ରବି ନାରାୟଣ ପାତ୍ର ଓପିଏସ୍ (୧)ଙ୍କ ଏସ୍ପି ଗୋଇନ୍ଦା ବିଭାଗକୁ ପଦନ୍ନୋତି ପାଇଁ ସମ୍ବର୍ଦ୍ଧନା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବି ନାରାୟଣ ପାତ୍ର ଓପିଏସ୍ (୧) ୧୯୯୩ ମସିହାରୁ ପୋଲିସ ବିଭାଗରେ ଏସ୍ଆଇ ଭାବରେ ଯୋଗଦାନ କରି ଜଣେ ସଫଳ କର୍ମଚାରୀ ଭାବରେ ନିଜର ଦକ୍ଷତା ଦେଖାଇ ଅନେକ ଥର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ବିଭିନ୍ନ ଜଟିଳ କାମକୁ ନିଜ ଚାକିରି ଜୀବନରେ ନିଷ୍ଠାର!-->…
Read More...
Read More...