Browsing Tag

bargarh news

ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପାଇଁ ଚେତାବନୀ

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିଦ୍ଦେର୍ଶରେ ଦେଶରେ ବଢିଚାଲିଥିବା ଦର ବୃଦ୍ଧି ପାଇଁ ଜନସାଧାରଣ ଭୋଗୁଥିବା ଅହେତୁକ ଦୁର୍ଦ୍ଦଶାର ପ୍ରତିବାଦରେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ
Read More...

ହୀରା ସିମେଣ୍ଟ କର୍ମଚାରୀ ସମବାୟ ସମିତିର ସାଧାରଣ ସଭା ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ କାରଖାନାର ହୀରା ସିମେଣ୍ଟ କର୍ମଚାରୀ ସମବାୟ ସମିତିର ୪୬ତମ ସାଧାରଣ ପରିଷଦ ବୈଠକ ସ୍ପୋର୍ଟସ କ୍ଲବ ପ୍ରୋକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ମହେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ
Read More...

ଓଡିଶା କୈବର୍ତ୍ତ ମହାସଭାର ସାଧାରଣ ଅଧିବେଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ୫ମ ସାଧାରଣ ଅଧିବେଶନ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ବରଗଡ଼ ଜିଲ୍ଲା କୈବର୍ତ୍ତ ମହାସଭା ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଭାଜପା ଜିଲ୍ଲା
Read More...

ବରଗଡ ମା’ ସମଲେଇଙ୍କ ପୀଠରେ ନବାନ୍ନ ଲଗ୍ନ ନିର୍ଦ୍ଧାରିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗ୍ରାମ ଦେବୀ ମା' ସମଲେଇଙ୍କ ପୀଠରେ ୩୧ ତାରିଖ ନିଶାର୍ଦ୍ଧ ପରେ ୧ ତାରିଖ ପାହାନ୍ତିଆ ପୂର୍ବରୁ ଲାଗିବ ନବାନ୍ନ । ସେହିପରି ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ସିଂହ ୧୬ ଦିନ ସ୍ଵାତୀ ନକ୍ଷତ୍ରେ ତୁଳ ଚନ୍ଦ୍ରେ, ତୁଳ (ଚର) ଲଗ୍ନେ
Read More...

ଗଙ୍ଗାଧର ଶିଶୁ ସାହିତ୍ୟ ସମ୍ମାନ ସମାରୋହ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ହସିଲେ ଦେଶ ହସିବ । ଶିଶୁମାନଙ୍କ ବିକାଶରେ ଦେଶ ଓ ଜାତିର ବିକାଶ ନିର୍ଭର କରେ । ତେଣୁ ସମାଜର ସବୁ ଶ୍ରେଣୀର ବ୍ୟକ୍ତି ବିଶେଷ ଶିଶୁମାନଙ୍କ ବିକାଶ କଥା ଚିନ୍ତା କରିବା ଉଚିତ୍‌ ବୋଲି ଗଙ୍ଗାଧର ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ପ୍ରଥମ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ କଲ୍ୟାଣ ମଣ୍ଡପଠାରେ ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଯାଇଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ
Read More...

ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ସୁପ୍ରିୟା ମେମୋରିଆଲ ଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସୁପ୍ରିୟା ମେମୋରିଆଲ ଫୁଟବଲ୍ ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଅଛି । ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଥିବା ଜିଲ୍ଲା କ୍ରୀଡା ସଂସଦର
Read More...

ଇମ୍ପରିୟଲ କଲେଜର ପ୍ରତିଷ୍ଠା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ୨୦୦୮ରେ ଆରମ୍ଭ ହୋଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏହି ପ୍ରଥମ ସେଲଫ୍ ଫାଇନାନ୍ସ ଡିଗ୍ରୀ ମହାବିଦ୍ୟାଳୟ ୧୪ ବର୍ଷ ସଂପୂର୍ଣ୍ଣ କରିଛି । ଏହି ଅବସରରେ କଲେଜ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ
Read More...

ବରଗଡ ପୌର ପରିଷଦ ପକ୍ଷରୁ ସାମୁହିକ ସଫେଇ ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ପୌର ପରିଷଦ ପକ୍ଷରୁ ସପ୍ତାହ ବ୍ୟାପୀ ସାମୁହିକ ସଫେଇ ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଆଜି ପୌର ପରିଷଦ
Read More...

ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ହସ୍ତତନ୍ତ ବୁଣାକାର ମାନଙ୍କ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଏକ ସମୀକ୍ଷା ବୈଠକ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜେପୁର ବିଧାୟିକା ତଥା ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା
Read More...