Browsing Tag

bargarh

ନବ‌ ନିର୍ମିତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର କୋଠା ଉଦଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଲକ ଅନ୍ତର୍ଗତ ଯୁଖିପାଲିଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ନବ ନିର୍ମିତ କୋଠାକୁ ଆଜି ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମିତ ଏହି ଚିକିତ୍ସାଳୟର
Read More...

ଚାଲିଗଲେ ବହୁଜନ ସମାଜ ପାର୍ଟିର ଆଗ ଧାଡିର ନେତା ରବୀନ୍ଦ୍ର କୁମାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ଗ୍ରାମ ବହୁଜନ ସମାଜ ପାର୍ଟିର ଆଗ ଧାଡିର ନେତା ରବୀନ୍ଦ୍ର କୁମାର ମେଘ ୫୭ ବର୍ଷ ବୟସ ହୃଦଘାତରେ ୫୭ ବର୍ଷ ବୟସରେ ଆକସ୍ମିକ ବିୟୋଗ ହୋଇଯାଇଛି । ସ୍ଵର୍ଗତ ମେଘ ଜଣେ ଉଚ୍ଚ ଶିକ୍ଷିତ, ଉଚ୍ଚ ମନର ବ୍ୟକ୍ତିତ୍ୱ
Read More...

ପାଇକମାଲ ଚାଷୀ ମୃତ୍ୟୁକୁ ନେଇ ଜିଲ୍ଳାପାଳ କାର୍ୟ୍ୟାଳୟ ସମ୍ମୁଖରେ କଂଗ୍ରେସର ନୀରବ ପ୍ରାର୍ଥନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଧାନ ବିକ୍ରୀ କରି ନ ପାରି ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ସମ୍ବଲପୁରୀ ଗ୍ରାମରେ ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ଘଟଣାକୁ ନେଇ ଜିଲ୍ଳା କଂଗ୍ରେସ ତରଫରୁ ଉଦବେଗ ପ୍ରକାଶ ପାଇଛି । ଏହି ମର୍ମରେ ବରଗଡ଼ ଜିଲ୍ଳା କଂଗ୍ରେସ ତରଫରୁ ଜିଲ୍ଳାପାଳ କାର୍ୟ୍ୟାଳୟ
Read More...

ବରଗଡ଼ ଜିଲ୍ଲାର ବନ୍ଦ ହୋଇଥିବା ୨୭୩ ସରକାରୀ ସ୍କୁଲକୁ ବିଜେଡି ସରକାର ତୁରନ୍ତ ଖୋଲନ୍ତୁ : ଆପ୍

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଜେଡ଼ି ସରକାର ନିଜ ଦୁର୍ବଳତାକୁ ଲୁଚେଇବାକୁ ଯାଇ ପୁଣି ଏକ ମିଛ ଖେଳ ଆରମ୍ଭ କରିଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ଏହାକୁ ଐତିହାସିକ ବୋଲି କହୁଛନ୍ତି ନବୀନ ସରକାର । କିନ୍ତୁ
Read More...

ବରଗଡ଼ ନୁଁ ଫେର୍ ୧୦

ବରଗଡ଼, (କେପିଏନ୍ଏସ୍) : ଆଏଜ୍ ବରଗଡ଼ ନେ ଫେର୍ ୧୦ ଝନ୍ କରୋନା ସଂକ୍ରମିତ୍ ବାହାରିଛନ୍ । ଗଲାକାଲି ୫୧ ଝନ୍ ବାହାରିଥିଲେ । କରୋନା ସଂକ୍ରମଣ୍ କେ ନେଇ କରି ଲୋକ୍ ମାନକର୍ ଭିତ୍ରେ ଡର୍ ଡରନିଆଁ ଥିତି ଦେଖବାକେ ମିଲୁଛେ । ସାରା ଜିଲା ଥି କରୋନା ଖେପି ଚାଲିଛେ । କିଛି ବି ଛେକେନ୍ କେ ନେଇଁ
Read More...