Browsing Tag

bargarh news

ହୃଦଘାତରେ ଚାଲିଗଲେ ଭାଗବତିଆ ବେହେରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଂଚାୟତ ଅର୍ନ୍ତଗତ ଖୁଣ୍ଟଲି ପାଲି ଛକ ଠାରେ ଭାଗବତିଆ ବେହେରା ବୟସ ୬୫ ଏକ ହୋଟେଲ ବ୍ୟବସାୟ କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିଲେ ହେଁ ସାମାଜିକ ଅନୁଷ୍ଠାନ, ଜନସେବା, ଦୁର୍ଗାପୂଜା କମିଟି ସକ୍ରିୟ ସଦସ୍ୟ ଭାବେ ରହି
Read More...

ତୋରା ଫୁଲ ଗୋସପେଲ ଚର୍ଚ ପକ୍ଷରୁ ରାସ୍ତା ନିର୍ମାଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ତୋରା ସ୍ଥିତ ଫୁଲ ଗୋସପେଲ ଚର୍ଚ ପକ୍ଷରୁ ଫୁଟବଲ ପଡ଼ିଆ ସଫେଇ ଓ ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥିଲେ । ଚର୍ଚର ଯୁବା ସଭ୍ୟମାନେ ଆଜି ସକାଳୁ ଶ୍ରମ ଦାନ କରି ପଡିଆ କଡ଼ରେ ଥିବା ଅଳିଆ ଆବର୍ଜ୍ଜନା ପରିସ୍କାର କରିବା ସହ ପଡ଼ିଆ କଡ଼ରେ ରାସ୍ତା
Read More...

ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ମହାନ ନାଟ୍ୟଗୁରୁ କୋସଲି ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଲୋକାର୍ପିତ ହୋଇଯାଇଛି । ଗୁରୁ ଭଗବାନ ସାହୁ ସ୍ମୃତି କମିଟୀର ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ଡ୍ୟୁଟି ସମୟରେ ମହୁମାଛି ଆକ୍ରମଣରେ କେନ୍ଦୁପତ୍ର ଫଡ଼ି ସୁପଭାଇଜରଙ୍କ ମୃତ୍ୟୁ

ବରଗଡ, (ନିରୋଜ କୁମାର ପାଣୀ) : ଅମ୍ବାଭୋନା ବ୍ଲକ ଜରିମୂଲୀ ଗ୍ରାମର ନିଳାମ୍ବର ସୁନା ବୟସ ୫୮ ଗତକାଲି ଭଟଲି ସୁଲସୁଲିୟା କେନ୍ଦୁପତ୍ର ଫଡ଼ିରେ କାର୍ୟ୍ୟ କରୁଥିବା ସମୟରେ ହଠାତ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ତାଙ୍କୁ ତୁରନ୍ତ ବରଗଡ଼ ମୂଖ୍ୟ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା
Read More...

ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ : କୁଶ ସଭାପତି, ହରିହର ସମ୍ପାଦକ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ବେଳେ କୁଶ ପ୍ରଧାନ ୨୦୨୧-୨୨ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ହରିହର ପ୍ରଧାନ ସାଧାରଣ ସମ୍ପାଦକ ଭାବେ
Read More...

ଲାୟନ୍ସ କ୍ଲବ ଝରାପାଲି ମାର୍କେଟ ବିଦ୍ୟାଳୟ ଉଦଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକର ଲାୟନ୍ସ କ୍ଲବ ଝରାପାଲି ମାର୍କେଟ ବିଦ୍ୟାଳୟ, ଝରାପାଲିର ଅବସରପ୍ରାପ୍ତ ଶିକ୍ଷକ ଧନପତି ଷଣ୍ଢ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅମିୟ କୁମାର ମେହେର ଯୋଗଦେଇ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟ ଜନହିତକର, ସାମାଜିକ ଓ
Read More...

ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଉପଲକ୍ଷେ ପୂର୍ଣାଙ୍ଗ ପ୍ରସ୍ତୁତି

ବରଗଡ଼, (ନିରୋଜ କୁମାର ପାଣୀ) : ଗତକାଲି ଜିଲ୍ଲା ବରିଷ୍ଠ ନାଗରିକ କାର୍ୟ୍ୟାଳୟରେ କାର୍ୟ୍ୟକାରୀ ସଭାପତି କେଦାର ମିଶ୍ରଙ୍କ ସଭାପତି‌ତ୍ୱରେ ଅନୁଷ୍ଠିତ ବୈଠକରେ ସଭାପତି ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା, କାର୍ୟ୍ୟକାରୀ ସଭାପତି କେଦାର ମିଶ୍ର, ଲୁଲୁ ରବୀନ ଦାସ, ପ୍ରୀତମ ସିଂ, ଦଧିବାମନ
Read More...

କାହାକୁ କହିବା, ଶାସନ ବ୍ୟବସ୍ଥାକୁ କି ଭାଗ୍ୟକୁ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତର ବାରପର୍ଲିଆ, ମଖନାମୁଣ୍ଡା ଗ୍ରାମ । ବୟାନବେ ପ୍ରତିଶତ ଲୋକ ଆଦିବାସୀ ଜାତିର ବାସିନ୍ଦା ଅଟନ୍ତି ଗ୍ରାମରେ । କିନ୍ତୁ ଦୁଇ ଗାଁରେ ପାଣିର ଘୋର ଅଭାବ ଦେଖାଯାଏ । ଏହାର
Read More...

ଝରାପାଲି ଗ୍ରାମ ଠାରେ ୧୬ ପ୍ରହରୀ ନାମ ଯଜ୍ଞ ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଗ୍ରାମ ଠାରେ ୧୬ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏଥିରେ ମୁଖ୍ୟ କର୍ତ୍ତା ଭାବରେ ଯୋଗେଶ୍‌ଶ୍ୱର ଭୂଏ ଓ ବନିତା ଭୁଏ କାର୍ୟ୍ୟ ତୁଲାଉଛନ୍ତି ।
Read More...

ମହେନ୍ଦ୍ର ମେହେର ଭୁଲିଆ ସମାଜର ସଭାପତି ହେଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ମେହେର (ଭୁଲିଆ) ସମାଜର ସଭାପତି ଭାବେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ମେହେର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ମେହେର ସମାଜର ଏକ ବୈଠକରେ ଭୁଲିଆ ସମାଜର ଏକତା, ପାରମ୍ପରିକ କଳା ସହ ସାମୁହିକ ବିକାଶ ଓ
Read More...