Browsing Tag

balangir news

କିରାବାହାଲ ରାଣୀପାଲି ଓ କୁଶଙ୍ଗ ଦୈବୀପୀଠ ଦର୍ଶନ କଲେ ନରସିଂହ

ପାର୍ବଣ ଭାଇଚାରା ଓ ବିକାଶର ବାର୍ତ୍ତାବହ ହେଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାରଦୀୟ ଦୁର୍ଗାପୂଜା ବହୁତ ଜାଗଜମକରେ ଓ ଭକ୍ତିଭାବରେ ଆମ ଅଂଚଳରେ ପାଳନ କରିଆସୁଛୁ । ଏ ଅବସରରେ ମା'ଙ୍କ ଆଗମନ ଆମ ଭିତରେ ନୂତନ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରେ । ମା'ଙ୍କ ପୂଜା ମାଧ୍ୟମରେ ଆମେ
Read More...

ପ୍ରଜାମେଳିର ୮୭ ବର୍ଷ ପୁର୍ତ୍ତି ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ହାଇସ୍କୁଲ ପଡିଆ ଠାରେ ପ୍ରଜାମେଳିର ୮୭ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ଆନୁକୁଲ୍ୟରେ ଆୟୋଜିତ ସ୍ମୃତି
Read More...

ସାନନ୍ଦ ମିଶ୍ର ହେଲେ ରାଜ୍ୟ କିଶାନ କଂଗ୍ରେସ ସଂଯୋଜକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କୁ ନୂତନ ଭାବେ ଓଡିଶା ପ୍ରଦେଶ କିଶାନ କଂଗ୍ରେସ କମିଟି ସଂଯୋଜକ ଭାବେ ପ୍ରଦେଶ କିଶାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ର ତାଙ୍କ ନିଯୁକ୍ତିରେ ପୂର୍ବତନ
Read More...

ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ୟ୍ୟରତ 'ରଚନା' ଅନୁଷ୍ଠାନ ପ୍ରତି ବର୍ଷ 'ରଚନା'ର ପ୍ରତିଷ୍ଠାତା ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ
Read More...

କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପାଇଁ ଉଠିଲା ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବଲାଙ୍ଗିର ଲେଖକ ପରିଷଦର ସମ୍ପାଦକ କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ 'କୋଶଳ ପ୍ରବାହ'ର ସଂପାଦକ
Read More...

ବିଦ୍ୟାଳୟ ସ୍ତରୀୟ ସ୍କୁଲ ସମୂହ କବାଡି ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର , (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଚଉଦ ବର୍ଷରୁ କମ ଓ ସତର ବର୍ଷରୁ କମ ବାଳକ, ବାଳିକାଙ୍କ ବିଦ୍ୟାଳୟ ସ୍ତରୀୟ ସ୍କୁଲ ସମୂହ କବାଡି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି ଓ ବ୍ଲକ ସମ୍ପାଦିକା ଶ୍ରୀମତୀ
Read More...

ଧୁମାଭଟା ଗାଁରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଗାପୂଜା ଉପଲକ୍ଷେ ଧୁମାଭଟା ଗ୍ରାମରେ ମହିଲା ସିଂହବାହିନୀ ତରଫରୁ ଗାଁରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଝିଅମାନେ ବାହାରି ଗାଁକୁ ସଫେଇ କରିଥିଲେ । ଏହି ମହତ କାମକୁ ନେଇ ଗ୍ରାମବାସୀ
Read More...

ବିଲେଇସର୍ଡା ଜୋନ ସ୍ତରୀୟ ଏଥଲେଟିକ ଓ ଫୁଟବଲ ଖେଳାଳୀ ଚୟନ ଶିବିର

"ଖେଳରୁ ଶୃଙ୍ଖଳା ବୋଧ ଶିକ୍ଷା କରାଯାଏ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପୁଇଁତଲା ଶିକ୍ଷା ବିଭାଗ ତରଫରୁ ବିଲେଇସର୍ଡା ଜୋନର ବିଲେଇସର୍ଡା, ଛାତମଖନା, ଅଇଁଲାସାରି, ସାଉଁତପୁର, ଦୁର୍ଗାପାଲି ଓ
Read More...

ବଲାଙ୍ଗିରରେ ଜନ୍ମିତ ଅଂଶୁମାନ ପଣ୍ଡା ନ୍ୟୁୟର୍କ ଫେସନ୍‌ ୱିକ୍‌ର ମଡେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୋଶଲୀ କବି ତଥା ଐତିହାସିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡା ଓ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ମନସ୍ତତ୍ୱ ବିଭାଗର ଅବସରପ୍ରାପ୍ତ ଶ୍ରୀମତୀ ଜଗଦମ୍ବା ମିଶ୍ରଙ୍କର ସୁପତ୍ର ଯୁବ ଇଂଜିନିୟର୍‌ ଅଂଶୁମାନ ଯୁକ୍ତରାଷ୍ଟ ଆମେରିକାର ନ୍ୟୁୟର୍କ ମହାନଗରୀର
Read More...

ବିଶ୍ୱ ପର୍ଯ୍ୟଟନ ଦିବସରେ ଖତ ଖାଉଛି ଗାଈଖାଇ ଡେମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଜାତୀୟ ରାଜପଥ ପ୍ରାୟ ୩୦ କି.ମି ଦୂର ମୁଖ୍ୟ ରାସ୍ତା ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥର ନିକଟରେ ଗାଈଖାଇ ଡେମ୍‌ ଏମ୍‌ଆଇ ପ୍ରକଳ୍ପ । ଏହାକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରାଯାଇଥିଲା ଏବଂ ଏହା ପର୍ଯ୍ୟଟନର କେନ୍ଦ୍ରସ୍ଥଳି
Read More...