Browsing Tag

bhabanipatana news

ଘୋଷଣା ହେଲା ସମ୍ମାନଜନକ ‘ମହୁରି’ ସମ୍ମାନ

୨୦୨୪ ବର୍ଷ ପାଇଁ କବି ଡ. ପ୍ରୀତିଧାରା ସାମଲ ଓ ୨୦୨୫ ବର୍ଷ ପାଇଁ କଥାକାର ଡ. ନୃପରାଜ ସାହୁ ଭବାନୀପାଟଣା, (କେପିଏନ୍‌ଏସ୍‌) : ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ଦୁଇ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” ଘୋଷଣା କରାଯାଇଛି । ୨୦୨୪ ବର୍ଷ ପାଇଁ ଏହି
Read More...

ବନ୍ଧକ ଶ୍ରମିକ ସଙ୍ଗଠନ (ଶ୍ରମ ଵାହନୀ) ଙ୍କ ପକ୍ଷରୁ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳନ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ଅବସରରେ ଶ୍ରମ ଵାହନୀ ମୁକ୍ତ ବନ୍ଧକ ଶ୍ରମିକ ସଂଘ, ଓଡ଼ିଶା ଭବାନୀପାଟଣା, କଳାହାଣ୍ଡିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଝସକେତନ ବାଗ, ଉପାଧ୍ୟକ୍ଷ ଉପେନ୍ଦ୍ର ବଗର୍ତି ଓ କଳାହାଣ୍ଡି
Read More...

ଜିଲ୍ଲା ପରିଷଦ ଓ ବ୍ଲକ ସଭାପତିଙ୍କୁ ନେଇ ବିଜେଡିର ସମନ୍ୱୟ ବୈଠକ

ଭବାନୀପାଟଣା : ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବରେ ଦାୟିତ୍ଵ ନେଲା ପରେ ଆଜି ପ୍ରଥମ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକ ସଭାପତିମାନଙ୍କୁ ନେଇ ବିଜେଡିର ଏକ ସମନ୍ୱୟ ବୈଠକ ରିଷଗାଁ ପାଖ
Read More...

କଲେଜ ଛକ ଠାରେ ଯାତ୍ରୀ ବିଶ୍ରାମ ଗୃହ ଓ ଶୌଚାଳୟ ନିର୍ମାଣ ଦାବୀ

ଭବାନୀପାଟଣା : ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ପାଖ କଲେଜ ଛକ ଠାରେ ଦୁଇଟି ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ସହ ଏକ ଶୌଚାଳୟ ନିର୍ମାଣ କରିବା ପାଇଁ ବିଶ୍ୱବିଦ୍ୟାଳୟର ଛାତ୍ର ନେତାମାନେ ଭବାନୀପାଟଣା ନଗରପାଳ ବିଷ୍ଣୁ ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଏକ ଦାବୀପତ୍ର
Read More...

ରଶ୍ମି ରଞ୍ଜିତା ସିଂହଙ୍କ ଗଳ୍ପ ସଂକଳନ “ଫୁଲ ପାଖୁଡ଼ାରେ ଶୀତ” ଉନ୍ମୋଚିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ନାରୀ ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ । ସାମ୍ପ୍ରତିକ ସମୟର ଘଟଣା ସମୂହକୁ ଅତି ଉଚ୍ଚକୋଟୀର ଭାବେ ନିଜର ଚରିତ୍ରମାନଙ୍କ ସହାୟତାରେ ଉପସ୍ଥାପନା କରିବାରେ ସଫଳ ହେଇଛନ୍ତି ଗାଳ୍ପିକା । ଓଡ଼ିଆ ସାହିତ୍ୟରେ ଗଳ୍ପ ଲେଖା କମି
Read More...

୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭବାନୀପାଟଣା : କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର ଧୀମାନ ଚକ୍‌ମା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ରବିବାର ଭିଜିଲାନ୍ସ ପଞ୍ଝାରେ ପଡ଼ିବା ପରେ
Read More...

ରୂପ ସିଂ ମାଝୀ ନିଖୋଜ ଘଟଣା : ମୁଣ୍ଡ ବିହୀନ ଗଣ୍ଡି ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଦେପୁର ଗାଁର ରୂପ ସିଂ ମାଝୀ ନିଖୋଜ ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି । ଘଟଣାର ୧୧ଦିନ ପରେ କଳମପୁର ପୁଲିସକୁ ମିଳିଛି ମୁଣ୍ଡ ବିହୀନ ଗଣ୍ଡି । ତେବେ ଗୁଣି ଗାରେଡିକୁ ନେଇ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଲିଙ୍ଗ ମାଝୀ । ବୁଧବାର
Read More...

ଆତଙ୍କବାଦୀ ଦ୍ଵାରା ପହେଲଗାଁଓରେ ୨୭ ହିନ୍ଦୁଙ୍କ ନିର୍ମମ ହତ୍ୟା ବିରୁଦ୍ଧରେ କ୍ୟାଣ୍ଡିଲ ଶୋଭାଯାତ୍ରା : ଦୃଢ଼…

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ଗତକାଲି ପହେଲଗାଁଓ ଠାରେ ୨୭ ଜଣ ହିନ୍ଦୁଙ୍କୁ ଆତଙ୍କବାଦୀ ମାନେ ଗୁଳି କରି ହତ୍ୟା କରିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦୀ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ ଅନୁଷ୍ଠିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଉତ୍ସବର ପ୍ରଥମ ଦିନରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ମୁଖ୍ୟ ଅତିଥି, ଶଗଡା
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡ଼ାରେ ମିନି ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ

ଅନୁଷ୍ଠିତ ହେଲା ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାଠାରେ ମିନି ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ ଏବଂ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ
Read More...