Browsing Tag

bangomunda news

ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ଅଧିବେଶନ

ବଙ୍ଗୋମୁଣ୍ଡା/କଟକ, (ହୁଲେଶ୍ୱର ହଂସ) : ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ଅଧିବେଶନ ଶ୍ରୀ ରଘୁନାଥ ଜୀଉ ମନ୍ଦିର ତେଲେଙ୍ଗାନା ବଜାର କଟକଠାରେ ଅନୁଷ୍ଠିତ ହୋଇଯାଇଅଛି । ସଭାରେ ବରିଷ୍ଠ ସମ୍ବାଦିକ ଅରୁଣ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ସଂସ୍କୃତ ଶିକ୍ଷକ ଓ ବିଦ୍ୟାଳୟର ବିଭିନ୍ନ
Read More...

ରାଣୀପୁର ଝରିଆଲଠାରେ ବିଜେଡିର କର୍ମୀ ସମ୍ମିଳନୀ-୨୦୨୪

ନିର୍ବାଚନରେ ବିଜେଡିର ବିଧାୟକ ଓ ସାଂସଦଙ୍କୁ ବିପୁଳ ସଂଖ୍ୟାରେ ସମର୍ଥନ କରି ବିଜୟୀ କରିବା ପାଇଁ ଆହ୍ୱାନ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ୪ ଗୋଟି ପଞ୍ଚାୟତ ଝରିଆଲ, ଅଲଣ୍ଡା, କଂସିଲ ଓ ମୁଣ୍ଡପଦରର ଯୁବକ ଭାଇମାନଙ୍କୁ ନେଇ ଯୁବ ବିଜୁ ଜନତା ଦଳ
Read More...

ବେଲପଡାଠାରେ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ କାର୍ଯ୍ୟାଳୟଠାରେ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲପଡା ପଞ୍ଚାୟତ ସରପଞ୍ଚ ଖରତ
Read More...

ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର ଉପସଭାପତି ହେଲେ ସୁରେଶ ଭୋଇ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କୁ ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର ଉପସଭାପତି ଭାବେ ଘୋଷଣା କରାଯାଇଛି । ସମ୍ବଲପୁର ସ୍ଥିତ ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବୈଠକରେ ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର
Read More...

ବଙ୍ଗୋମୁଣ୍ଡାରେ ଜିଜ୍ଞାସା ସମ୍ବନ୍ଧୀୟ ୨ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚମାର ମେହେର ଉଚ୍ଚ ବିଦ୍ୟାଳୟଠାରେ ଦୁଇ ଦିନ ଧରି ଆଲୋଚନାଚକ୍ର ସଂଗଠିତ ହୋଇଥିଲା । ଉକ୍ତ ଆଲୋଚନାରେ ବଙ୍ଗୋମୁଣ୍ଡା ବ୍ଲକ ଓ ମୁରିବାହାଲ ବ୍ଲକ ସମସ୍ତ ବିଜ୍ଞାନ ଶିକ୍ଷକ ଯୋଗ ଦେଇଥିଲେ । ୪୨ଜଣ ପୂର୍ଣ୍ଣ କ୍ଷମତାରେ
Read More...

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଓ ବେଡାପରା ଗାଁର ମିଳିତ ଆନୁକୂଲ୍ୟରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଅଂଚଳର ବିରିପାଲି, ତୁକଳା, ତେତେଲପଡା, ସରଗୁଲ, ଅରେଡା, କପିଲାଭଟା, ସିକୁଆଁ,
Read More...

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ତେତେଲପଡା ଚାମ୍ପିଆନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଓ ବେଡାପରା ଗାଁର ମିଳିତ ଆନୁକୂଲ୍ୟରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଅଂଚଳର ବିରିପାଲି, ତୁକଳା, ତେତେଲପଡା, ସରଗୁଲ, ଅରେଡା, କପିଲାଭଟା,
Read More...

ଶ୍ରାବଣ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ଭୋଗ ମଣ୍ଡପଠାରେ ହୋଇଥିବା ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦର ଶ୍ରାବଣ ଉତ୍ସବ କାର୍ଯ୍ୟକ୍ରମରେ ଆୟୋଜକ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା
Read More...

କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଠାରେ ରକ୍ଷା ବନ୍ଧନ ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଠାରେ ଆଜି ରକ୍ଷା ବନ୍ଧନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ଯୋଗ ଦେଇ ବନ୍ଧନରୁ ରକ୍ଷା
Read More...

ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଥିବା ଚଉଷଠି ଯୁଗନି ସାହିତ୍ୟ କଳା ପରଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁଷ୍ଠାନର ସଭାପତି ଡ଼ଃ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଇଁ ପ୍ରସ୍ତୁତି
Read More...