Browsing Tag

bargarh news

ବିବାହ ଉତ୍ସବରେ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସୀମା ଗ୍ରାମ ପଞ୍ଚାୟତର ମାଲିପାଲି ଗ୍ରାମରେ ନରୋତ୍ତମ ଭୋଇ ଓ ତୃପ୍ତୀମୟୀ ଭୋଇଙ୍କ ବିବାହ ଉତ୍ସବ ଅବସରରେ ନିଷ୍ଠା ପରିବାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନିଜ ବିବାହ ଉତ୍ସବରେ ରକ୍ତଦାନ ଶିବିର
Read More...

ଜିଲ୍ଲା ମହିଳା କଂଗ୍ରେସର ନବ ନିଯୁକ୍ତ ସଭାନେତ୍ରୀଙ୍କୁ କଂଗ୍ରେସ ନେତୃମଣ୍ଡଳୀଙ୍କ ଶୁଭେଚ୍ଛା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଭାବରେ ପଦ୍ମପୁର ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୌସୁମୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କର ଏହି ନିଯୁକ୍ତିକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବହୁ ବରିଷ୍ଠ ନେତୃମଣ୍ଡଳୀ ସ୍ଵାଗତ କରିଛନ୍ତି ।
Read More...

ପାର୍ବତୀ ଗିରିଙ୍କ ନାମରେ ମହିଳା କଲେଜର ନାମକରଣ କରିବାକୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ଆୟୋଜିତ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବରଗଡ଼ ମହିଳା କଲେଜକୁ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ନାମରେ ନାମିତ କରିବାକୁ ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି କ୍ରମରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଆଗତ ହୋଇ ପାରିତ
Read More...

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସହ ଯୁବକଙ୍କୁ ଆକ୍ରମଣ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ସରକାରୀ ବସଷ୍ଟାଣ୍ଡ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଯୁବକଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଦୁର୍ବୁତ୍ତମାନେ ହାଣି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୨ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ୨ ଜଣ
Read More...

ସୋହେଲାର ତାଣ୍ଡୋଲ ଗ୍ରାମଠାରେ ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ

ସୋହେଲା/ବରଗଡ : ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ଇତି ମଧ୍ୟରେ ପ୍ରଥମ ବର୍ଷ ପାଇଁ ପ୍ରଥମ କରି ମାଣ୍ଡିଆ ଖାଦ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ସୋହେଲା
Read More...

ରଙ୍ଗବେରଙ୍ଗ ଫୁଲରେ ଡାକ୍ତର ଦମ୍ପତି ପାଳନ କଲେ ହୋଲି

ବରଗଡ଼, (କେପିଏନ୍‌ଏସ୍‌) : ରଙ୍ଗର ପର୍ବ ହୋଲି । ଆଜି ସାରା ଦେଶ ପାଳୁଛି ହୋଲି ପର୍ବ। ହୋଲିକୁ ନେଇ ସବୁଠି ହର୍ଷ ଉଲ୍ଲାସ ଲାଗି ରହିଛି । ତେବେ ସବୁଠି ରଙ୍ଗ ଅବିରରେ ହୋଲି ଖେଳାଯାଉଥିବା ବେଳେ ବରଗଡ଼ରେ ନିଆରା ଢଙ୍ଗରେ ହୋଲି ଖେଳାଯାଇଛି । ବିଭିନ୍ନ ଫୁଲରେ ହୋଲି ଖେଳ ଚାଲିଛି । ବରଗଡ଼ର
Read More...

ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭଟଲି ବ୍ଲକ ନୂଆପଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ସେହି ଗ୍ରାମର ସିନ୍ଧୁ ବନ୍‌ଛୋର(୭୫) ବାର୍ଦ୍ଧକ୍ୟ ଗତ କାରଣରୁ ଆଜି ଭୋରରୁ ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କର କେହି ନିଜ ଲୋକ ନଥିବାରୁ, ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି
Read More...

ଭିଜିଲାନ୍ସ ଜାଲରେ ଧରାପଡିଲେ ଜାମସେଠ ଆର୍‌ଆଇ

ବରଗଡ : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଆର୍‌ଆଇ ଡମ୍ବରୁଧର ସେଠ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଜମି ବାବଦ ରିପୋର୍ଟ ପାଇଁ ୨୦ ହଜାର ଲାଞ୍ଚ ଦାବୀ କରିଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ବେସରକାରୀ ସହଯୋଗୀ ମାଝି ବାବୁଠାରୁ ରାସାୟନିକ
Read More...

ଚିତ୍ତରଞ୍ଜନ ଭୋଇ ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଭାବେ ମନୋନୀତ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଅତାବିରା ବ୍ଲକର ପୂର୍ବତନ ବିଜେପି ସଭାପତି ଚିତ୍ତରଞ୍ଜନ ଭୋଇଙ୍କୁ କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି । ଶ୍ରୀ ଭୋଇ ଏହା ପୂର୍ବରୁ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଅତାବିରା ପଞ୍ଚାୟତ
Read More...

ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ଓ ଗବେଷଣା ପ୍ରତିଷ୍ଠାନର କର୍ମଚାରୀ ସଂଘ ପକ୍ଷରୁ ଗତକାଲି ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଦାବୀ ମଧ୍ୟରେ କର୍ମଚାରୀମାନଙ୍କୁ ପୂର୍ବକୃତ କାର୍ଯ୍ୟ କରିବାକୁ ଅନୁମତି
Read More...