିଲେ। ପ୍ରମିଳାଙ୍କ ଚିତ୍କାର ଶୁଣି ସ୍ୱାମୀ ମହେନ୍ଦ୍ର ତାଙ୍କୁ
Read More...

ଧାନ ସଂଗ୍ରହ କେନ୍ଦ୍ର ପରିସରରେ ବିଷ ପିଇ ଚାଷୀ ଗୁରୁତର

ଭଦ୍ରକ : ଧାନ ସଂଗ୍ରହ କେନ୍ଦ୍ର ପରିସରରେ ବିଷ ପିଇ ଜଣେ ଚାଷୀ ଗୁରୁତର ଅବ‌ସ୍ଥାରେ ମେଡିକାଲରେ ଭ‌ର୍ତ୍ତି ହୋଇଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ମହିଳା ଗୋଷ୍ଠିକୁ ଧାନ କିଣା ପାଇଁ ନିର୍ଦେଶ ଦିଆଯାଇଥିଲା । ଟୋକନ ତାରିଖ
Read More...

କୋଇଲା ଚୋରି ରୋକିବାକୁ ଯାଇ ଦୁଇ ଆରପିଏଫ୍ କର୍ମଚାରୀ ଲହୁଲୁହାଣ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ନାଲଗୁଣ୍ଡା ପାଳଶପୁରରେ ଅଭିଯୋଗ ହୋଇଥିଲା ଯେ, ଧାମରାରୁ ଟ୍ରେନରେ ଆସୁଥିବା କୋଇଲା ଚୋରା ଚାଲାଣ ହେଉଛି । ଚୋରା କୋଇଲାକୁ ସ୍ଥାନୀୟ ଲୋକ ଇଟା ଭାଟିରେ ବ୍ୟବହାର କରୁଛନ୍ତି । ତେବେ ଏହାର ତଦନ୍ତ ପାଇଁ ଖୋର୍ଦ୍ଧା ଡିଭିଜନର ଦୁଇ ଜଣ ଆରପିଏଫ୍
Read More...

ପୋଲିସକୁ ମିଳିଲା ବଡ ସଫଳତା : ୧୧ଟି ବାଇକ ସହ ୩ ଜଣ ଗିରଫ

ଭଦ୍ରକ : ଭଦ୍ରକ ସହରାଞ୍ଚଳ ଥାନା ପୋଲିସକୁ ମିଳିଚି ବଡ ସଫଳତା । ଗତକିଛି ଦିନ ତଳେ ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳରୁ ଚୋରି ହୋଇଥିବା ୧୧ଟି ବାଇକକୁ ସହରାଞ୍ଚଳ ଥାନା ପୋଲିସ ଉଦ୍ଧାର କରି ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ଥାନୀୟ ଅଞ୍ଚଳର ୨ଜଣ ବାଇକଗୁଡିକ
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ୪ ବଖରା ଘର

ଭଦ୍ରକ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛି ୪ ବଖରା ଘର । ସୂଚନା ଅନୁସାରେ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଉଳପୋଖରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଟିଏ ପରିବାରର ୪ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।
Read More...

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଭଦ୍ରକ : ଆଜି ମଧ୍ୟାହ୍ନରେ ଭଦ୍ରକ ଜି‌ଲ୍ଲା ଚାନ୍ଦବାଲି ସରକାର ନଗର ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବୋଲି ଖବର ମଳିଛି । ଭଦ୍ରକ ଜି‌ଲ୍ଲା ଚାନ୍ଦବାଲି ସରକାର ନଗର ନିକଟ ଜାତୀୟ ରାଜପଥରେ ସ୍କୁଟିରେ ୨ ଜଣ ଯାଉଥିଲେ । ଦ୍ରୁତଗତିରେ ଆସୁଥିବା ହାଇଓ୍ବା ପଛପଟୁ
Read More...

ନୂତନ ସହକାରୀ ନିବନ୍ଧକଙ୍କ କାର୍ଯ୍ୟଭାର ଗ୍ରହଣ

ଭଦ୍ରକ : ଭଦ୍ରକ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକାଶ ଚନ୍ଦ୍ର ନାୟକ ନୂତନ ଭାବେ ପଦଭାର ସମ୍ଭାଳିବା ଅବସରରେ କର୍ମଚାରୀ ତଥା ସମିତି ମାନଙ୍କରେ କର୍ମଚାରୀ ଓ ୟୁନିୟନ୍ କର୍ମକର୍ତ୍ତାଙ୍କ ଗହଣରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପ ସହକାରୀ ନିବନ୍ଧକ
Read More...

ବସ୍ତା ଭିତରେ ମହୁଲି ମଦ : ନିଶା ବେପାରୀ ଗିରଫ

ଭଦ୍ରକ : ବସ୍ତା ଭିତରେ ମହୁଲି ମଦ । ଗୋଟିଏ କି ୨ଟି ବସ୍ତା ନୁହେଁ, ଏଭଳି ଘରୁ ଭିତରୁ ୨୭ ବସ୍ତା ମହୁଲି ମଦ ବାହାରିଛି। ଏହି ମହୁଲି ମଦର ପରିମାଣ ପ୍ରାୟ ୧୩୫୦ ଲିଟରରୁ ଅଧିକ ହେବ । ଏ ସଂପର୍କରେ ଜିଲ୍ଲା ଅବକାରୀ ଖବର ପାଇବା ପରେ ଘର ଉପରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲି ମଦ ସହ ଜଣେ
Read More...

କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ କଲା ଏସଟିଏଫ୍‌

ଭଦ୍ରକ : କୋଟିଏ ଟ‌ଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍‌ଲ୍ଲା ଚାନ୍ଦବାଲି ଠାରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇ ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ମାମଲାରେ ସଂପୃ‌କ୍ତ ଅଭିଯୁକ୍ତ ମୀରୁ ମୀନହାଜ
Read More...