କୋଶଳେଶ୍ୱର ମାଲି ସମାଜ ବିକାଶ ପରିଷଦ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁରେ ଥିବା କୋଶଳେଶ୍ୱର ମାଲି ସମାଜ ବିକାଶ ପରିଷଦ ଝଲପ ଅଞ୍ଚଳ କାର୍ଯ୍ୟାଳୟ ପାଇଁ ଆଜି ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଝଲପ ପଞ୍ଚାୟତର!-->…
Read More...
Read More...