Browsing Tag

banai news

ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆଜିଠାରୁ ସାରା ରାଜ୍ୟରେ ସାମ୍ବାଦିକଙ୍କ କଳାବ୍ୟାଚ…

ବଣାଇ, (ହବିବ ମହମ୍ମଦ ଖାନ) : ସାମ୍ବାଦିକମାନଙ୍କ ନ୍ୟାୟିକ ଦାବୀ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଯଥୋଚିତ ଦାବୀକୁ ଅଣଦେଖା କରିବା ଘଟଣାକୁ ଗୁରୁତର ଭାବେ ନେଇଛି ରାଜ୍ୟର ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ । ଏହି
Read More...

ବନ୍ଧୁକ ମୁନରେ ୧୦ ଲକ୍ଷ ଲୁଟ୍‌ ଅଭିଯୋଗ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା ଫାଣ୍ଡି ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ସିସିଟିଭିରେ କଏଦ ହୋଇଛି ଲୁଟ୍‌ର ସମସ୍ତ ଚିତ୍ର । ଖବର ଅନୁଯାୟୀ, ଟେନ୍‌ସା ଫାଣ୍ଡି ରୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ

ବଣାଇ, (ହବିବ ମହମ୍ମଦ ଖାନ) : ରାଉରକେଲାରୁ ବାରକୋଟ ଯାଉଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ପୃଥକ ପୃଥକ ଦୁର୍ଘଟଣାରେ ତିନିଜଣ ମୋଟର ସାଇକେଲ ଚାଳକଙ୍କ ଅକାଳ ମୃତ୍ୟୁ ହୋଇଯାଇଛି । ଚାନ୍ଦିପୋଷ ଥାନା ବରଘାଟ ପୋଲ ନିକଟରେ ଜଣକଙ୍କ ପ୍ରାଣ ହାନି ହୋଇଥିଲା ବେଳେ ବଣାଇ ଥାନା ଉପରବାହାଲଠାରେ
Read More...

ବଣାଇରେ ସାଧାରଣତନ୍ତ୍ର ଦିବସ ପାଳିତ

ବଣାଇ, (ହବିବ ମହମ୍ମଦ ଖାନ) : ସମସ୍ତ ଭାରତ ଆଜି ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ବଣାଇ ଉପଖଣ୍ଡ ମଧ୍ୟ ଏଥିରୁ ବାଦ ପଡିନି । ଏ ପବିତ୍ର ଉତ୍ସବରେ ମୁଖ୍ୟ ଅତିଥି ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିଜ ଅଭିଭାଷଣରେ
Read More...

ବଣାଇଗଡ଼ ମହାବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ

ବଣାଇ, (ହବିବ ମହମ୍ମଦ ଖାନ) : ଆଜି ବଣାଇଗଡ଼ ମହାବିଦ୍ୟାଳୟଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଜେନାମଣୀ ସାହୁଙ୍କ ଅଧକ୍ଷତାରେ ଆହୁତ ବୈଠକରେ ବିଗତ ଦିନରେ ସ୍ଵର୍ଣ୍ଣ ଜୟନ୍ତୀ ସମାରୋହର ଆୟବ୍ୟୟର ତଥ୍ୟ ପୁରାତନ ଛାତ୍ର ସଂସଦ ଅଧ୍ୟକ୍ଷ ଶୁଭେନ୍ଦ୍ର ନାଥ ମଲ୍ଲିକ ପ୍ରଦାନ
Read More...

ବଣାଇରେ ବସ୍‌ ଚଳାଚଳ ଠପ୍‌

ବଣାଇ, (ମହମ୍ମଦ ହବିବ ଖାନ) : ଆଜି ବଣାଇ ରଜାମୁଣ୍ଡା, ନରେନ୍ଦ୍ର କଲେଇ ପୋଷ, କୋଇଡା, କାଲଟା ଆଦି ସ୍ଥାନ ଗୁଡିକରେ ହଜାର ହଜାର ଟ୍ରକ କାଲିଠାରୁ ଠିଆ ହୋଇଥିବା ବେଳେ ଆଜି ବଣାଇସାରା ବସ ଚଳାଚଳ ବନ୍ଦ ଅଛି । କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌ ନିୟମକୁ ବିରୋଧ କରି ଡ୍ରାଇଭରମାନେ
Read More...

ବଣାଇ ଉପଖଣ୍ଡରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ

ବଣାଇ, (ହବିବ ମହମ୍ମଦ ଖାନ) : ଗୁରୁବାର ଓଡିଶା ର ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏକ ସରକାରୀ ଗସ୍ତରେ ହେଲିକେପ୍‌ଟର୍‌ ଯୋଗେ ଅପରାହ୍ନରେ ବାବୁନୁଆଗାଁ ସ୍କୁଲ ଖେଳ ପଡିଆରେ ଅବତରଣ କରିଥିଲେ । ବଣାଇ ଉପଖଣ୍ଡର ସାହସ୍ରାଧିକ ଜନତା ସଭାସ୍ଥଳରେ ତାଙ୍କୁ ଶଙ୍ଖ ହୁଳହୁଳି ଦେଇ ସ୍ୱାଗତ କରିଥିଲେ
Read More...

ବଣାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରକ୍ତ ଦାନ ଶିବିର ଆୟୋଜିତ

ବଣାଇ, (ହବିବ ଖାନ) : ଆଜି ବଣାଇସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସୁନ୍ଦରଗଡ଼ ଜିଲ୍ଲା ବଣାଇ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଅନେକ ସାମ୍ବାଦିକ ବୁଦ୍ଧିଜୀବୀ ରକ୍ତ ଦାନ କରି ନିଜକୁ ଧନ୍ୟ ମଣିଥିଲେ । ଡାକ୍ତର ନେପାଲ ରଘୁ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ବନ ବିଭାଗ କର୍ମଚାରୀ

ବଣାଇ, (ନାରାୟଣ ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅଧୀନ ଧରଣୀଧର ପାଲିସ୍ଥିତ ବନ ବିଭାଗ ନର୍ସରୀଠାରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇଜଣ ବନ ବିଭାଗ କର୍ମଚାରୀ । ସୂଚନା ଅନୁସାରେ କିଛି ମାସ ପୂର୍ବରୁ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଦହିଚୂର୍ ଅଞ୍ଚଳର ଜଣେ
Read More...

ବଂଶୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନ

ବଣାଇ, (ହବିବ ମହମ୍ମଦ ଖାନ୍‌) : ଆଜି କେନାବେଟା ବଂଶୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ସମ୍ମାନିତ
Read More...