Browsing Tag

bargarh news

ମଧ୍ୟାହ୍ନ ଭୋଜନ ମାନ ପରଖିଲେ ବରଗଡ଼ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶନିବାର ଦିନ ବରଗଡ଼ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଷ୍ଟରଟିକ୍ରା ପରିଦର୍ଶନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟର ସୁନାମ ବଜାୟ ରଖିବା ପାଇଁ ଉତ୍ସର୍ଗୀକୃତ ମନୋଭାବ
Read More...

ଭୂମିହୀନକୁ ଜମି ଦେବା ନେଇ ତହସିଲଦାରଙ୍କୁ ଦେଲେ ଦାବୀପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ବରପାଲି ସହରରେ ବହୁ ପରିବାର ଭୂମିହୀନ ହୋଇ ରାସ୍ତା କଡ଼ମାନଙ୍କରେ ଝୁପୁଡି ମାରି ଦୀର୍ଘ ଦିନ ହେବ ପରିବାର ଧରି ଗରିବ ଭୂମିହୀନ ଲୋକମାନେ ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ ୨୦୧୭ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଜାଗା
Read More...

କେନ୍ଦୁପତ୍ର ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ଧୋକା ଦେଇ “ଲଲିପପ” ଧରାଇ ଦେଲେ : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ୪୦ ହଜାର ବନ୍ଧେଇ ଶ୍ରମିକ ଓ ୨୨ ହଜାର ସିଜିନାଲ କର୍ମଚାରୀମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଧୋକା ଦେଇ "ଲଲିପପ" ଧରାଇ ଦେଲେ ବୋଲି ପଦ୍ମପୁର ପୂର୍ବତନ ବିଧାୟକ ତଥା ଓଡ଼ିଶା
Read More...

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ କଂଗ୍ରେସର ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ବରଗଡ ଜିଲ୍ଲା ବରପାଲି ସରକାରୀ ଡାକ୍ତରଖାନା ଉପରେ ବରପାଲି ବ୍ଲକ ବ୍ୟତୀତ ରାମପୁର, ଡୁଙ୍ଗୁରିପାଲି, ବିଜେପୁର ଆଦି ଅଞ୍ଚଳର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇଁ
Read More...

ବରଗଡ଼ ଜିଲ୍ଲାକୁ ଭାରତର ସରକାରଙ୍କ ଦ୍ଵାରା ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସବୁବେଳେ ଉନ୍ନୟନମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଇଛି । ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା
Read More...

ମହାନତା ଦେଖାଇଲେ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ସ୍ଵପ୍ନେଶ୍ଵର ସାହୁ

ବରଗଡ, (ନିରୋଜ କୁମାର ପାଣୀ) : ସୋହେଲା ଦଶମାଇଲ୍ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଖରେ ଆଜି ସକାଳ ପ୍ରାୟ ୯.୩୦ ମିନିଟ୍‌ ସମୟରେ ବାଉସେନମୁରା (ସାହାଜବାହାଲ)ର ଅର୍ଜୁନ ମେହେର ନିଜ ମୋଟରସାଇକେଲରେ ଯାଉଥିବା ସମୟରେ ତାଙ୍କର ପର୍ସ ପଡିଯାଇଥିଲା । ସେହି ସମୟରେ ଦଶମାଇଲ ଛକ ସ୍ଥିତ
Read More...

ଅସହାୟ ଶବ ସତ୍କାର କଳା ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଖରା ବର୍ଷା ହେଉ ଅବା ଶୀତ ହେଉ ସଂକଳ୍ପ ପରିବାର ସବୁବେଳେ ତତ୍ପର ରହିଥାଏ ଅସହାୟର ସେବାରେ । ଆଜି ପ୍ରବଳ ବର୍ଷା ସତ୍ୱେ ସଂକଳ୍ପ ପରିବାରର ସଦସ୍ୟମାନେ ଅଚିହ୍ନା ଶବକୁ ସସମ୍ମାନେ ସତ୍କାର କରିଛନ୍ତି । ୭୨ ଘଣ୍ଟା ଧରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଶବ
Read More...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଗାନ୍ଧିଛକ ଫରେଷ୍ଟ ଅଫିସ ଶକ୍ତି ନଗର ରାସ୍ତା ଠାରେ ଆଜି ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡିପଡାର ସୁରଜ ଦାସ (୨୦) ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ
Read More...

ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଯୋଗଦେଲେ ସତ୍ୟବ୍ରତ ମିଶ୍ର

ବରଗଡ, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ଘରୋଇ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସତ୍ୟବ୍ରତ ମିଶ୍ର ଯୋଗଦାନ କରିଛନ୍ତି । ଶ୍ରୀ ମିଶ୍ର କେ.ଭି ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରୁ ଗତ ଫେବୃୟାରୀ ୨୮ ତାରିଖରେ ଅବସର ଗ୍ରହଣ କରିଛନ୍ତି । ତିନି ଦଶନ୍ଧିରୁ ଅଧିକ
Read More...

ସରକାରୀ ସହାୟତା ପାଇଲେ ଅସହାୟ ମହିଳା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଉପକଣ୍ଠ ଆଡ଼ଗାଁ ଗ୍ରାମର ପୁଷ୍ପା ଭୁଏ ଗତ ତିନିବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ପୋଖରୀରେ ବୁଡି ମୃତ୍ୟବରଣ ହେବା ପରେ ଅତି ଅସହାୟ ଅବସ୍ଥାରେ ଦୁଇ ଶିଶୁ ସହିତ ଝାଟିମାଟି ଘରେ ଜୀବନ ବିତାଉଥିଲେ । ତେବେ ଉକ୍ତ ପରିବାର ବିଷୟରେ ଖବର ପାଇଁ ଗତ ମାସରେ
Read More...