Browsing Tag

bargarh news

ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ ଆସନ୍ତା ଏପ୍ରିଲରୁ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ସହରର ସବୁଠୁ ଚର୍ଚ୍ଚିତ କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି.ଡି.ପି.ଏଲ୍‌) କ୍ରିକେଟ୍‌ ପ୍ରତିଯୋଗିତା ଆସନ୍ତା ଏପ୍ରିଲ ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । ସଂଘର
Read More...

ନବ ନର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଜିଲ୍ଲା ବିଜେପି କାର୍ୟ୍ୟାଳୟରେ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସ୍ଥିତ ଜିଲ୍ଳା ବିଜେପି କାର୍ୟ୍ୟାଳୟ ଠାରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବରଗଡ ଜିଲ୍ଲାର ନବ ନିର୍ବାଚିତ ବିଜେପି ଜିଲ୍ଳା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା, ସରସ୍ବତୀ ସାହୁ, ତ୍ରିପୁରା
Read More...

ମାନିନୀ ଭୋଇ ହେଲେ ବରଗଡ଼ ଜିଲ୍ଲା ପରିଷଦ ସଭାନେତ୍ରୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ସଭାନେତ୍ରୀ ଭାବେ ବିଜୁ ଜନତା ଦଳ ଶ୍ରୀମତୀ ମାନିନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ ସମ୍ମିଳନୀ କକ୍ଷରେ ସହକାରୀ ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ
Read More...

ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ସମର୍ଥକ ଜିତିଲେ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକ ଅଧ୍ୟକ୍ଷ ପଦବୀକୁ ଶାସକ ବିଜୁ ଜନତା ଦଳର ସମର୍ଥକ ମାନେ ହାତେଇ ନେଇଛନ୍ତି । ବରଗଡ଼ ସଦର ବ୍ଲକରେ କୁରୁଆର ସମିତି ସଭ୍ୟା ଶ୍ରୀମତୀ ନଳିନୀ ପାଣ୍ଡେ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ । ସେହିପରି ଜିଲ୍ଲାର ୧୦ଟି ବ୍ଲକରେ ମଧ୍ୟ
Read More...

ବରଗଡ଼ରେ ଆନ୍ତର୍ଜାତୀୟ ଉଦ୍ୟୋଗୀ ସମ୍ମାନ ପ୍ରାପ୍ତ ମହିଳା ଉଦ୍ୟୋଗୀ ସ୍ୱାତୀ ବୁନ୍ଦିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବାଙ୍ଗାଲୋର ସହରରେ ୨ ହଜାର ଭିକାରୀଙ୍କୁ କର୍ମସଂସ୍ଥାନ ଦେବା ସହ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ସାରା ପୃଥିବୀରେ ନାଁ କରିଥିବା ମହିଳା ଉଦ୍ୟୋଗୀ ସ୍ୱାତୀ ବୁନ୍ଦିଆ ସ୍ଥାନୀୟ ଇମ୍ପରିୟଲ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୧୮ ବର୍ଷ ବୟସରୁ ନିଜ
Read More...

ଭାଜପାର ବିଜୟ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଭାରତୀୟ ଜନତା ପାର୍ଟି ବିଜୟ ପରେ ସରକାର ଗଢିବାକୁ ଯାଉଛି । ଏହି ଅବସରରେ ବରଗଡ଼ ଜିଲ୍ଲା ଶିଖା ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋଆରେ
Read More...

ୟୁକ୍ରେନରୁ ସୁରକ୍ଷିତ ଭାବରେ ଘରକୁ ଫେରିଲେ ବରଗଡର ଦୁଇ ଛାତ୍ରଛାତ୍ରୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ୟୁକ୍ରେନର ଖାର୍‌କିଭ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ଗତକାଲି ନିଜର ଜନ୍ମ ମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଗତକାଲି ଅପରାହ୍ନ ୨ ଘଣ୍ଟା ସମୟରେ ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା
Read More...

ପଞ୍ଜାବରେ ଆପ୍‌ର ବାଜିମାତ : ବରଗଡରେ ବିଜୟ ଉତ୍ସବ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଂଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଆକର୍ଷଣୀୟ ବିଜୟ ପରେ ଏହାର ପ୍ରଭାବ ବରଗଡରେ ଦେଖିବାକୁ ମିଳିଛି । ସ୍ଥାନୀୟ ଗାନ୍ଧୀଛକ ଠାରେ ଆପ୍‌ର ସମର୍ଥକମାନେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଛନ୍ତି । ପଂଜାବର ନିର୍ବାଚନ ଫଳ ସାରା
Read More...

ବରଗଡ଼ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ନାରୀ ଅବଳା ହୋଇପାରେ ହେଲେ ଦୂର୍ବଳା ନୁହଁ । ସମାଜରେ ନାରୀଙ୍କ ପ୍ରତି କେବଳ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର । ଆଜି ସମାଜରେ ଧୀରେ ଧୀରେ କେବଳ ପୁରୁଷ ବୋଲି ନୁହଁ ସମସ୍ତଙ୍କ ମାନସିକତାରେ ପରିବର୍ତ୍ତନ ଆସିଲାଣି ବୋଲି ଗତକାଲି ସ୍ଥାନୀୟ ଗାନ୍ଧୀ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ବ୍ଳକ ଅନ୍ତର୍ଗତ ସରଣ୍ଡା ଶିବ ମନ୍ଦିରଠାରେ ବିଶ୍ୱ ମହିଳା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହିରାରାମ ଭୋଇ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି
Read More...