Browsing Tag

balangir news

ଚବିଶ ପ୍ରହର ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ହାଟପଦା ପଡା ମେଟାକାନୀ ମନ୍ଦିର କମିଟି ପକ୍ଷରୁ ୧୧ତମ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଛନ୍ତି । ହରେକୃଷ୍ଣ ହରେରାମ ଧ୍ୱନିରେ ମଣ୍ଡଳୀ ପ୍ରକମ୍ପିତ ହୋଇଉଠୁଛି ।
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ”-୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଶିଶୁ ଆସନ୍ତାକାଲିର ନାଗରିକ ଓ ଭବିଷ୍ୟତ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଅନାଥ, ପିତୃହୀନ, ମାତୃହୀନ ଶିଶୁ, ଏଚ୍‌ଆଇଭି ପୀଡ଼ିତା, ଯତ୍ନ ଓ ସୁରକ୍ଷା ଆବଶ୍ୟକ ହେଉଥିବା ଶିଶୁଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ ପାଇଁ ୦ରୁ ୧୮ ବର୍ଷ
Read More...

ଆଗଲପୁର ଅଞ୍ଚଳରେ ଚାଷୀଙ୍କୁ ଘାରିଲାଣି ଦନ୍ତା ହାତୀ ଭୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକରେ ବର୍ତ୍ତମାନ ଚାଷୀଙ୍କୁ ଘାରିଲାଣି ଦନ୍ତା ହାତୀ ଭୟ । ଚାଷୀ ଖରିଫ ଋତୁରେ ଚାଷକରି ବର୍ଷକର ରୋଜଗାର ସହିତ ଖାଦ୍ୟ ସଂଗ୍ରହ କରିଥାଏ । ସେଥିରେ ପୁଣି ସାର, ବିଷ, ବିହନ ଓ କୃଷିଯନ୍ତ୍ରପାତି ଦ୍ଵାରା ଅନ୍ୟ ଲୋକଙ୍କ
Read More...

ବଲାଙ୍ଗିର ଏସପିଙ୍କ ଘର ପାଖରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସପିଙ୍କ ଘର ପାଖରେ ଦୁର୍ଘଟଣା । ଏସପିଙ୍କ ଘର ନିକଟରେ ଟ୍ରଲର-ଟ୍ରକ ଧକ୍କା ହୋଇଛି । ୨୬ ନମ୍ବର ଜାତୀୟ ରାଜପଥ ତଥା ବଲାଙ୍ଗିର ଏସପିଙ୍କ ଘର ପାଖରେ ଟ୍ରଲର-ଟ୍ରକ ଧକ୍କା ହେବାରୁ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ
Read More...

ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରକୁ ବଡ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଟକର ନେତାଜୀ ଇନଡୋର ଷ୍ଟାଡିୟମ ଠାରେ ଓଡିଶା ଟାଇକଣ୍ଡୋ ଏସୋସିଏସନ ତରଫରୁ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସଂପାଦକ ତଥା ଜାତୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୮ ଜଣିଆ
Read More...

ରାମଲାଲା ଓ ହନୁମାନଜୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୁଦପଡା ଠାରେ ଥିବା ହନୁମାନ ମନ୍ଦିର ଠାରେ ନୂତନ ଭାବେ ରାମଲାଲା ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥର ଶୁଭ ଉଦ୍‌ଘାଟନ କରାଯାଇଛି । ରାମଲାଲା ହନୁମାନଜୀ ମନ୍ଦିର ପ୍ରତିଷ୍ଠା କମିଟି ଆଜି ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରି ରଥକୁ
Read More...

ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ପବିତ୍ର ମୋହନ ସାମଲ ହେଲେ ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ

ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ ପବିତ୍ର ମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଇନ ବିଭାଗ ଓଡିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ପବିତ୍ର ମୋହନ ସାମଲଙ୍କ ପଦୋନ୍ନତି ହୋଇଅଛି । ବଲାଙ୍ଗିରରେ ଆନନ୍ଦର ଲହରି ଖେଳିଯାଇଛି । ଆଜି
Read More...

ଲୋୟର ସୁକତେଲ ଡ୍ୟାମ୍‌ରେ ଭାସିଗଲେ ଯୁବକ

ବଲାଙ୍ଗିର : ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ । ଯୁବକ ଜଣକ ସୁକତେଲ ଡ୍ୟାମକୁ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ନିଖୋଜ ଥିବା ଯୁବକ ଜଣକ ବଜାଜ ଫାଇନାନ୍ସ କଂପାନୀ ସେଲ୍ସ
Read More...

ହାଟପଦା ପଡା ୧୧ତମ ୨୪ ପ୍ରହରୀର ନମଯଜ୍ଞ ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ହାଟପଦା ପଡା ମା' ମେଟାକାନୀ ମନ୍ଦିର କମିଟିର ସଭାପତି ଲୋଟସ ଷଢଙ୍ଗୀଙ୍କ ନେତୃତ୍ୱରେ ୧୧ତମ ୨୪ ପ୍ରହରୀର କଳସ ଯାତ୍ରା ଶୁଭାରମ୍ଭ ହୋଇଯାଇଛି । ସହରର ନରସିଂହ ମନ୍ଦିର ପୋଖରୀରୁ କଳସରେ ଜଳ ଅଭିଷେକ କରି ଶତାଧିକ ମହିଳା ସହର ପରିକ୍ରମା କରି
Read More...

ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟରେ ତୃତୀୟ ଜିଲ୍ଲାସ୍ତରୀୟ ଇଣ୍ଟର ସ୍କୁଲ୍ ଓପେନ୍‌ ଚେସ୍ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖର୍ଲିକାନି ସ୍ଥିତ ଶେମର୍ଫୋର୍ଡ ଫ୍ୟୁଚରିଷ୍ଟିକ୍ ସ୍କୁଲ୍ ପରିସରରେ ତୃତୀୟ ଇଣ୍ଟର ସ୍କୁଲ୍ ଓପେନ୍‌ ଚେସ୍ ଟୁର୍ଣ୍ଣାମେଣ୍ଟ ଉତ୍ସବମୟ ପରିବେଶରେ ପାଳନ କରାଯାଇଛି । ପ୍ରାରମ୍ଭିକ ଅଧିବେଶନରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ଜେନା ମହାଶୟ
Read More...