Browsing Tag

balangir news

ଜିଲ୍ଲା ବ୍ରାହ୍ମଣ ମହାସଭାର କାର୍ଯ୍ୟକାରୀ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ମୁଖ୍ୟ ଉପଦେଷ୍ଟା ନୀଳମଣି ମିଶ୍ରଙ୍କ ଉପଦେଶ ଓ ସଂପାଦକ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ମହାସଭାର କାର୍ଯ୍ୟକାରୀ ପରିଷଦ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟଙ୍କର ଏକ ବୈଠକ ବରିଷ୍ଠ ସଭ୍ୟ
Read More...

ଥାନାରୁ ଅଟକ ଅଭିଯୁକ୍ତ ଫେରାର

ବଲାଙ୍‌ଙ୍ଗିର, (କେପିଏନ୍‌ଏସ୍‌) : ଥାନାରୁ ଅଟକ ଅଭିଯୁକ୍ତ ଫେରାର । ଶୌଚାଳୟ ବାହାନାରେ ମାରିଲେ ଚମ୍ପଟ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନାରେ ଘଟିଛି ଏଭଳି ଘଟଣା । ଚୋରି ଘଟଣାରେ ଥିଲେ ଥାନାରେ । ଫେରାର ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ପୋଲିସର ଦୁଇଟି
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଡିଏଫ୍‌ଓ କାର୍ଯ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ତଥା ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ନିର୍ବାହୀ
Read More...

ଡିଗ୍ରୀ କଲେଜ କୁଶଙ୍ଗରେ ରକ୍ତଦାନ ଶିବିର : ୩୬ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଗ୍ରୀ କଲେଜ କୁଶଙ୍ଗ ତରଫରୁ ଜାତୀୟ ସେବା ଯୋଜନା ଦିବସ ଅବସରରେ ଅଧ୍ୟକ୍ଷ ବିଜୟ କୁମାର କଲେଟଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ ମୁଖ୍ୟ ଅତିଥି ଭାବେ
Read More...

ଦେଓଗାଁ ଚିନିକଳ ପରିଦର୍ଶନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ସାଗରପାଲି କଲୋନି ନିକଟରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ଠାରେ ଜିଲ୍ଲାପାଳ ଗୌରସ୍ୱ ଶିବାଜୀ ଇସଲୱାର କାରଖାନା ପରିଦର୍ଶନ କରିଛନ୍ତି । କାରଖାନା ପରିସର ବୁଲି କାରଖାନାର ବିଭିନ୍ନ ଯନ୍ତ୍ରପାତି ତଥା ସ୍ଥିତିର ଅନୁଧ୍ୟାନ
Read More...

ନଗର କଂଗ୍ରେସ ପକ୍ଷରୁ ମହାଦେବ ମନ୍ଦିର ପାର୍ଶ୍ଵସ୍ଥ ସର୍ବ ପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ…

ଦଶହରା ପରେ କାର୍ଯ୍ୟାରମ୍ଭର ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ - ନଗର କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସମ୍ବଲପୁର ରୋଡ ମହାଦେବ ମନ୍ଦିର ପାର୍ଶ୍ଵସ୍ଥ ବଲାଙ୍ଗିର ସହରର ସର୍ବପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ ନଗର କଂଗ୍ରେସ
Read More...

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟିରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟିରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିରର ଉଦଯାପନୀ ଉତ୍ସବରେ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
Read More...

ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ରାଜ୍ୟ ସରକାର

କଲେଜ୍ ଜମି କଲେଜ୍ ନାଁରେ କେବେ ହେବ ରାଜସ୍ୱ ମନ୍ତ୍ରୀ ଜବାବ ଦିଅଖାଲି ପଡ଼ିଥିବା ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଯଥା ଶୀଘ୍ର ପୂରଣ ଆମର ଦାବିଶିକ୍ଷାବିତ୍ ଓ ଅଣରାଜନୈତିକ ବ୍ୟକ୍ତିଙ୍କୁ ନେଇ କଲେଜ୍ କ୍ୟାମ୍ପସର ଗଭର୍ଣ୍ଣି ବଡି ତିଆରି ହେବା ସରକାର ତାର ଜବାବ ଦିଅ ବଲାଙ୍ଗିର,
Read More...

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିକଛିଡା ଗ୍ରାମରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିକଛିଡା ଗ୍ରାମରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟା ବିନିତା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି
Read More...

ପାଟଣା ଷ୍ଟେଟ ପ୍ରଥମ ମେଟ୍ରିକ୍ୟୁଲେଟ ରବିଚନ୍ଦ୍ର ସାଏଙ୍କ ୧୩୭ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ସମ୍ମିଳନୀ କକ୍ଷରେ ଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପାଟଣା ଷ୍ଟେଟର ପ୍ରଥମ ମେଟ୍ରିକ୍ୟୁଲେଟ ରାଜ୍ୟ ଭୂଷଣ ରବିଚନ୍ଦ୍ର ସାଏଙ୍କ ୧୩୭ତମ ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ ସାଧାରଣ ସଂପାଦକ ଦିବାକର
Read More...