Browsing Tag

bargarh news

ବରଗଡ଼ ଜିଲ୍ଲାକୁ ଭାରତର ସରକାରଙ୍କ ଦ୍ଵାରା ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସବୁବେଳେ ଉନ୍ନୟନମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଇଛି । ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା
Read More...

ମହାନତା ଦେଖାଇଲେ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ସ୍ଵପ୍ନେଶ୍ଵର ସାହୁ

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ଦଶମାଇଲ୍ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଖରେ ଆଜି ସକାଳ ପ୍ରାୟ ୯.୩୦ ମିନିଟ୍‌ ସମୟରେ ବାଉସେନମୁରା (ସାହାଜବାହାଲ)ର ଅର୍ଜୁନ ମେହେର ନିଜ ମୋଟରସାଇକେଲରେ ଯାଉଥିବା ସମୟରେ ତାଙ୍କର ପର୍ସ ପଡିଯାଇଥିଲା । ସେହି ସମୟରେ ଦଶମାଇଲ ଛକ ସ୍ଥିତ
Read More...

ଅସହାୟ ଶବ ସତ୍କାର କଳା ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଖରା ବର୍ଷା ହେଉ ଅବା ଶୀତ ହେଉ ସଂକଳ୍ପ ପରିବାର ସବୁବେଳେ ତତ୍ପର ରହିଥାଏ ଅସହାୟର ସେବାରେ । ଆଜି ପ୍ରବଳ ବର୍ଷା ସତ୍ୱେ ସଂକଳ୍ପ ପରିବାରର ସଦସ୍ୟମାନେ ଅଚିହ୍ନା ଶବକୁ ସସମ୍ମାନେ ସତ୍କାର କରିଛନ୍ତି । ୭୨ ଘଣ୍ଟା ଧରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଶବ
Read More...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଗାନ୍ଧିଛକ ଫରେଷ୍ଟ ଅଫିସ ଶକ୍ତି ନଗର ରାସ୍ତା ଠାରେ ଆଜି ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡିପଡାର ସୁରଜ ଦାସ (୨୦) ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ
Read More...

ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ସତ୍ୟବ୍ରତ ମିଶ୍ର

ବରଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ଘରୋଇ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସତ୍ୟବ୍ରତ ମିଶ୍ର ଯୋଗଦାନ କରିଛନ୍ତି । ଶ୍ରୀ ମିଶ୍ର କେ.ଭି ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରୁ ଗତ ଫେବୃୟାରୀ ୨୮ ତାରିଖରେ ଅବସର ଗ୍ରହଣ କରିଛନ୍ତି । ତିନି ଦଶନ୍ଧିରୁ ଅଧିକ
Read More...

ସରକାରୀ ସହାୟତା ପାଇଲେ ଅସହାୟ ମହିଳା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଆଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଗତ ତିନିବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ପୋଖରୀରେ ବୁଡି ମୃତ୍ୟବରଣ ହେବା ପରେ ଅତି ଅସହାୟ ଅବସ୍ଥାରେ ଦୁଇ ଶିଶୁ ସହିତ ଝାଟିମାଟି ଘରେ ଜୀବନ ବିତାଉଥିଲେ । ତେବେ ଉକ୍ତ ପରିବାର ବିଷୟରେ ଖବର ପାଇଁ ଗତ ମାସରେ
Read More...

ଡାକ୍ତର ଶ୍ରୀମତୀ ସୁସ୍ମିତା ଦାଶଙ୍କ ମହନୀୟତା

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା କଟାପାଲି ଗ୍ରାମର ମାନିନୀ ଜାଲ ଅତି କମ ବୟସରେ ନିଜ ପିତାଙ୍କୁ ହରାଇ ବାପ ଛେଉଣ୍ଡ ହୋଇଯାଇଥିଲେ । ଘରେ ଗୋଟେ ଛୋଟ ଭାଇ ଆଉ ମା' । ମା' ଦିନ ମଜୁରୀ କାମ କରି ପରିବାର ପୋଷଣ କରୁଥିବା ବେଳେ ଝିଅର ପାଠ ପଢ଼ିବାର ଇଚ୍ଛା ଥିବା ସତ୍ୱେ ଅର୍ଥ ଅଭାବରୁ
Read More...

ବରଗଡ଼ ବ୍ଲକ୍ ଏଫ୍‌ଏଲ୍‌ଏନ୍ ରିସୋର୍ସ ସେଣ୍ଟର୍ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତି ନଗରଠାରେ ବରଗଡ଼ ବ୍ଲକ ଏଫ୍‌ଏଲ୍‌ଏନ୍ ରିସୋର୍ସ ସେଣ୍ଟର୍ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ
Read More...

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ୱେବ ପୋର୍ଟାଲ ଆଭାସୀ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରମୁଖ
Read More...

ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ଗୋବିନ୍ଦ ସାହୁଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଶିଶୁରୋଗ ବିଶେଷଜ୍ଞ ଭାବେ ସ୍ୱରସ୍ଥ୍ୟ ବିଭାଗ ଅଧୀନରେ କାର୍ୟ୍ୟାରମ୍ଭ କରି ଜିଲ୍ଲାବାସୀଙ୍କୁ ଦୀର୍ଘ ବର୍ଷ ଧରି ସେବା ଦେଇ ଆସିଥିବା ପେଡିଏଟ୍ରିସିଏନ ଡାକ୍ତର ଗୋବିନ୍ଦ ସାହୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ
Read More...