ଦୃଷ୍ଟିଶକ୍ତି ହରାଇଥିବା ଝିଅଙ୍କୁ ସାକ୍ଷାତ କଲେ ରାଜ୍ୟ ବିଜେଡି ଯୁବ ସମ୍ପାଦକ ଅଜିତ ଯୋଶୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡ଼ା ପଞ୍ଚାୟତର ଦନ୍ଦରା ଗ୍ରାମର ବାପ ମାଆ ଛେଉଣ୍ଡ ନାବାଳିକା ଝିଅ ସୁହାନା ଦୀପ(୧୪) । ଗତ ୬ ମାସରୁ ଅଧିକ ହେବ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ଦୃଷ୍ଟି!-->…
Read More...
Read More...