Browsing Tag

banki news

ହାଇଓ୍ୱା ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ : ଗାଁ ଲୋକଙ୍କ ରାସ୍ତା ଅବରୋଧ

ବାଙ୍କୀ : ବାଙ୍କୀ-ଖୋର୍ଦ୍ଧା ରାସ୍ତାର ଢଂସର ଗ୍ରାମର ଶୂନ୍ୟ ମଠ ପୋଖରୀ ନିକଟରେ ଦୁର୍ଘଟଣା । ବାଲି ବୋଝେଇ ହାଇଓ୍ୱା ଧକ୍କାରେ ଯୁବକ ମୃତ । ଦୁର୍ଘଟଣାରେ ମୃତ ଯୁବକଙ୍କ ନାମ ଭୀମ ପ୍ରଧାନ ବୋଲି ଜଣାପଡିଛି । ଖବର ଅନୁଯାୟୀ, ମଙ୍ଗଳବାର ଭୋଟ ସମୟରେ ଭୀମ ଶୌଚ ହେବାକୁ ଗାଁ ନିକଟସ୍ଥ
Read More...

ପାଟ୍ରୋଲିଂ ବେଳେ ପୋଲିସ ଗାଡ଼ିକୁ ଢେଲାମାଡ଼

ବାଙ୍କୀ : ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଢେଲାମାଡ଼ । ଯେଉଁଥିରେ ପୋଲିସ ଗାଡ଼ିକୁ କ୍ଷତି ପହଞ୍ଚିଥିବା ସୂଚନା ମିଳିଛି । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବୈଦେଶ୍ୱର ପୋଲିସ କାଳିପୋଇ ପଞ୍ଚାୟତ
Read More...

ବାଙ୍କୀରେ ଗୋଷ୍ଠୀ ସଂଘର୍ଷ : ଘରେ ନିଆଁ ଲଗାଇବା ସହ ଟେକାପଥର ମାଡ

ବାଙ୍କୀ : ଗୋଷ୍ଠୀ ସଂଘର୍ଷକୁ ନେଇ ତୁମୁଳକାଣ୍ଡ । କାଜୁ ଓ ଆମ୍ବ ବଗିଚା ନିଲାମକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ । ଘରେ ନିଆଁ ଲଗାଇବା ସହ ଟେକାପଥର ମାଡ । ସଂଘର୍ଷରେ ୧୦ ଆହତ । ସ୍ଥିତି ନିୟନ୍ତ୍ରଣ କରିଛି ପୋଲିସ । ରବିବାର ରାତିରେ କଟକ ଜିଲ୍ଲା ବାଙ୍କୀର ତାଳବସ୍ତ ବନହରା ଗାଁରେ
Read More...

ପୋଖରୀରେ ବୁଡି ଜଣେ ଯୁବକ ମୃତ

ବାଙ୍କୀ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଅଗ୍ନିଶମ ବାହିନୀ । ମୃତକର ନାମ ପ୍ରଶାନ୍ତ ବାରିକ(୩୮) । ବାଙ୍କୀ ବ୍ରହ୍ମପୁର ପଂଚାୟତ କିଆପଲା ଗ୍ରାମରେ ନଜର ଆସିଛି ଏ ଭଳି ଘଟଣା । ବାଙ୍କୀ ଅଗ୍ନିଶମ ବାହିନୀଙ୍କୁ ଖବର
Read More...

କୋଠା ଘରେ ମୃତଦେହ ଉଦ୍ଧାର : ପଥରରେ ଛେଚି ହତ୍ୟା କାଣ୍ଡ

ବାଙ୍କୀ : ହରିରାଜପୁର ଗ୍ରାମ ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପ କୋଠା ଘରେ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ଶୀତଳ ସାହୁ । ସୂଚନା ଅନୁସାରେ, ଗାଁରେ ଥିବା ପୂଜା ଘରେ ସବୁଦିନ ରହିଥାନ୍ତି ଶୀତଳ । ଗାଁ ସ୍ତ୍ରୀ ଲୋକ ପୂଜା ପାଇଁ କବାଟ ବାଡେଇଲେ କବାଟ ଖୋଲନ୍ତି । ସବୁଦିନ ଭଲି ଗୁରୁବାର
Read More...

ହାତୀ ଆକ୍ରମଣରେ ଜଣେ ଯୁବକ ମୃତ

ବାଙ୍କୀ : ହାତୀ ଆକ୍ରମଣରେ ଜଣେ ଯୁବକ ମୃତ । ବାଙ୍କୀ ଡମପଡା ଗୟଳବାଙ୍କ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ଗୟଳବାଙ୍କ ଗ୍ରାମର ବାଙ୍କ ସାହୁ । ସୂଚନାନୁଯାୟୀ ସୋମବାର ରାତିରେ ବାଙ୍କୀ ଡମପଡା ଚନ୍ଦକା ଅଭୟାରଣ୍ୟରୁ ହାତୀ ଫସଲ ଖାଇବାକୁ ଆସିଥିଲେ । ଏହି ସମୟରେ ବାଙ୍କ
Read More...

କାଜୁ ଜଙ୍ଗଲରୁ ମଣିଷ ଖପୁରି ଏବଂ ହାଡ ଉଦ୍ଧାର

ବାଙ୍କି : ବାଙ୍କି ଡମପଡା ଗାଁ ନିକଟ କାଜୁ ଜଙ୍ଗଲରୁ ମଣିଷ ଖପୁରି ସହ ହାତହାଡ଼ ଉଦ୍ଧାର କରାଯାଇଛି । ଡମପଡ଼ା ଗାଁ ନିକଟରେ ଥିବା କାଜୁ ଜଙ୍ଗଲରେ ଜଣେ ମଣିଷ ଖପୁରି ଏବଂ ହାତ ହାଡ଼ ଉଦ୍ଧାର ହୋଇଛି । ଆଇକାର୍ଡରେ ଯୁବତୀଙ୍କ ନାମ ଉଦ୍ଧାର ହୋଇଛି । ଆଇକାର୍ଡରେ ଯୁବତୀଙ୍କ ନାମ ଝୁନା ଜେନା
Read More...

ଲକର ଭାଙ୍ଗି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍

ବାଙ୍କୀ : ବ୍ୟାଙ୍କରୁ ଚଉଦ ଲକ୍ଷରୁ ଅଧିକ ଟଙ୍କା ଚୋରି । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ତ ଡମପଡା କେନ୍ଦ୍ର ସମବାୟ ଶାଖାରୁ ଚଉଦ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ରାତିରେ କେହି ଦୁର୍ବୃତ୍ତ ବ୍ୟାଙ୍କ ଗେଟ୍ ତାଲା ଭାଙ୍ଗି ବ୍ୟାଙ୍କ ଲକର ତାଡି ସବୁ ଟଙ୍କା
Read More...

ଗଛରେ ପିଟି ହେଲା ବାଇକ୍ : ସିକ୍ୟୁରିଟି ଗାର୍ଡଙ୍କ ସହ ଦୁଇ ମୃତ

ବାଙ୍କି : ଗଛରେ ପିଟି ହେଲା ବାଇକ୍‌ ସିକ୍ୟୁରିଟି ଗାର୍ଡଙ୍କ ସହ ଦୁଇ ମୃତ । ବାଇକ୍‌କୁ ଲିଫ୍ଟ ମାଗି ଘରକୁ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଙ୍କି ତାଳବସ୍ତ ଫାଣ୍ଡି ଅନ୍ତର୍ଗତ ଦୋଲଣାପୁର ନିକଟରେ । ସୂଚନା ଅନୁଯାୟୀ
Read More...

ଡମପଡ଼ା-ଚନ୍ଦକା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା

ବାଙ୍କୀ : ଡମପଡ଼ା, ଚନ୍ଦକା ବନ ବିଭାଗ ପକ୍ଷରୁ ବୁଧବାର ବାଙ୍କୀ-ଡମପଡ଼ା ରେଞ୍ଜର ଜାରିଆପାଟ, ପାଥପୁର, ଅରାଚଣ୍ଡୀ ପାଟ ଓ ମହାନଦୀ ଭଳି ୨୭ଟି ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟରେ ବନ ବିଭାଗ ପକ୍ଷରୁ ୧୨ଟି ୟୁନିଟ୍‌ରେ ଅଧିକାରୀ ଓ ବିଶେଷଜ୍ଞମାନେ ବିଭକ୍ତ
Read More...