ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗ୍ରାମରେ ଚାଲିଥିବା ମା' ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହୋଇଛନ୍ତି କଣ୍ଟାବାଞ୍ଜି ଅଞ୍ଚଳର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ।!-->…
Read More...
Read More...