Browsing Tag

bargarh news

ଆଜିଠୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ

ବରଗଡ଼, (କେପିଏନ୍‌ଏସ୍‌) : ଆଜିଠୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ । ଏହା ୧୧ ଦିନ ବ୍ୟାପୀ ଚାଲିବ । ବରଗଡ଼ ସହର ମଥୁରାନଗରୀ, ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ଏବଂ ଜିରା ନଦୀ ଯମୁନା ପାଲଟିବ । କୋଭିଡ୍‌ କଟକଣା ଯୋଗୁଁ ବିଗତ ୨ ବର୍ଷ ଧରି ଧନୁଯାତ୍ରା ହୋଇ ପାରି ନଥିଲା । କଟକଣା
Read More...

ଧନୁଯାତ୍ରା ଏପ୍ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି 'ଆମର ବରଗଡ଼ ଧନୁଯାତ୍ରା' ଏପ୍‌କୁ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମୋନୀଷା ବାନାର୍ଜୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ
Read More...

ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ସୁବର୍ଣ୍ଣଦୀପ ପତ୍ରିକାର ସମ୍ପାଦକ ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରୁ ପ୍ରକାଶିତ ଯୁଗ ଉପଯୋଗୀ ଶିଶୁ-କିଶୋର ପତ୍ରିକା ସୁବର୍ଣ୍ଣଦୀପ ପତ୍ରିକା ଦୀର୍ଘ ୨୮ ବର୍ଷରୁ ଅଧିକ ହେଲା ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଛି । ଏଭଳିକି ମହାମାରୀ କରୋନା ସମୟରେ ମଧ୍ୟ ନିୟମିତ ପ୍ରକାଶ ପାଇଛି । ପତ୍ରିକାର ସମ୍ପାଦକ ପ୍ରଦୀପ୍ତ ଭାନୁ
Read More...

କୋଲକାତାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ରନର ଅପ୍‌ ହେଲେ ବିଜେପୁରର ଅମିତ ମେହେର

ବରଗଡ, (କେପିଏନ୍‌ଏସ୍‌) : କୋଲକାତାରେ ଅନୁଷ୍ଠିତ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ ଜିଲ୍ଲା ବିଜେପୁରର ଅମିତ ମେହେର ସାରା ଭାରତରୁ ୮୦ ଜଣଙ୍କୁ ପଛରେ ପକାଇ ରନର୍‌ ଅପ୍‌ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ସେ ଆଗରୁ ମିଷ୍ଟର ଓଡିଶା ମଧ୍ୟ ହୋଇସାରିଛନ୍ତି ।
Read More...

ବ୍ଲକ୍‌ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଜମୁର୍ଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା
Read More...

ଧନୁଯାତ୍ରା ଉପଲକ୍ଷେ ରଙ୍ଗୋଲି ମହୋତ୍ସବ ଆସନ୍ତା ୨୫ରେ

ବରଗଡ, (ନିରୋଜ କୁମାର ପାଣୀ) : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୫ ବର୍ଷ ପୂର୍ତ୍ତି ତଥା ହୀରକ ଜୟନ୍ତୀ ଅବସରରେ ବରଗଡ଼ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପତ୍ର ସଂଖ୍ୟା ୬୭୭ ତା.୨୧/୧୨/୨୦୨୨ ଅନୁସାରେ ଏକ ବିରାଟ ରଙ୍ଗୋଲି ମହୋତ୍ସବ କାର୍ଯ୍ୟକ୍ରମ ଆସନ୍ତା ୨୫/୧୨/୨୨ ରବିବାର ଦିନ
Read More...

ବରଗଡ଼ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ‘ସୁନେତ୍ର’ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ଜର୍ଜ ଉଚ୍ଚ ବିଦ୍ୟାଳୟ, ବରଗଡ଼ ସମ୍ମିଳନୀ କକ୍ଷରେ ବରଗଡ଼ ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର 'ସୁନେତ୍ର' ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

‘ବଡମଣିଷଙ୍କ ବଡପଣ’ ଲୋକାର୍ପିତ

ବରଗଡ଼, (ନିରୋଜ କୁମାର ପାଣୀ) : ବଡମଣିଷଙ୍କ ଜୀବନୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବତୀଘର ସଦୃଶ । ତେଣୁ ଛାତ୍ରଛାତ୍ରୀମାନେ ନିଜକୁ ଗଢ଼ିବା ପାଇଁ ମହାପୁରୁଷମାନଙ୍କ ଜୀବନୀ ପାଠ କରିବା ଉଚିତ ବୋଲି ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ରଚିତ ମହାପୁରୁଷମାନଙ୍କ ଜୀବନୀ ଆଧାରିତ ପୁସ୍ତକ
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବ୍ୟାଙ୍କ ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧିନସ୍ଥ ସମଲେଇପଦର ବୃଦ୍ଧାଶ୍ରମରେ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ବିଜେପୁର ଷ୍ଟେଟ ବ୍ୟାଙ୍କ ଅଧିକାରୀ । ବରଗଡ଼ ଜିଲ୍ଲା ବେହେରା ଗ୍ରାମର ମୂଳ ନିବାସୀ ଅଶୋକ ସାହୁଙ୍କ ପୁତ୍ର ବୈଭବଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ
Read More...

ରୋଟାରୀ ପବ୍ଲିକ୍ ସ୍କୁଲ, ବରଗଡ଼ ପାଇଁ ଗୌରବ ଆଣିଲେ ପ୍ରିୟାଂଶୀ

ବରଗଡ, (ନିରୋଜ କୁମାର ପାଣୀ) : ଉଚ୍ଚ ନ୍ୟାୟାଳୟ, କଟକ କନଫରେନ୍ସ ହଲ୍‌ରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଗତକାଲି ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟରୁ ମନୋନୀତ ହୋଇଥିବା ୧୨ ଜଣ କୁନି ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଟାରୀ
Read More...