Browsing Tag

baleswar news

ପିଲାଚୋର ଭାବି ନିର୍ଦ୍ଧୁମ ଛେଚିଲେ

ବାଲେଶ୍ଵର : ପିଲା ଚୋର ଭାବି ୨ ଜଣ ଯୁବକଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । ଏମିତି ଏକ ଖବର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ । ଏକ କାରରେ ୪ ଜଣ ଯୁବକ ପିଲା ଚୋରି କରି ଆସୁଥିବା ଗ୍ରାମବାସୀ ସନ୍ଦେହରେ କାରକୁ କାବୁ କରି ଆକ୍ରମଣ କରିବା ଫଳରେ ୨ ଜଣ
Read More...

ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ବାଲେଶ୍ୱର : ଦିନକୁ ଦିନ ବ୍ରାଉନସୁଗାର କାରବାର ବଢିବାରେ ଲାଗିଥିବା ବେଳେ ଆଜି ପୁଣି ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ତନଖି ଫାଟ ନିକରୁ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ
Read More...

‌ପ୍ରସାଦ ଖାଇ ଅସୁସ୍ଥ ହେଲେ ୧୫୦ରୁ ଅଧିକ ଲୋକ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗିଲାଜୁଡ଼ି ଗାଁରେ ଦୁଇ ଦିନ ଧରି ହୋଇଥିବା ଭଗବତୀ ପୂଜାର ପ୍ରସାଦ ଖାଇ ୧୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ରାତିରେ ସମସ୍ତ ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ୧୦ଟି ଆମ୍ବୁଲାନ୍ସ ରେ ବସ୍ତା ଓ ପାଉଁସ କୁଲି ଡ଼ାକ୍ତରଖାନାରେ
Read More...

ଓଲଟିଲା ଗୋରୁ ବୋଝେଇ ଟ୍ରକ : ୧୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏନଏଚ୍-୬୦ର ବସ୍ତା ବାଇପାସ୍ ନିକଟରେ ଓଲଟିଲା ଗୋରୁ ବୋଝେଇ ଗାଡି । ଭଦ୍ରକ ପଟୁ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଗୋରୁ ବୋଝେଇ ଟ୍ରକ ବୋଲେରୋକୁ ଧକ୍କା ଦେଇ ଓଲଟିପଡିଲା । ଫଳରେ ଘଟଣାସ୍ଥଳରେ ୧୫ ଗୋରୁ ମୃତ ।
Read More...

କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ : ଯୁବ ସମାଜ ସଜାଗ ହେଲେ ସାହିତ୍ୟର…

ବାଲେଶ୍ଵର : ବାଲେଶ୍ଵର ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ଉତ୍ସଵ ଓ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉତ୍ସବର
Read More...

ଭିଡିଓ ଭାଇରାଲ ପରେ କଲରାପତିଆ ବାଘକୁ ଖୋଜୁଛି ବନ ବିଭାଗ

ବାଲେଶ୍ୱର : ବିଭିନ୍ନ ଗଣମାଧ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ରେଞ୍ଜ ଖଇରା ବ୍ଲକ ମାଖନପୁର ଗ୍ରାମ ପଞ୍ଚାୟତ ଅଧୀନ ଦୁଲାଳପୁର ଗ୍ରାମର କାଁସବାଂଶ ନଦୀ କଡରେ ଏକ କଲରାପତିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ସମ୍ପର୍କରେ ଗୁରୁବାର ପ୍ରକାଶ ପାଇଥିଲା । ଗୁରୁବାର ପୂର୍ବାହ୍ନରେ ସୋର ରେଞ୍ଜର ବବିତା
Read More...

ରା‌ସ୍ତା କଡରେ ଥିବା ଟ୍ରକକୁ ପଛପଟୁ ଧ‌କ୍କା ଦେଲା ଯାତ୍ରୀବାହୀ ବସ

ବାଲେ‌ଶ୍ୱର : ଟ୍ରକକୁ ଧ‌କ୍କା ଦେଲା ଯାତ୍ରୀବାହୀ ବସ୍‌ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବାଲେଶ୍ୱର ଜି‌ଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ୱର ଥାନା ଅନ୍ତର୍ଗତ ସାଇ ସର୍ଭିସ ଷ୍ଟେସନର ପାଖରେ ଭୁବନେଶ୍ୱରରୁ କୋଲକାତା ଯାଉଥିବା ବସ୍‌ ରା‌ସ୍ତା କଡରେ ଥିବା ଟ୍ରକକୁ ପଛପଟେ ଧ‌କ୍କା
Read More...

ଖଞ୍ଜାମାହେଲ ଖାଦାନରୁ ୩ ପେଟି ଡିନାମାଇଟ୍‌ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦାନରୁ ୩ ପେଟି ଡିନାମାଇଟ୍‌ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌ ବ୍ୟବହୃତ କରାଯାଉଥିବା
Read More...

ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବୀ : ମହିଳାଙ୍କ ମଦ ବିରୋଧୀ ଅଭିଯାନ

ବାଲେଶ୍ୱର : ଜିଲ୍ଲା ଖଇରା ବ୍ଲକ ବରଦା ପଂଚାୟତର ବିଷ୍ଣୁପୁରୁ ଗାଁର ମହିଳାମାନଙ୍କ ଦ୍ଵାରା ମଦ ବିରୋଧୀ ଅଭିଯାନ । ବରଦା ପଂଚାୟତରେ ଥିବା ୨୪ ଗୋଟି ସ୍ୱୟଂସହାୟିକା ଗୋଷ୍ଠୀର ଶତାଧିକ ମହିଳାମାନେ ବିଷ୍ଣୁପୁରୁ ସ୍କୁଲ ଛକଠାରୁ ଏକ ରାଲିରେ ବାହାରି ଗାଁ ପରିକ୍ରମା କରିବା ସହିତ ମଦ ବିକ୍ରି
Read More...

ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ଛିଣ୍ଡିଯାଇ ତଲେ ଖସିପଡିଲା ତ୍ରିର‌ଙ୍ଗା

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଷ୍ଟାଡିୟମ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ । ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ତେବେ ମୁଖ୍ୟ ଅତିଥି ଜାତୀୟ ପତାକା
Read More...