Browsing Tag

bargarh news

ପୂର୍ବତନ ସୈନିକ ଜୟପାଳ ନାୟକ ଆଉ ନାହାନ୍ତି

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରାର ବାବେବିରା ଗ୍ରାମର ପୂର୍ବତନ ସୈନିକ ଜୟପାଳ ନାୟକ ଆଉ ନାହାନ୍ତି । ତା‌ଙ୍କ ଦେହା‌ନ୍ତ ହୋଇଯାଇଥିବା ଖବର ମିଳିଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ତିନି ଝିଅରେ ଗୋଟିଏ ପୁଅ । ପୁଅଙ୍କୁ ମଧ୍ୟ ସେ ଦେଶ ସେବାରେ ସେ ନିୟୋଜିତ
Read More...

ଏବିଭିପି ବରଗଡ ନଗର ଶାଖା ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ ନଗର ଶାଖା ତରଫରୁ ବରଗଡ ନଗରର ଗୋବିନ୍ଦପାଲି ଛକ୍‌ ଠାରେ ଥିବା ବିବେକାନନ୍ଦ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରୀୟ ସ୍ଲୋଗାନ ଓ ରାଷ୍ଟ୍ରଗୀତ ଗାନ ଦ୍ବାରା ମାଲ୍ୟାର୍ପଣ କରାଯାଇ ରାଷ୍ଟ୍ରୀୟ ଯୁବାଦିବସ ବା ସ୍ବାମୀ
Read More...

ବରଗଡ଼ରେ ବିଜେଡି ଯୁବ ଛାତ୍ର ଶାଖାର ମହା ସମାବେଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜାତୀୟ ଯୁବ ଦିବସ ଅବସରରେ ବରଗଡ଼ ଅନ୍ନପୂର୍ଣ୍ଣା ପେଲେସ ଠାରେ ବରଗଡ଼ ଜିଲ୍ଲା ବିଜେଡ଼ି ଯୁବ ଛାତ୍ର ଶାଖା ପକ୍ଷରୁ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ମନ୍ତ୍ରୀ ସୁଶାନ୍ତ ସିଂ, ସାପ୍ସସଦ ପ୍ରସନ୍ନ ଆଚାର୍ୟ୍ୟ, ବିଧାୟକ
Read More...

ନୂଆ ନିଯୁକ୍ତି ଉପରେ ସଂଘ ଅଧିକ ଧ୍ୟାନ ଦେବ: ଏସଡିସିସି କର୍ମଚାରୀ ସଂଘ ସଭାପତି

ବରଗଡ଼, (ସତ୍ୟନାରାୟଣ ପଧାନ) : ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ସଂଘ ର ନୂଆ ସଭାପତି ଓ ସମ୍ପାଦକ ମନୋନୀତ ହୋଇଛନ୍ତି। କାମିନୀ ମୋହନ ପୁରୋହିତ ସଭାପତି ଓ ଦେବେଶ ରଂଜନ ଧର ସମ୍ପାଦକ ଭାବେ ସଂଘର ଦାୟିତ୍ୱ ନେଇଛନ୍ତି। ପୂର୍ବତନ କର୍ମଚାରୀ ସିବାନନ୍ଦ ମଟାରି, ବିରଞ୍ଚି
Read More...

ସିସିଟିଭି ଫୁଟେଜ ଆଧାରରେ ୨ ଲୁଟେରାଙ୍କୁ ଗିରଫ କଲା ପୋଲିସ୍‌

ବରଗଡ : ବରଗଡ଼ସ୍ଥିତ ବିନାୟକ ହୋଟେଲ ପରିସରରେ ଲୁଟ ହୋଇଥିବା ଲୁଟେରା ଗିରଫ ହୋଇଛନ୍ତି । ଲୁଟେରା ଜଣକ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୫ର ରାମ ଓରଫ ରାଘବ ନାଏକ ଏବଂ ହର୍ଲୁ ଗୁର୍ଲା । ଗିରଫ ପରେ ଦୁର୍ବୃତ୍ତିଙ୍କଠାରୁ ୨ ଲକ୍ଷ ୩୫ ହଜାର ଟଙ୍କା, ଗୋଟିଏ ବାଇକ୍‌, ୨ଟି ଛୁରୀ ଏବଂ
Read More...

ଦୁଷ୍ଟିହୀନ କଣ୍ଠଶିଳ୍ପୀ ମନିଶ ତାଣ୍ଡି‌ଙ୍କ କଣ୍ଠରେ ପ୍ରେରଣାଧର୍ମୀ ଗୀତ

ବରଗଡ଼ : ଅନ୍ଧ, ମୁକ, ବଧିର ଏବଂ ଶାରିରୀକ ବିକଲାଂଗ ପିଲାଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ପ୍ରେରଣାଧର୍ମୀ ଗୀତ ଇତି ମଧ୍ୟରେ ଆର୍ ଆର୍ ଷ୍ଟୁଡିଓ ବରଗଡରେ ରେକଡିଂ ହୋଇଯାଇଛି । ଏହି ଗୀତକୁ ଲେଖିଛନ୍ତି ଗୀତିକାର ଜନକ ସେଠ୍ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶୈଲେଶ ସାମଲ୍ । ଏହି ଗୀତକୁ
Read More...

ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜ଼ିଲ୍ଲା ଅନ୍ତର୍ଗତ ସତଲମା ଗ୍ରାମରେ ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସମଲେଶ୍ୱରୀ ଭଲିବଲ ସଂଘ ଆନୁକୂଲ୍ୟରେ ସତଲମା ବାଳକ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବରପାଲି ଦଳ ଅଡ଼ଗାଁ ଦଳ କୁ ୨-୧
Read More...

ପପଙ୍ଗା ପାହାଡ ତଳେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବନ୍ଧୁ ମିଳନ କାର୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ୍ ଅନ୍ତର୍ଗତ ପପଙ୍ଗା ପାହାଡ ତଳେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା ଆନୁକୂଲ୍ୟରେ ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର ସଭା ଅନୁଷ୍ଠିତ ସଭାରେ ମୂଖ୍ୟ
Read More...

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ନରସିଂହ ବିଶି କଳା ମଣ୍ଡପ ଲୋକାର୍ପଣ ଉତ୍ସବ ଅବସରରେ ପୁରାତନ ଛାତ୍ର ସଂସଦ, ଟାଉନ ହାଇସ୍କୁଲ, ବରଗଡ ଦ୍ବାରା ସମାଜସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ
Read More...

ବିଚିତ୍ର ଅନ୍ଧବି‌ଶ୍ୱାସ : ମୃତ ଶରୀରରେ ଜୀବନ ଫେରିବା ଆଶାରେ ଦୀର୍ଘ ୧୦ ଦିନ ଧରି ଘରେ ରଖିଥିଲେ ଶବ, ସଂକଳ୍ପ ପରିବାର…

ବରଗଡ଼, (ନିରୋଜ କୁମାର ପାଣୀ) : ମଣିଷର ମୃତ୍ୟୁ ହେବା ପରେ ଆଉ ସେ ଜୀବନ୍ତ ହୁଏ ନାହିଁ, ଏହା ସମସ୍ତଙ୍କୁ ଜଣା । ବହୁ ପୁରାତନ କାଳରେ ମୃତ ଶବକୁ ଯତ୍ନ ସହକାରେ ରଖୁଥିଲେ ମୃତକର ଜୀବନ ଫେରି ପାଇବା ଆଶାରେ, ଯାହା ଏକ ଅନ୍ଧବିଶ୍ଵାସ ରହିଥିଲା । ମାତ୍ର ବର୍ତ୍ତମାନର ଆଧୁନିକ ଯୁଗରେ ଯଦି ମୃତ
Read More...