Browsing Tag

bargarh news

ଜିଲ୍ଲାପାଳଙ୍କ ଗୋପେଇପାଲି ସରକାରୀ ହାଇସ୍କୁଲ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଗୋପେଇପାଲି ଗ୍ରାମର ସରକାରୀ ହାଇସ୍କୁଲକୁ ଆଜି ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ମୋ ସରକାର ୫ଟି ସ୍କୁଲ ଏବଂ ମୋ ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ ଗୋପେଇପାଲି ସରକାରୀ
Read More...

ରୁରାଲ ହାଉସିଂ ଯୋଜନାରେ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର : ଅଭିଯୋଗ ଆଣିଲା ବିଜେଡି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାରେ ରୁରାଲ ହାଉସିପ୍ସ ପ୍ରଦାନରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହେଉଛି । ଫଳରେ ଏ ଅଞ୍ଚଳର ଲକ୍ଷ ଲକ୍ଷ ଗରିବ ହିତାଧିକାରୀ ଉକ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଯଦ୍ୱାରା କି ସେମାନେ ପକ୍କା ଘର ଖଣ୍ଡିଏ ପାଇପାରୁ ନାହାନ୍ତି
Read More...

ବାଳକର କାନ ନାହିଁ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟୋପ ପଞ୍ଚାୟତ ପରମାନପୁର ଗ୍ରାମ ତୁରୀପଡାରେ ଗାନ୍ଧୀ ଭୁଏଙ୍କ ୭ ବର୍ଷର ପୁଓ କାହ୍ନାଙ୍କ ଜନ୍ମରୁ ଡାହାଣ କାନ ନଥିବାରୁ ଭଲ ଭାବେ ଶୁଣି ପାରୁ ନାହାନ୍ତି । ସୂଚନା ଅନୁସାରେ ମୁହଁର ବାମ ପାର୍ଶ୍ୱ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଁ
Read More...

ଜିଲ୍ଲା ପରିଷଦ ଷ୍ଟାଣ୍ଡି କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡି କମିଟିର ବୈଠକ ଆଜି ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ମଦନ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିକାଶ ପାଇଁ ସମସ୍ତ ଅଧିକାରୀ ଏବଂ
Read More...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମାରାଥନ ଉଦ୍‌ଘାଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନବ ନିର୍ମିତ କୋଠଗୃହକୁ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଥିଲେ । ଉକ୍ତ ବ୍ଲକ ଅନ୍ତର୍ଗତ ଶ୍ରୀଗିଡାଠାରେ ନବ ନିର୍ମିତ ମିଶନ ଶକ୍ତି ଗୃହ ଓ ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ଲୋକାର୍ପଣ
Read More...

କୁମ୍ଭାରୀ କୃଷି ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ କୃଷି ସମବାୟ ସମିତିର ସମ୍ପାଦକ ଗୈାର ଚନ୍ଦ୍ର ବୁଦ୍ଧିଆଙ୍କ ଘରେ ଏବଂ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୭.୫ ଲକ୍ଷ ଟଙ୍କାର ସମ୍ପତ୍ତି ତଦନ୍ତ ପରିସରଭୁକ୍ତ କରିଥିବା ସୂଚନା ମିଳିଛି ।
Read More...

ଖଟରେ ବୁହା ହେଲେ ରୋଗୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇପାରି ନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଅନେକ ଯୋଜନାରେ ପକ୍କା ରାସ୍ତା ନିର୍ମାଣ ହେଉଥିବା ବେଳେ କଣ୍ଟାତଳ ଗ୍ରାମ ପାଇଁ ସ୍ୱପ୍ନ ଅଟେ । ଅନ୍ୟପକ୍ଷରେ
Read More...

ସର୍ବାଙ୍ଗ ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ ଅଙ୍ଗଦାନ ଦିବସରେ ନିଜର ସର୍ବାଂଗ ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଟିହିଁକିପାଲି, ଭେଡେନ ଠାରେ ଅନୁଷ୍ଠିତ ହୋଇଥିଲା । ଶିବିରକୁ ଗୌର ଚନ୍ଦ୍ର ପାଣଗ୍ରାହୀ ଫିତା କାଟି ଉଦ୍ଘାଟନ
Read More...

ପବିତ୍ର ସମ୍ପର୍କର ମୂକସାକ୍ଷୀ ହେଉଛି ରକ୍ଷା ବନ୍ଧନ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ଭାଇ ଭଉଣୀର ପବିତ୍ର ସମ୍ପର୍କର ମୂକସାକ୍ଷୀ ହେଉଛି ରକ୍ଷା ବନ୍ଧନ ଉତ୍ସବ ବା ରାକ୍ଷୀ ପୂର୍ଣ୍ଣିମା । କୋଭିଡ଼ କଟକଣା ସାମନ୍ୟ କୋହଳ ହେବା ପରେ ଏହି ଉତ୍ସବ ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇଥିଲା । ମାରୱାଡି ଯୁବାମଞ୍ଚର ଜାଗୃତି ଶାଖା ପକ୍ଷରୁ କରୋନା ଯୋଦ୍ଧା
Read More...

ମୁକ୍ତା ସାହୁ ବଲାଙ୍ଗିର ଜିଲ୍ଲାର ମହିଳା ମୋର୍ଚ୍ଚା ପର୍ଯ୍ୟବେକ୍ଷକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ବଲାଙ୍ଗିର ଜିଲ୍ଲାର ମହିଳା ମୋର୍ଚ୍ଚାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବାରୁ ବରଗଡ଼ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସଂଗୀତ ଅଗ୍ରୱାଲ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏଥିପାଇଁ
Read More...