କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୁଲିସର ଆକ୍ରମଣ ଅଭିଯୋଗ : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା ମିଡ଼ିଆ କ୍ଲବ
ବରଗଡ଼, (ନିରୋଜ କୁମାର ପାଣୀ) : ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ପୁଲିସ କର୍ମୀଙ୍କ ଅମାନୁଷିକ ଭାବେ ଆକ୍ରମଣ, ଏହା ସହ ତାଙ୍କ ପରିଚୟ ପତ୍ର ଏବଂ ମୋବାଇଲ ଫୋନ ଛଡାଇ ନେବା ଚତୁର୍ଥ ସ୍ତମ୍ଭ ପ୍ରତି ବିପଦ ସଙ୍କେତ ସୃଷ୍ଟି କରୁଛି । ଏଥିପାଇଁ ସମସ୍ତେ ଏକ ହେବା ଜରୁରୀ ହୋଇ ପଡିଛି ବୋଲି!-->…
Read More...
Read More...