Browsing Tag

bargarh news

ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସମ୍ପୃର୍ଣ୍ଣ କାର୍ୟ୍ୟକ୍ଷମ କରିବାକୁ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସମ୍ପୃର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଦାବୀ କରାଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ
Read More...

ଦୁଃଖୀ ପରିବାର ଉପ୍‌ରେ ଘୋର୍‌ ବିପଦ୍‌ : ଘରେ ଜୁଏ ଲାଗି କରି ପୁଡ଼ି ଗଲା ଗୁଟେ ଗୁଡେ଼ ପରିବାରର ବୋଝ ସ‌ମ୍ଭାଲି ଥିବାର…

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼୍ ଜିଲ୍ଲାର୍ ବରପାଲି ପାଖର୍ ମହଦା ଗାଁର୍ ବ୍ରହ୍ମା ପଧାନଙ୍କର୍ ଘରେ ବହୁତ୍ ବଡ଼୍ ବିପଦ୍‌ ପଡ଼ିଛେ । ଆଘୋନୁ ନିଜର୍ ଗୁଟେ ଗୋଡ୍ ହରେଇ ଥିବା ବ୍ରହ୍ମାଙ୍କର୍ ବୁଝା ଉପରେ ନଏଲ୍‌ତା ବିଡା ବାଗିର୍ ତାଙ୍କର୍ ଘରେ ଗଲା ୫ ତାରିଖ୍ ଶୁକ୍ରବାର୍ ଦିନ ଜୁଏ ଲାଗି
Read More...

ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରେ ଘୋର୍‌ ଅବ୍ୟବସ୍ଥା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ସଂରକ୍ଷଣ ବିଭାଗରେ ଲାଗିଥିବା ଫ୍ରିଜର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୋଡି ଯାଇଥିବାରୁ ତା ମଧ୍ୟରେ ଥିବା ସମସ୍ତ ରକ୍ତ ନଷ୍ଟ ହୋଇ ଯାଇଛି । ଏ ବିଷୟରେ ବରଗଡ଼ ଏଡିଏମ ଓ ଡାକ୍ତର ବିଭୁତି ଭୂଷଣ ମେହେରଙ୍କୁ ଫୋନ
Read More...

ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ବାନପ୍ରସ୍ଥ ଜରା ନିବାସର ଉପଦେଷ୍ଟା କମିଟିର ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଶାନ୍ତି ତପୋବନ ଆଶ୍ରମ ମାତୃଛାୟା ବାନପ୍ରସ୍ଥ ଜରା ନିବାସ, ଚକରକେନ୍ଦ ଛକ ବରଗଡ଼ ଠାରେ ଆଶ୍ରମ ଉପଦେଷ୍ଟା କମିଟିର ବୈଠକ ଶ୍ରୀ ପ୍ରକାଶ ଚନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଶ୍ରମ ଗୃହ ନିର୍ମାଣ ଲାଗି ଜମି ସମ୍ବନ୍ଧରେ
Read More...

କୋଭିଡ ଟୀକା ନେଲେ ଜିଲ୍ଲାପାଳ ଏବଂ ଏସପି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଗ ଧାଡିର କର୍ମଚାରୀଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଥମେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ଟୀକା ଦିଆଯାଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ
Read More...

ଆଜି ନୃସିଂହନାଥ ମନ୍ଦିର ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ

ବରଗଡ଼ : ରାଜ୍ୟ ସରକାରଙ୍କ ଫୋକସରେ ଧାର୍ମିକ ଓ ପର୍ୟ୍ୟଟନ ସ୍ଥଳୀର ବିକାଶ । ଆଜି ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ସ୍ଥାନ ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ଗଙ୍ଗା ନୃସିଂହନାଥ ମନ୍ଦିର ପୀଠ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ।
Read More...

ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହରେ ଅଚଳାବସ୍ଥା, ଅଧ୍ୟକ୍ଷାଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ରେ ଧାନ ସଂଗ୍ରହ ଗତ ତିନି ମାସ ମାସ ଧରି ହୋଇଥିଲେ ମଧ୍ୟ ଏବେବି ଅଚଳାବସ୍ଥା ଜାରି ରହିଛି । ଫଳରେ ଅନେକ ବଜାର ପ୍ରାଙ୍ଗଣରେ ହଜାର ହଜାର ବସ୍ତା ଧାନ ବିକ୍ରୀ ନ ହୋଇ ପଡ଼ି ରହିଛି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ କି ଯୋଗାଣ ବିଭାଗ
Read More...

ନିଳମ୍ବନ ଆଦେଶ ପ୍ରତ୍ୟାହାର ଦାବୀରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ୨୦୧୮-୧୯ ରବି ଧାନ କିଣାରେ ହୋଇଥିବା ଅନିୟମିତତାରେ ୧୦ ଜଣ ପ୍ୟାକ୍ସ ସମ୍ପାଦକଙ୍କୁ ରାଜ୍ୟ ସରକାର ନିଳମ୍ବିତ କରିଥିଲେ । ଏହାର ପ୍ରତିବାଦରେ ଆଜି ଜିଲ୍ଲାର ସମସ୍ତ ପ୍ୟାକ୍ସ ସମ୍ପାଦକ ଏବଂ କର୍ମଚାରୀ କାର୍ୟ୍ୟ ବନ୍ଦ୍ ଆନ୍ଦୋଳନ କରିବା
Read More...

ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ୬୭୦ଟି କେନ୍ଦ୍ରରେ ୧୩୪୦ ଜଣ ‌ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ୫ ବର୍ଷରୁ କମ ବୟସ୍କ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇ ଥିଲେ । ୧୫ ଲକ୍ଷ ୮୯
Read More...

ଏସପି ପଦ୍ମିନୀ ସାହୁ ମହିଳା କରୋନା ଯୋଦ୍ଧା ଭାବେ ସମ୍ମାନିତ

ବରଗଡ଼ (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଏସପି ପଦ୍ମିନୀ ସାହୁ କୋଭିଡ-୧୯ ସମୟରେ ଜିଲ୍ଲା ପୋଲିସକୁ ସୁପରିଚାଳନା କରିଥିବା ଯୋଗୁଁ ଜାତୀୟ ମହିଳା କମିଶନ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଥିଲେ । କୋଭିଡ ପକ୍ଷରୁ ଜିଲ୍ଲାରେ ସମସ୍ତ ପ୍ରକାର
Read More...