Browsing Tag

bargarh news

ଅଳିଆ ଗଦାରୁ ଉଦ୍ଧାର ହୋଇଥିବା ମାନସିକ ବିକୃତ ବ୍ୟକ୍ତିଙ୍କ ଥଇଥାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦୀର୍ଘ ଦୁଇମାସ ତଳେ ଅଳିଆ ଗଦାରୁ ଅତ୍ୟନ୍ତ ସଂକଟାପନ୍ନ ଭାବରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ୧୦୮ ଆମ୍ବୁଲେନ୍ସ ଯୋଗେ ଉଦ୍ଧାର କରି ତାଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ଡାକ୍ତରଖାନାରେ
Read More...

ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥର ଶୁଭାରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ୱ ଜନ ସଂଖ୍ୟା ସପ୍ତାହ ଉପଲକ୍ଷେ ରଥର ଶୁଭାରମ୍ଭ ହୋଇଯାଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଶୁସାନ୍ତ କୁମାର କର ଏହି କାର୍ଯ୍ୟକ୍ରମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ
Read More...

ରାଜସ୍ୱ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁସାରେ, ରାଜସ୍ୱ ଅମଲା ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ
Read More...

ବରଗଡ ଜିଲ୍ଲାରେ ନୂତନ ଏସ୍‌ପି ରାହୁଲ ଜୈନ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ଗୃହ ବିଭାଗର ଚିଠି ସଂଖ୍ୟା ୨୪୦୯୭/୯.୭.୨୧ ଅନୁଯାୟୀ ନୂଆପଡା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ରାହୁଲ ଜୈନଙ୍କୁ ବରଗଡ଼ ଜିଲ୍ଲା ଏସପି ଭାବେ ‌ବଦଳି ହୋଇଛି
Read More...

ଜିଲ୍ଲାପାଳଙ୍କ ନିର୍ମାଣାଧୀନ ବିଭିନ୍ନ କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳ ତଥା ବରଗଡ଼ ପୌର ପରିଷଦର ପ୍ରଶାସକ ଶ୍ରୀମତୀ ମୋନିଷା ବାନାର୍ଜୀ ଆଜି ମଳ ଉପଚାର ପ୍ଲାଣ୍ଟର ତଦାରଖ କରିଥିଲେ । ଭଟଲି ବ୍ଲକ ଅନ୍ତର୍ଗତ ତେନ୍ତଲା ଗ୍ରାମ ନିକଟରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ମଳ ଉପଚାର ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ
Read More...

ବିଜୁ ଛାତ୍ର ଜନତା ଦଳ ବରଗଡର ଡିଜିଟାଲ ସମ୍ପାଦକଙ୍କ ନାମ ଘୋଷଣା : ବିଜେପୁର ଏନ୍‌ଏସି ପାଇଁ କିରଣ କୁମାର ଦଣ୍ଡସେନାଙ୍କୁ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ସଭାପତି କରଣ ସିକେନ୍ଦରଙ୍କ ଅନୁମୋଦନ କ୍ରମେ ତଥା ଜିଲ୍ଲା ଡିଜିଟାଲ ସଂପାଦକ ଭୂପତି ପ୍ରଧାନଙ୍କ ପରାମର୍ଶରେ ଦଳର ଛାମୁଆ ଛାତ୍ର ସଂଗଠନ ଡିଜିଟାଲ କ୍ଷେତ୍ରରେ ସୁଦୃଢ ଓ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପି ପକ୍ଷରୁ ଅତାବିରା ବ୍ଲକ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀରେ ଥିବା ଅତାବିରା ବ୍ଲକ ଅତାବିରା ନିର୍ବାଚନ ମଣ୍ଡଳୀର ସଭ୍ୟଙ୍କ ଦ୍ୱାରା ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ୨୬ଲକ୍ଷରୁ ଉର୍ଦ୍ଧ୍ବ ପ୍ରଧାନ ମନ୍ତ୍ରୀ ଆବାସ ବ୍ୟାପକ
Read More...

ଅମ୍ବାଭୋନା ବିଜେପି ତରଫରୁ ବ୍ଲକ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଭଟଲି ବିଧାନସଭାର ଅମ୍ବାଭୋନା ବ୍ଲକ ଠାରେ ଭଟଲି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅମ୍ବାଭୋନା ବିଜେପି ତରଫରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ପ୍ରତିଭାଧାରୀଙ୍କୁ ସମ୍ମାନିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ମାନବ ସେବା ହିଁ ମାଧବ ସେବାର ମହାନ୍ ଉଦ୍ଦେଶ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଜନ ସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଗଢି ଉଠିଛି ଜନ ସେବା କଲ୍ୟାଣ ଟ୍ରଷ୍ଟ । କେବଳ ଓଡ଼ିଶାରେ କାହିଁକି ସାରା ଭାରତର ସେବା କ୍ଷେତ୍ରରେ ଏକ
Read More...

ସମ୍ବଲପୁର, ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ୪ ଦିନ ବିଦ୍ୟୁତ୍‌ କାଟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ଚିପିଲିମା ପାୱାର ହାଉସ୍‌ରେ ମରାମତି କାମ ଯୋଗୁ ସମ୍ବଲପୁର ଓ ବରଗଡ ଜିଲାର ବିଭିନ୍ନ ଅଞ୍ଚଳରେ ୪ ଦିନ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହେବ । ଓଏଚ୍‌ପିସି ପକ୍ଷରୁ ଚିପିଲିମାରେ ପାୱାର ଟ୍ରାନ୍ସଫର୍ମରରେ ୧୨.୫ ଏମ୍‌ଭିଏ କ୍ଷମତା ବିଶିଷ୍ଟ ନୂଆ ପାୱାର
Read More...