Browsing Tag

bargarh news

ଜଙ୍ଗଲ ମଧ୍ୟରୁ ଗଳିତ ଶବ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କମଗାଁ ଗ୍ରାମ ଜଙ୍ଗଲରୁ ଗତକାଲି ସକାଳୁ ଏକ ଗଳିତ ଶବ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡିଛି । ଶବଟି ପ୍ରାୟ ଆଠ ଦିନ ତଳର ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଲେ କମଗାଁ ଗ୍ରାମର
Read More...

ରାଣା ପ୍ରତାପ ସ୍କୁଲରେ ‌ମେଗା ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ ଆୟୋଜିତ : ୧୭୮ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତ ସ୍କାଉଟ ଗାଇଡ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର 'ଜୀବନ ବିନ୍ଦୁ' ଆଜି ରାଣା ପ୍ରତାପ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ବରଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ
Read More...

ଆସନ୍ତା ଜାନୁୟାରୀ ୫ରେ ଅନ୍ତିମ ଭୋଟର ତାଲିକା ପ୍ରକାଶିତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୦୨୨ ଜାନୁଆରୀ ୫ ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶିତ ହେବ ବୋଲି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭିନ ସେଣ୍ଟ ପୁନମକାନ୍ତ ଏକ୍କା ପ୍ରକାଶ କରିଛନ୍ତି । ବରଗଡ଼ ଜିଲ୍ଲାରେ ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ
Read More...

ବରଗଡ଼ ମୁଣ୍ଡାପଡାରେ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କ୍ରାନ୍ତିକାରୀ ଧରତୀ ଅବା ବୀର ବିର୍ସା ମୁଣ୍ଡାଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଉତ୍ସବ ବରଗଡ଼ ମୁଣ୍ଡାପଡ଼ାରେ ପାଳିତ ହୋଇଯାଇଛି । ପଞ୍ଚମ ବର୍ଷ ପାଇଁ ବିର୍ସା ମୁଣ୍ଡା ସଂଘର୍ଷ ବାହିନୀ ପକ୍ଷରୁ ଏହି ଜୟନ୍ତୀ ବେଶ ଧୁମ ଧାମ୍‌ରେ ପାଳିତ ହୋଇଥିଲା । ଆଜି ବରଗଡ଼
Read More...

ମହତାବ ଶିଶୁ ସାହିତ୍ୟ ସଂସଦର ଶିଶୁ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶିଶୁ ରାଷ୍ଟ୍ରର ପ୍ରାଣ, ଦେଶର ଆତ୍ମା, ଜାତିର ଭବିଷ୍ୟତ, ସେମାନଙ୍କ ମୁଖରେ ହସ ଫୁଟାଇବା ସମାଜର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ଶିଶୁ ସମାଜର ଉନ୍ନତି ହେଲେ ଦେଶର ଉନ୍ନତି ହେବ । ଚାଚା ନେହେରୁଙ୍କ ଶିଶୁ ପ୍ରେମ ବାସ୍ତବରେ ନିଆରା, ତାଙ୍କ ଜନ୍ମ
Read More...

ବିଶ୍ଵ ମଧୁମୟ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଷ୍ଟେସନପଡ଼ା ସ୍ଥିତ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରଠାରେ ବିଶ୍ଵ ମଧୁମୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବରଗଡ ଆନୁକୂଲ୍ୟରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ କୁମାର ପାତ୍ର
Read More...

କାଣ୍ଡପାଲି ସ୍କୁଲରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଏନ୍ଏସିର ୱାର୍ଡ ନଂ ୧୨ କାଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତାବିରା ବ୍ଲକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟ ଅତିଥି
Read More...

ବରଡୋଲ ଆଶ୍ରମ ବିଦ୍ୟାଳୟରୁ ଚୋରି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଆଶ୍ରମ ବିଦ୍ୟାଳୟରୁ ଗତ ୧୨ତାରିଖ ବିଳମ୍ବିତ ରାତିରେ କିଛି ଜିନିଷ ଚୋରି ହୋଇଥିବା ବିଷୟରେ ବରଗଡ଼ ଟାଉନ ଥାନାରେ କେସ୍‌ ନମ୍ବର ୫୪୦/୧୩.୧୧.୨୧ ଆଇ.ପି.ସି ୪୫୭,୩୮୦ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ା ଗ୍ରାମରେ ଆଜି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି ଘଟଣା ସ୍ଥଳରେ ଦୁଇଜଣ ଯୁବକ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ବରଗଡ଼ ଗଣପତି ହୋଟେଲ ପଛପଟେ ନୂଆଖୁଳିରେ ରହୁଥିବା ଆୟୁଷ ଅଗ୍ରୱାଲ (୨୨),
Read More...

ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଉପକଣ୍ଠ କଟାପାଲି ଗ୍ରାମରେ ଆଜି ଏକ ନିଶୁଳ୍କ କ୍ୟାନ୍ସର ଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରଟି ନାରାୟଣ ସେବା ସଂଘ ଓ ବରିଷ୍ଠ ନାଗରିକ ସେବା ସଂଘକଟାପାଲିର ମିଳିତ ସହଯୋଗରେ ଆୟୋଜନ କରାଯାଇଥିବା ବେଳେ ଏଥିରେ ଟାଟା ମେମୋରିଆଲ
Read More...