Browsing Tag

bargarh news

ମାରଣାସ୍ତ୍ର ସହ ୩ ଜଣ ଡକାୟତଙ୍କୁ ଧରିଲା ଅତାବିରା ପୋଲିସ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ପୋଲିସ ଜାତୀୟ ରାଜପଥ-୫୩ ସରଣ୍ଡା ଛକରେ ବିଳମ୍ବିତ ରାତିରେ ଡ଼କାୟତି ଉଦ୍ୟମ କରୁଥିବା ବେଳେ ମାରଣାସ୍ତ୍ର ସହ ୩ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି । ବରଗଡ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଓ ଅତାବିରା ଥାନା ଅଧିକାରୀଙ୍କ ନେତୃତ୍ଵରେ ଏକ
Read More...

ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ଅଧିନସ୍ଥ ସମସ୍ତ ସଫେଇ କର୍ମଚାରୀଙ୍କ ପାଇଁ ଦୁଇ ଦିବସୀୟ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମାନନୀୟା କଳ୍ପନା ମାଝୀ, ଅଧ୍ୟକ୍ଷ, ବରଗଡ଼ ପୌର ପରିଷଦ ଓ ଡ଼ା.ସାଧୁ ଚରଣ ଦାଶ, ଜିଲ୍ଲା ମୁଖ୍ୟ
Read More...

ବରପାଲିରେ ନକଲି ନୋଟ୍ ଜବତ,୨ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଥାନା ଅଞ୍ଚଳରୁ ନକଲି ନୋଟ୍ କାରବାର ସଂପର୍କରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଖବର ପାଇ ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଜଣକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ତାଙ୍କ ଠାରୁ ୧୪ ଲକ୍ଷ ୨୯ହଜାର ପାଞ୍ଚ ଶହ ଟଙ୍କା
Read More...

ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି-ଜିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି-ଜିର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କମିଟିର ଅଧ୍ୟକ୍ଷା ସଭ୍ୟା ପଦ୍ମିନୀ ଗଡତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଶିକ୍ଷା, କ୍ରୀଡା ଓ
Read More...

ଅମୃତ ମହୋତ୍ସବ ଅବସରରେ ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନର ଅମୃତ ଅବସରରେ ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ସଙ୍ଘତି ମଣ୍ଡଳ, ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ (ସମ୍ବଲପୁର, ବୈ।ଦ୍ଧ, ବରଗଡ଼)ପକ୍ଷରୁ ଆସନ୍ତା କାଲି (୭ ରୁ ୧୪)ଠାରୁ ସପ୍ତାହ ବ୍ୟାପୀ ଚାଲିବ
Read More...

ଅମ୍ବାଭୋନା ବ୍ଲକର ପ୍ରଥମ ସମିତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକର ପ୍ରଥମ ପଞ୍ଚାୟତ ସମିତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା,
Read More...

ଜାତୀୟ ମୁଏଥାଇ ୨୦୨୨- ବରଗଡକୁ ୩ଟି ରୌପ୍ୟ ଏବଂ ୪ଟି କାଂସ୍ୟ ସହ ସମୁଦାୟ ୭ଟି ପଦକ : ସମ୍ବର୍ଦ୍ଧିତ ହେଲେ ପ୍ରତିଯୋଗୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ "ଇଣ୍ଟରନେସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ" ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା "ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ" ପକ୍ଷରୁ ମଧ୍ୟପ୍ରଦେଶର ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର
Read More...

ଡାକ୍ତର ଓ ଷ୍ଟାଫ୍ ଦାବୀରେ ବିକ୍ଷୋଭ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ଓ ଷ୍ଟାଫ୍ ଦାବୀରେ ଆଜି ଭାରତୀୟ ଜନତା ପାର୍ଟିର ଭଟଲି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଡାକ୍ତରଖାନା ପରିସରରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉପାନ୍ତ
Read More...

ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ବେଆଇନ ଗିରଫର ପ୍ରତିବାଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟର ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାଶଙ୍କୁ ଇଓଡବ୍ଲୁର ବେଆଇନ ଗିରଫଦାରୀର ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀ ଛକଠାରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ଅଡିଟୋରିୟମ ପାଇଁ ଅନୁଦାନ ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କ୍ରମଶଃ ଜିଲ୍ଲା ସଦର ମହକୁମା ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ୫ଶହ ସିଟ୍ ବିଶିଷ୍ଟ ଅଡିଟୋରିୟମର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଅନେକ ଥର ଜିଲ୍ଲା ପ୍ରଶାସନ ଓ
Read More...