Browsing Tag

bargarh news

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମର ଜୈନିକ ବ୍ୟକ୍ତି ରାମ ପ୍ରସାଦ ବେହେରା (୪୫) ଗତ ଦୁଇ ଦିନ ହେଲା ଘରୁ ଶୌଚ କରିବାକୁ ପୋଖରୀକୁ ଯାଇ ଆଉ ଘରକୁ ଫେରି ନଥିଲେ । ଏନେଇ ବରଗଡ଼ ଟାଉନ ଥାନାରେ ତାଙ୍କର ପୁଅ ଅଶ୍ୱିନୀ ବେହେରା ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଆଜି
Read More...

ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ୍‌ ପ୍ରିମିୟର ଲିଗ୍ : ବରପାଲି ବାଇସନ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ ପ୍ରିମିୟର ଲିଗ୍‌ରେ ଗତକାଲି ବରପାଲି ବାଇସନ ଓ ଏସ୍‌ଏସ୍‌ୱାଇଏସ୍‌ ଗୋବିନ୍ଦପାଲି ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ବରପାଲି ବାଇସନ ଦଳ ବିଜୟୀ ହୋଇଛି । ଦଳ ଆଜିର ମ୍ୟାଚ୍‌କୁ ୩ - ୦ ଗୋଲରେ ଜିତି ନେଇଛି । ଏହି ଖେଳ ପରିଚାଳନା
Read More...

ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣା ଆଉ ନାହାନ୍ତି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡମ୍ବରୁ ରଣାଙ୍କ ଆଜି ସଂଧ୍ୟା ସମୟରେ ସୋହେଲା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ବରଗଡ଼ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ମାସ ହେବ ବାର୍ଦ୍ଧକ୍ୟ ଜନିତ
Read More...

ପୋଖରୀକୁ ଶୌଚ ହେବାକୁ ଯାଇ ବ୍ୟକ୍ତି ନିଖୋଜ

ବରଗଡ, (ନିରୋଜ କୁମାର ପାଣୀ) : ପୋଖରୀକୁ ଶୌଚ ହେବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ବରଡୋଲ ଗ୍ରାମର ରାମ ପ୍ରସାଦ ବେହେରା(୪୫) ଗତକାଲି ସକାଳ ୬ଟା ସମୟରୁ ବରଡୋଲ କଟାପାଲି ରାସ୍ତାରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ସେ
Read More...

ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଦସ୍ତଖତ ଅଭିଯାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ସାପ୍ତାହିକ ବଜାରଠାରେ ଦସ୍ତଖତ ଅଭିଯାନ କରାଯାଇଛି । ବିଜୁଳି ଏକ ମୌଳିକ ଅଧିକାର ହୋଇଥିବାରୁ ବହୁ ଲୋକ ଏହି ଦସ୍ତଖତ ଅଭିଯାନରେ ସହଯୋଗ କରିଥିବା
Read More...

ଆନନ୍ଦ ଆଚାର୍ଯ୍ୟ ଫୁଟବଲ ପ୍ରିମିୟର ଲିଗ୍ : ଆଜିର ପ୍ରଥମ ମ୍ୟାଚ୍ ଅମିମାଂସିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆନନ୍ଦ ଆଚାର୍ଯ୍ୟ ଫୁଟବଲ ପ୍ରିମିୟର ଲିଗ୍‌ର ଆଜିର ପ୍ରଥମ ମ୍ୟାଚ୍ ବରଗଡ ୱାରିୟରସ ଓ ରେଳୱେ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଫଳରେ ମ୍ୟାଚ୍‌ଟି ଫଳାଫଳ ଶୂନ୍ୟ ଭାବରେ ସମାପ୍ତ ହୋଇଥିଲ ।
Read More...

ଧାନ ସଂଗ୍ରହକୁ ବ୍ୟବସ୍ଥିତ କରିବାକୁ ଆପ୍‌ର ଦାବୀ ପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେତୋଟି ବ୍ୟତିକ୍ରମ ଦେଖିବାକୁ ମିଳିଛି । ମଣ୍ଡିରେ ଚାଷୀର ନାମ, ଟୋକାନ ଓ ତାରିଖ ପ୍ରଦର୍ଶନ କରିବା ଆମ୍ ଆଦମୀ ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ଦାବୀ ହୋଇଛି । ଆଗରୁ ଏହି ସବୁ ତଥ୍ୟ
Read More...

ତୃତୀୟ ଆନନ୍ଦ ଆଚାର୍ଯ୍ୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସମ୍ବର୍ଦ୍ଧିତ ହେଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ତରଫରୁ ମିନି ଷ୍ଟାଡିୟମ ବରଗଡ଼ ଠାରେ ଚାଲିଥିବା ତୃତୀୟ ଆନନ୍ଦ ଆଚାର୍ଯ୍ୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସାମାଜିକ ଅନୁଷ୍ଠାନ "ସଂକଲ୍ପ ପରିବାର" ବରଗଡ଼କୁ ସାମାଜିକ କାର୍ଯ୍ୟରେ ନିରବଛିନ୍ନ ସେବା ପାଇଁ ଆୟୋଜକ
Read More...

ରେଳ ଲାଇନ ଦୋହରୀକରଣ ସରିବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦଶ ବର୍ଷରୁ ଅଧିକ ହେବ ସମ୍ବଲପୁର ଟିଟିଲାଗଡ଼ ରେଳପଥ ଦୋହରୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ଦେଖାଯାଉନାହିଁ । ଇତି ମଧ୍ୟରେ ଟିଟଲାଗଡରୁ ବଲାଙ୍ଗିର ଏବଂ ବଲାଙ୍ଗିରରୁ ବରଗଡ଼ ଜିଲ୍ଲାର ବରପାଲି ଷ୍ଟେସନ ପର୍ଯ୍ୟନ୍ତ ଲାଇନ ଦୋହରୀକରଣ
Read More...

ଆନନ୍ଦ ଆଚାର୍ଯ୍ୟ ଫୁଟବଲ୍ ପ୍ରିମୀୟର ଲିଗ୍ : ବରଗଡ ୱାରିୟରସ୍ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଆନନ୍ଦ ଆଚାର୍ଯ୍ୟ ଫୁଟବଲ୍ ପ୍ରିମୀୟର ଲିଗ୍ ପ୍ରତିଯୋଗିତାର ତୃତୀୟ ଦିନରେ ଆଜି ଅନୁଷ୍ଠିତ ଗୋବିନ୍ଦପାଲି ଏସ୍‌ଏସ୍‌ୱାଇଏସ୍‌ ଓ ବରଗଡ ୱାରିୟରସ୍‌ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ୱାରିୟରସ ଦଳ ୧-୦
Read More...