କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଗିରଫ
ବାଲିଗୁଡା : କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଅଞ୍ଚଳର ଖାଣ୍ଡୁ ପ୍ରଧାନ, ରଞ୍ଜନ ମହାରଣା ଏବଂ କନ୍ଧମାଳ ଜିଲ୍ଲା କ. ନୂଆଗାଁ ଅଞ୍ଚଳର ବାଲ୍ମୀକି ପ୍ରଧାନ । ସୂଚନା ଅନୁସାରେ, ବିଳମ୍ୱିତ ରାତିରେ!-->…
Read More...
Read More...