Browsing Tag

bargarh news

ଜେ.ଏସ୍. ମ୍ୟୁଜିକ୍ ଦ୍ଵାରା ଗୀତ ରେକଡିଂ

ବରଗଡ଼ : ଜେ.ଏସ୍ ମ୍ୟୁଜିକ୍ ଦ୍ଵାରା ପ୍ରସ୍ତୁତ ୨ଟି ସମ୍ବଲପୁରୀ ଏବଂ ଓଡ଼ିଆ ଗୀତ ରେକଡିଂ ହୋଇଯାଇଛି । ପ୍ରଥମ ଥର ପାଇଁ ଜେ.ଏସ୍. ମ୍ୟୁଜିକ୍ ଓଲିଉଡ କମେଡି କିଂଗ୍ ପପୁ ପମ୍ ପମ୍, ଯାତ୍ରା କୁଇନ୍ ରାନୀ ପଣ୍ଡା ଏବଂ ରୋମାଣ୍ଟିକ କିଂଗ୍ ‌ସ୍ୱୟମ୍ ପାଢ଼ୀଂକ କଣ୍ଠରେ ଏହି ଗୀତ ପ୍ରସ୍ତୁତ କରିଛି ।
Read More...

ବରଗଡ଼ରେ ଭାଜପାର କୃଷକ ସମାବେଶ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଘୁଲିପାଲି ଠାରେ ଭାରତୀୟ ଜନତା ପାର୍ଟିର ମହା କୃଷକ ସମାବେଶର ଆୟୋଜିତ ହୋଇଯାଇଛି । ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ସଭାରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ୍ ସଂପର୍କରେ ତୃଣମୂଳ
Read More...

ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପଧାନ) : ରବିବାର ଦିନ ନିଷ୍ଠା ପରିବାର ତରଫରୁ ବିରିମାଲ ଛକ, ବରଗଡ ଠାରେ ର‌କ୍ତ ସଂଗ୍ରହ ଭ୍ୟାନ୍‌ ଦ୍ବାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସଂଗଠକ ଉମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ
Read More...

ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ମୁଣ୍ଡମହୁଲ ଗ୍ରାମରେ ଖାଦ୍ୟ ଉତ୍ସବ ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଓଡିଶା ମିଲେଟ ମିଶନ ବିଜେପୁର ଆନୁକୂଲ୍ୟରେ ତାଲପଦର ପଂଚାୟତ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମରେ ଦୁଇ ଦିନିଆଁ ମାଣ୍ଡିଆ ଉପରେ ଖାଦ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ କୁ କୃଷି ବିଭାଗର ଭିଏଡବ୍ଲୁ ସନ୍ୟାସୀ ସେଠ୍ ଉଦଘାଟନ କରି ମାଣ୍ଡିଆ ଚାଷ
Read More...

ଆରମ୍ଭ ହେଲା ସଂକଳ୍ପ ପରିବାରର ଦୁଇ ଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ତରଫରୁ ଟାଉନ ଥାନା ଛକରେ ଆଜିଠୁ ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ
Read More...

ସମାଜସେବୀ ଗୀତା ମିଶ୍ରଙ୍କ ଉଦ୍ୟମ ଅତି ପ୍ରଶଂସନୀୟ : ବୃଦ୍ଧାଶ୍ରମ ଅନ୍ତବାସୀଙ୍କୁ ବଣଭୋଜି ସହିତ ନୌକା ବିହାର କରାଇଲେ

ବରଗଡ଼, (ନିରୋଜ କୁମାର ପାଣୀ) : ସମୟ ସକାଳ ୫ଟାରେ ପୂର୍ବ ଯୋଜନା ଅନୁସାରେ ଗୋଟିଏ ଲମ୍ବା ଟ୍ରାଭେଲର ଗାଡ଼ି ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମ ସମ୍ମୁଖରେ ଛିଡା ହେଲା । ଏଥିରେ ଆଶ୍ରମ ପରିଚାଳକ ଜଳନ୍ଧର ପଟେଲଙ୍କ ପରିବାର ସହିତ ସମସ୍ତ ଅନ୍ତବାସୀ ସୂର୍ୟ୍ୟ ଉଦୟ ହେବା ପୁର୍ବରୁ ଗାଡ଼ିରେ ତାଙ୍କ
Read More...

ଡିଜିଟାଲ୍‌ ମାଧ୍ୟମରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ଵ ବିଖ୍ୟାତ ବରଗଡ଼ର ଧନୁଯାତ୍ରା ମହୋତ୍ସବକୁ ଡିଜିଟାଲ୍‌ ମାଧ୍ୟମରେ କରିବାକୁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦାବୀ କରିଛନ୍ତି । ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଡେପୁଟି
Read More...

କୋଭିଡ କିଓସ୍କ ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପରିପ୍ରେକ୍ଷୀରେ ଓରମାସ ଓ ମିଶନ ଶକ୍ତି ସହାୟତାରେ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଲଗାଯାଇଥିବା ଏହି କୋଭିଡ କିଓସ୍କ ଷ୍ଟଲକୁ
Read More...

ମୁକୁନ୍ଦ ଦାଶ ପାଇଲେ ଦୂରଦୃଷ୍ଟି କରୋନା ଯୋଦ୍ଧା ସମ୍ମାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟକୁ ଏ ବର୍ଷ ଭୁବନେଶ୍ବର ଉତ୍କଳ ସାମ୍ବାଦିକ ସଂଘ ଖାରବେଳ ନଗର ଠାରେ ଦୂରଦୃଷ୍ଟି ସମ୍ମାନ ପ୍ରଦାନ କରାଯାଇଛି । ଅସହାୟ ଲୋକଙ୍କୁ ସାହାଯ୍ୟ ଓ କୁଷ୍ଟ ରୋଗୀଙ୍କୁ ସେବା, କରୋନା ସମୟରେ ଲୋକଙ୍କ ସମସ୍ୟା ଓ
Read More...

କୃଷି ବିଲ୍‌କୁ ଆପ ରାଜ୍ୟ ଆବାହକଙ୍କ ବିରୋଧ

ବରଗଡ଼, (ସତ୍ୟନାରାୟଣ ପଧାନ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୃଷି ବିଲ୍‌କୁ ବିଧାନସଭାରେ ଚିରି ବିରୋଧ କରିବା ପରେ ଆଜି ଓଡ଼ିଶାରେ ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ବିରୋଧ କରିଛନ୍ତି । ଆପ୍‌ର ସଂଗଠନ ନିର୍ମାଣ କାର୍ୟ୍ୟକ୍ରମରେ ଯୋଗାଦେଇ ବରଗଡ଼ ଜିଲ୍ଲା
Read More...