Browsing Tag

banai news

ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର କରି ଲାଭବାନ ହେଉଛନ୍ତି ବନ ସଂରକ୍ଷଣ ସମିତି

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ରାଜ୍ୟର ଅବକ୍ଷୟିତ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସରକାରୀ ସ୍ତରରେ ସାରା ରାଜ୍ୟରେ ଥିବା ବିଭିନ୍ନ ବନଖଣ୍ଡରେ ୧୬୧୨୮ରୁ ଅଧିକ ବନସୁରକ୍ଷା ସମିତି ଗଠନ କରାଯାଇଛି । ଏହି ସମିତିର ସହଯୋଗରେ ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର କରିବା ସହିତ ଲୋକଙ୍କ ଜୀବନ
Read More...

ସୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଧାନ ଶିକ୍ଷକ ନିଳମ୍ବିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ ସୋଲ୍ ଗ୍ରାମରେ ଥିବା ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ୧୪ ଜଣ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରାଯାଇଛି । ମିଳିଥିବା ସୂଚନା ମୁତାବକ ଗତ
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୋଟିଏ ଦିନରେ ଦୁଇ ହାତୀ ମୃତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଗୁରୁଣ୍ଡିଆ ଅଞ୍ଚଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ଡିଭିଜନର ଜରଡ଼ା ରେଞ୍ଜର ଲଛଡା ନିକଟବର୍ତ୍ତୀ ଉଲୁସୁରା ସଂରକ୍ଷିତ ଜଙ୍ଗଲରେ ହାତୀଟିର
Read More...

ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ ପାଇଁ ସହାୟକ ହେଉଛି ପୁନର୍ବାସ କେନ୍ଦ୍ର

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ସରକାରୀ ଚିକିତ୍ସାଳୟ ନିକଟରେ ଥିବା ଜଗନ୍ନାଥ କଲୋନୀଠାରେ ଜିଲ୍ଲା ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ରର ସହଯୋଗ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସହାୟତାରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇ ପ୍ରତ୍ୟେକ
Read More...

ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ଠିକା ଶ୍ରମିକଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ କନ୍ତଯୋଡି ସାହିର ରାଧାମୋହନ ମନ୍ଦିର ନିକଟରେ ଥିବା ଏକ ୧୧ କେଭି ଖୁଣ୍ଟ ଉପରେ ଚଢି ଜଣେ ଠିକା ଶ୍ରମିକ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ଦିନ ୧୧ଟାରେ ୧୧ କେଭି
Read More...

୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜା କଲେ ବଣାଇ ବିଧାୟକ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବଣାଇ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଵତନ୍ତ୍ର ଉନ୍ନୟନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟରେ ବଣାଇ ସହରର ମା' କୁମାରୀ ମନ୍ଦିରର ସୁରକ୍ଷା ପାଚେରୀ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜା କରିଥିଲେ । ସଭାରେ ଉଦ୍‌ବୋଧନ
Read More...

ଅସୁରକ୍ଷିତ ଗଜରାଜ : ପଡିଛି ଏକ ଛୁଆ ହାତୀର ମୃତଦେହ, ଜଗି ରହିଛି ମା’ ହାତୀ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଫରେଷ୍ଟ ରେଞ୍ଜ କୁସୁମୁଡିହି ଗାଁ ନିକଟରେ ପଡିଛି ଏକ ଛୁଆ ହାତୀର ମୃତଦେହ । ମୃତ ହାତୀର ବୟସ ୩ରୁ ୪ ବର୍ଷ ହେବ ବୋଲି ଜଣାପଡିଛି । ମା' ହାତୀଟି ମୃତଦେହ ନିକଟରେ ଜଗି ରହିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
Read More...

ଆରମ୍ଭ ହେଲା ବଣାଇର ପ୍ରସିଦ୍ଧ ଚୈତ୍ର ମେଳା : ମାସେ ବ୍ୟାପୀ ଚାଲିବ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇର ପ୍ରସିଦ୍ଧ ଚୈତ୍ର ମେଳା ପର୍ବ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ବଣାଇର ପ୍ରସିଦ୍ଧ ମା' ବାସୁଳୀଙ୍କ ମନ୍ଦିରଠାରେ ଚକ୍ଷୁଦାନ ପୂଜା ଆରମ୍ଭ ହେବା ପରେ ନଅଦିନ ବ୍ୟାପି ମା'ଙ୍କ ପୂଜା ଆରମ୍ଭ ହୋଇଛି । ବାସୁଳୀ ମନ୍ଦିରଠାରେ ଆଜି ସଂଧ୍ୟାରେ
Read More...

ବନଖଣ୍ଡସ୍ତରୀୟ ଜିଆ ଖତ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ବନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀ କୂଳରେ ଥିବା ନର୍ସରୀଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ବନଖଣ୍ଡସ୍ତରୀୟ ଜିଆ ଖତ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କଟୁରୀଧୁଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କଟୁରୀଧୁଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ଗ୍ରାମ ପଞ୍ଚାୟତର ସରପଞ୍ଚ କୁମୁଦିନୀ ବାର୍ଲା ସଭାପତିତ୍ୱ କରିଥିବା ବେଳେ ବଣାଇ ବିଧାୟକ ଲକ୍ଷ୍ମଣ
Read More...