Browsing Tag

bargarh news

ସହୀଦ ମାଧୋ ସିଂଙ୍କ ଘେଁସ ସ୍ଥିତ ବାସଭବନ ବୁଲି ଦେଖିଲେ ଏଏସ୍‌ଆଇ ଟିମ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ସହୀଦ ମାଧୋ ସିଂ ଘେଁସ ସ୍ଥିତ ବାସଭବନକୁ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ସଦସ୍ୟମାନେ ଗତକାଲି ବୁଲି ଦେଖିଥିଲେ । ଘର ରକ୍ଷଣାବେକ୍ଷଣା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ଟିମ୍ ଆସିଥିଲେ । ସେମାନେ ବିଭିନ୍ନ ଦିଗରୁ ନିରୀକ୍ଷଣ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ପକ୍ଷରୁ ଗତକାଲି ୧୨୦ଜଣ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ପରିଷଦର ସମ୍ମିଳନୀ କାର୍ଯ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଦେବେଶ ଆଚାର୍ଯ୍ୟ,
Read More...

ବରଗଡ଼ ପୌର ପରିଷଦ ପକ୍ଷରୁ ଇ-ରିକ୍ସାର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ପକ୍ଷରୁ ଆଜି ଇ-ରିକ୍ସାର ଶୁଭାରମ୍ଭ ହୋଇଯାଇଛି । ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଏଇ ଇ-ରିକ୍ସାର ଶୁଭାରମ୍ଭ କରାଯାଇଛି । ସାଧାରଣ ଲୋକେ ସୁଲଭ ମୂଲ୍ୟରେ ଖେଦାପାଲିସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଯିବା ଆସିବା
Read More...

ମନ୍ଦିର ପ୍ରତଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶ୍ରୀ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ରାଜକିଶୋର ଶତପଥୀ ଓ ସଂପାଦକ ମୋହନ ସାହୁ
Read More...

ଘରୋଇ କଳହରୁ ହତ୍ୟାକାଣ୍ଡ : ୨ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଗ୍ରାମରେ ଗତକାଲି ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ଖବୀ ମିଳିଛି । ମୃତକ ହେଲେ ବାପା ଦେବ ସିନ୍ଧ୍ରିଆ(୬୦) ଏବଂ ପୁଅ ରତନ ସିନ୍ଧ୍ରିଆ(୨୭) । ସେହିପରି ରତନଙ୍କ ସ୍ତ୍ରୀ
Read More...

ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଆପ୍ ପକ୍ଷରୁ ପ୍ରତିବାଦ ପତ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହରରେ ଲାଗି ରହିଥିବା ବିଦ୍ୟୁତ କାଟ୍ ପ୍ରତିବାଦରେ ଗୁରୁବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ପ୍ରତିବାଦ ପତ୍ର ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲଙ୍କୁ ପ୍ରଦାନ କରାଯାଇଛି । ବିନା ନୋଟିସରେ ଘଣ୍ଟା ଘଣ୍ଟା ଲାଇନ୍ କାଟ୍ ବରଗଡବାସୀଙ୍କ ପାଇଁ ଅସହ୍ୟ ହୋଇପଡିଛି
Read More...

ମୃତଦେହ ରଖି ରାସ୍ତାରେ ଆନ୍ଦୋଳନ : ହଟି ନାହିଁ ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହରର ଭଟଲି ଛକ ନିକଟରେ ଗତକାଲି ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଟ୍ରକ ଚାପାରେ ଜଣେ ବାଇକ୍‌ ଆରୋହୀ ତଥା ସହର ଉପକଣ୍ଠ ଡାଙ୍ଗ ନଦୀପଡ଼ାର କିଶୋର କୁମାର ବେଲଘରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ରାତି
Read More...

ବରଗଡ ଜିଲ୍ଲା ଓକିଲ ସଂଘର ଟାଟା ପାୱାରକୁ ତାଗିଦ୍ : ଖାମଖିଆଲି ପାୱାର କାଟ ନ କରିବାକୁ ଚେତାବନୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଓକିଲ ସଂଘର ସଭାପତି ଚନ୍ଦ୍ରଧ୍ଵଜ ଜାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଟାଟା ପାୱାରର ଉଚ୍ଚ ପଦାଧିକାରୀଙ୍କୁ ସାକ୍ଷାତ କରି ବରଗଡ ସହରରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେମାନେ ଆଲୋଚନାରେ ଜନ ସାଧାରଣଙ୍କ
Read More...

ଅମ୍ବାଭୋନା ସରପଞ୍ଚଙ୍କ ଅଭିନବ ପ୍ରୟାସ : ଗାଆଁକୁ ଗାଁ ବୁଲି ହିତାଧିକାରୀଙ୍କୁ ବାଣ୍ଟୁଛନ୍ତି ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ସରକାରଙ୍କ ଯୋଜନା ପାଇବାକୁ ହେଲେ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡେ କିନ୍ତୁ ଏବେ ସରକାରୀ ଯୋଜନା ପହଁଚିଛି ଲୋକଙ୍କ ଘରେ । ଏମିତି ଏକ ପ୍ରୟାସ କରିଛନ୍ତି ବରଗଡ଼ ଜିଲ୍ଲା ଭଟଲୀ ବିଧାନସଭା ଅନ୍ତର୍ଗତ ଅମ୍ବାଭୋନା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ
Read More...

ଲାଞ୍ଚ ନେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଧରାପଡିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଚୂଳବତୀ ସାହୁ ଆଜି ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକ ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା (ଫୁଡ୍ ସେଫ୍ଟି) ଲାଇସେନ୍ସ ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା
Read More...