Browsing Tag

balangir news

ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପାଳନ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ବୈଠକ ଗୃହ ଠାରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପାଳନ ସମାରୋହ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ । ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ
Read More...

ଅକ୍ଟୋବର ୨୪ରୁ ୪୧ତମ ରାଜ୍ୟ ଦନ୍ତରୋଗ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଅକ୍ଟୋବର ୨୪ରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲର ସମ୍ମିଳନୀ କକ୍ଷରେ ୪୧ତମ ରାଜ୍ୟ ଦନ୍ତରୋଗ ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଇଣ୍ଡିଏନ ଡେଣ୍ଟାଲ୍ ଏସୋସିଏସନ ବଲାଙ୍ଗିର ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବଲାଙ୍ଗିରରେ
Read More...

ଯୁବ କୁଲୁତା ସମାଜର ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଅଡିଟରିୟମ୍‌ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିରର ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ

ସାଲେଭଟା, (କେପିଏନ୍‌ଏସ୍‌) : ଜିଲ୍ଲା ସଂଘର ସମ୍ପାଦକ ହରେକୃଷ୍ଣ ରଥଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ମଧୁସୂଦନ ନାୟକ, ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି, ଉପସଭାପତି ଧ୍ରୁବରାଜ ଚୋପାଦର, ଅନ୍ନପୂର୍ଣ୍ଣା ନନ୍ଦ, ସହ ସମ୍ପାଦିକା ଅନୁପମା ପ୍ରହରାଜ,
Read More...

ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ୨୧ତମ ବର୍ଷ ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍‌ଷ୍ଠିତ ହୋଇଯାଇଛି । ଏଥି ପାଇଁଁ ମଙ୍ଗଳବାର ଦିନ ସଂଧ୍ୟାରେ ବୁଞ୍ଜିପଦର ଗାଁର ଟୋଙ୍ଗଜୋରରୁ କଳସରେ ପାଣି ବୋହି ମା', ଭଉଣୀମାନେ
Read More...

ଦଶ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାସଲ କଲେ ବଲାଙ୍ଗିରର ଡକ୍ଟର ମୀନାବତୀ ମେହେର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳାଞ୍ଚଳର ଭାଷା ସଂସ୍କୃତି ପରମ୍ପରାକୁ ଦେଶ ବିଦେଶରେ ପହଞ୍ଚାଇବା ଲକ୍ଷରେ ହେଉଥିବା କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୫ ବର୍ଷ ୫ର ଫଳାଫଳ ଆଜି ଘୋଷଣା ହୋଇଛି । ଏଥିରେ ଅନଲାଇନ୍ ମାଧ୍ୟମରେ ପାଖାପାଖି ଦଶ ହଜାର ପ୍ରତିଯୋଗୀ ଭାଗ ନେଇ ଥିବାବେଳେ ସବୁ
Read More...

ନୈମିଷାରଣ୍ୟରେ ଫେରନ୍ତା ଭାଗବତ ପାରାୟଣ ଶ୍ରଦ୍ଧାଳୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌): ଉତ୍ତରପ୍ରଦେଶର ନୈମିଷାରଣ୍ୟ ଠାରେ ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର ଶତାଧିକ ଶ୍ରଦ୍ଧାଳୁ ଗତ ୬ ତାରିଖରୁ ସାମାଜିକ କର୍ମୀ ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଯାଇ ସେଠାରେ ସପ୍ତାହ ବ୍ୟାପି ଭାଗବତ ପାରାୟଣ ଉତ୍ସବ ପାଳନ
Read More...

ବିପଦ ସଙ୍କୁଳ ଅବସ୍ଥାରେ କୁଟାସିଂହା ଅଙ୍ଗନବାଡି କେନ୍ଦ୍ର : ବିଲ୍ଡିଂ ଫାଟି ଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକର ସୀମାନ୍ତ ବର୍ତ୍ତୀ ଅଞ୍ଚଳ, ଚିର ଅବହେଳିତ ଅଞ୍ଚଳ ଭାବେ କୁଟାସିଂହା ପରିଚିତ । ଏହି ପଂଚାୟତ କୁଟାସିଂହାର ଅଙ୍ଗନବାଡି କେନ୍ଦ୍ର (ଗ)ର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ କାନ୍ଥ ଫାଟି ଆଁ କରିଥିବାର
Read More...

ଆଂଚଳିକ ସ୍ତରୀୟ କଳା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୨୦ ତାରିଖ ଦିନ ଆଂଚଳିକ ସ୍ତରୀୟ କଳା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ପାଠପଢା ସହ କଳା ଶିକ୍ଷା ମଧ୍ୟ ଅତ୍ୟନ୍ତ
Read More...

ସହରରେ ମାଙ୍କଡ ଓ ଗାଈଗୋରୁଙ୍କ ଆତଙ୍କ, ଦୁର୍ଘଟଣା ବଢୁଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ କ୍ଷୟ , ଜଙ୍ଗଲ ନଷ୍ଟ, ଜଙ୍ଗଲରେ ନିଆଁ ଲଗାଇବା, ଜଙ୍ଗଲକୁ ଜବରଦଖଲକରି ଘର, ଜମି ତିଆରି , ଗଛ କାଟିବା ପାଇଁ ବନ୍ୟଜନ୍ତୁ ଯଥା ହାତୀ, ମାଙ୍କଡ, ସରୀସୃପ, ବିଲୁଆ, ବର୍ହା, ମୟୂର, ଓ ଅନ୍ୟାନ୍ୟ ପଶୁପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ସହରକୁ ଦୃତ
Read More...