Browsing Tag

bargarh news

ତିରୋଧାନ ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଂଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଉତ୍କଳ ଗୌରବ କୁଳବୃଦ୍ଧ ମଧସୂଦନ ଦାସଙ୍କର ତିରୋଧାନ ଦିବସ ଅବସରରେ ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ସ୍ଥାନୀୟ କଚେରି ପରିସରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ସଂଘର କର୍ମକର୍ତ୍ତାମାନେ
Read More...

ବିଶ୍ଵ କେନସର ଦିବସ ଅବସରରେ ଗଣଦୌଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଶ୍ଵ କେନସର ଦିବସ ଅବସରରେ ଆଜି ବରଗଡ଼ କେନସର ଫାଇଟର୍ସ ଗ୍ରୁପ ଏବଂ ବରଗଡ଼ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କେନସର ସଚେତନତା ଉଦ୍ଦେଶ୍ୟରେ 'ରନ୍ ଫର ଲାଇଫ୍' ଉକ୍ତ ଗଣଦୌଡ ବରଗଡ଼ ମିନି ଷ୍ଟାଡିୟମରୁ ଆରମ୍ଭ ହୋଇ
Read More...

ମୁନୁଷର୍ ଜାଏତ୍ ମୁକ୍ତିଲାଭ କଲା

ବରଗଡ, (ନିରୋଜ କୁମାର ପାଣୀ) : ବିଜାର ଫିଲ୍ମ ପ୍ରଡକ୍ସନ ନିବେଦିତ 'ମୁନୁଷର୍ ଜାଏତ୍‌' ଆଜି ମୁକ୍ତିଲାଭ କରିଛି । ଏହି ଫିଲ୍ମର କାହାଣୀର ରଚୟିତା ଏବଂ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ବନଛୋର ଥିବା ବେଳେ, ସମ୍ପାଦନାରେ ରାଜେଶ ଚୌଧୁରୀ, କ୍ୟାମେରା ମ୍ୟାନ ଭାବେ ସୁନାମଧନ୍ୟ ଫଟୋଗ୍ରାଫର
Read More...

ପ୍ରବଳ ଜାଡରେ ମଧ୍ୟ ଉଷ୍ମତା ଦେଲାଣି ବରଗଡ଼ ପଞ୍ଚାୟତ ନିର୍ବାଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଏଇ ଯାଏଁ ସରିନି ଶୀତ, ହେଲେ ଜିଲ୍ଲା ରାଜନୀତିକୁ ଉଷ୍ମ କରୁଛି ପଞ୍ଚାୟତ ନିର୍ବାଚନ । ଖାସ୍‌ କରି ଜିଲ୍ଲା ପରିଷଦ ଆସନ ଉପରେ ରହିଛି ତିନିଦଳର ନଜର । ଚଳିତ ଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ଘର ବୁଲି ଭୋଟ ମାଗୁଛନ୍ତି । ଦଳୀୟ
Read More...

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷେତ୍ରବାସୀ ପଣ୍ଡାଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବରିଷ୍ଠ ନାଗରିକ କ୍ଷେତ୍ରବାସୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଗତ ମାସରୁ ସେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର
Read More...

ସାର ପାଇଁ ରାସ୍ତା ରୋକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସାରର କଳାବଜାରୀ ରୋକିବା ଦାବୀରେ ବରଗଡ଼ ବ୍ଲକ ବେହେରା ଅଞ୍ଚଳର ଚାଷୀ ବରଗଡ଼ ଆମ୍ବାପାଲି ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ଆନ୍ଦୋଳନ ପାଇଁ ଘଣ୍ଟା ଘଣ୍ଟା ଧରି ବରଗଡ଼ ବଲାଙ୍ଗିର ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଘଟଣା ସ୍ଥଳରେ
Read More...

ତୋରା ଗ୍ରାମ ପଞ୍ଚାୟତ ବରଗଡ଼ ଜିଲ୍ଲାର ସର୍ବ ବୃହତ ପଞ୍ଚାୟତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ପଞ୍ଚାୟତରେ ୧୩,୭୦୭ ଭୋଟର ଥିବାରୁ ଏହା ବୃହତ ପଞ୍ଚାୟତ ଭାବେ ପରିଗଣିତ ହୋଇଛି । ବରଗଡ଼ ସହର କୁ ଲାଗି ରହିଥିବା ଏହି ପଞ୍ଚାୟତ ପରିସୀମା ନାଗେନପାଲି, ନନ୍ଦଟିକ୍ରା, ସାହୁଟିକ୍ରା, ତୋରା ଗ୍ରାମ,
Read More...

ଆକାଶ ମୋଟର୍ସ ଓ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ କିଶନଲାଲ ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆକାଶ ମୋଟର୍ସ ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ହିରୋ ସୋ ରୁମ ବରଗଡ଼ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସୋରୁମର ତତ୍ୱବଧାରକ ଆକାଶ କୁମାର ଅଗ୍ରୱାଲ
Read More...

ଆସନ୍ତା ୩ ତାରିଖରୁ ବର୍ଷା : ବରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ କୁଆପଥର ମାଡ଼

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆସନ୍ତା ୩ ତାରିଖରୁ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୪ରେ ଏହାର ପରିମାଣ ବୃଦ୍ଧି ପାଇବାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପଶ୍ଚିମା ଝଡ଼ ଆଗମନର ଆଶଙ୍କା ଓ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟକୁ ପ୍ରବେଶ
Read More...

ରାଜ୍ୟ ବିଜୁ ଜନତା ଦଳର ମହିଳା ଶାଖାର ଭର୍ଚୁଆଲ ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟ ବିଜୁ ଜନତା ଦଳ ମହିଳା ଶାଖାର ଭର୍ଚୁଆଲ ମୋଡରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ନଗର ସଭାନେତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ
Read More...