Browsing Tag

berhampur news

ଆନ୍ଧ୍ର ସଂସ୍କୃତିରେ ବମଲୁ-ଗୋଲୁ ପୂଜା ସଜ୍ଜା ଦଶହରା ପର୍ବର ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପଡୋଶୀ ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର, ବ୍ରହ୍ମପୁର, ଛତ୍ରପୁରର କେତେକ ତେଲୁଗୁ ସମ୍ପ୍ରଦାୟର କମା, ବ୍ରାହ୍ମୀଣ, ଧନୀଶ୍ରେଣୀ ଏବଂ ସୃଜନଶୀଳ କୁଟୁମ୍ବଙ୍କ ଘରେ ଘରେ ଦଶହରା ଭିତ୍ତି ଅବସରରେ ଏବେବି ଏହି ନିଆରା ଧର୍ମର "ବମଲୁ-ଗୋଲୁ" ପୂଜା ଆସର ସୁନ୍ଦର
Read More...

ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତିର ଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୨ତମ ଜୟନ୍ତୀ ଏବଂ ଶାନ୍ତିର ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ୧୧୭ତମ ଜୟନ୍ତୀ ଅବସରରେ ଏହି ଦୁଇ ଜାତୀୟ ବରପୁତ୍ରଙ୍କ ପ୍ରତି ଆଜି ଦେଶବାସୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ
Read More...

ଛତ୍ରପୁରରେ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଯୋଗଦାନ ପର୍ବ : ସମଗ୍ର ଭାରତବର୍ଷରେ ଏକମାତ୍ର ବଳିଷ୍ଠ ନେତୃତ୍ୱ ନବୀନ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନବୀନ ପଟ୍ଟନାୟକଙ୍କ ସୁଶାସକତା ଉପରେ ବର୍ଣ୍ଣନା କରି ନବୀନ ବାବୁଙ୍କ ନେତୃତ୍ୱ ଅନନ୍ୟ, ତାଙ୍କ ସାଙ୍ଗଠନିକ ଦାୟିତ୍ୱ, କର୍ତ୍ତବ୍ୟ ଯାହା ସମଗ୍ର ଭାରତବର୍ଷରେ ଏକମାତ୍ର ବଳିଷ୍ଠ ନେତୃତ୍ୱ, ନବୀନ ଅଦ୍ୱିତୀୟ ବୋଲି ଦୃଢୋକ୍ତି ପ୍ରକାଶ କରି କହିଥିଲେ
Read More...

ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଦଳିତ ନେତା ତଥା ପୂର୍ବତନ ସାଂସଦ ଏବଂ ମନ୍ତ୍ରୀ ସ୍ୱର୍ଗତ ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସବରେଜିଷ୍ଟ୍ରାର ଅଫିସ ଛକ ଠାରେ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ
Read More...

ଝଡ଼ବର୍ଷା ଓ ବାତ୍ୟା ଗୁଲାବ ପାଇଁ ଜିଲ୍ଲାପ୍ରଶାସନର ଥଇଥାନ ଜାରି : ଜିଲ୍ଲାରେ ସର୍ବମୋଟ ୬୫୨୬ଜଣଙ୍କୁ ନିରାପଦ ସ୍ଥଳକୁ…

ସମୁଦାୟ ୩୩୩ ଗର୍ଭବତୀ ମହିଳାମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ଓ ରବିବାର ରାତି ୮ ଘଣ୍ଟା ବେଳକୁ ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ଥିବା ବେଳେ ଏବେ ବି ଝଡ଼ବର୍ଷା ଲାଗି ରହିଛି ।
Read More...

ଶଙ୍କର ନେତ୍ରାଳୟ ଟ୍ରଷ୍ଟ ପକ୍ଷରୁ ଗୋପାଳପୁର ବନ୍ଦର ଉପ-ଶାଖା କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ଠାରେ ଅବସ୍ଥାପିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଟ୍ରଷ୍ଟ ସୌଜନ୍ୟରେ ଏକ ଉପ-ଶାଖାକେନ୍ଦ୍ର ଭିଜନ କେର ସେଣ୍ଟର ଗୋପାଳପୁର ବନ୍ଦର ନିକଟସ୍ଥ ଡୁବୁଲି ଛକ ଠାରେ ଆରମ୍ଭ ହୋଇଯାଇଛି । ଗୋପାଳପୁର ବନ୍ଦର
Read More...

ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀକୁ ନେଇ ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ୨୦୦୮ ମସିହା ଠାରୁ ଏହି ଦାବୀ ଉଠାଇ ଆନ୍ଦୋଳନ କରୁଥିବା ବେଳେ ପ୍ରତ୍ୟେକ
Read More...

ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ଚତୁର୍ଦଶତମ ଶ୍ରାଦ୍ଧବାର୍ଷିକୀ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରତିଷ୍ଠା କେନ୍ଦ୍ର ମାଉଣ୍ଟଆବୁ (ରାଜସ୍ଥାନ)ର ଦ୍ୱିତୀୟ ସଂଚାଳିକା ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ଚତୃଦଶତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସର୍ବତ୍ର ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ
Read More...

୬ଷ୍ଠ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଞ୍ଚଳ ଧର୍ମ ନଗର ୨ୟ ଲେନରେ ଥିବା ବ୍ରହ୍ମପୁର ଟାଏକୋଣ୍ଡୋ ଟ୍ରେନିଂ ସ୍କୁଲ ପରିସରରେ ୬ଷ୍ଠ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ
Read More...

ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରତିବାଦ ନେଇ ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେଡି ନେତା ଓ କର୍ମୀ ମାନଙ୍କ ଦ୍ୱାରା ଦଳିତ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ପୋଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏବଂ ବାବା ସାହେବ ଡ଼ଃ.ଆମ୍ବେଦକରଙ୍କ ଫୋଟୋ ଫୋପାଡ଼ିବା ଭଳି ଅସମ୍ମାନକୁ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା
Read More...