ସରିବାର ନାଁ ଧରୁନି ଏସବିଆଇ ନୂଆ କୋଠାକାମ
ବଲାଙ୍ଗିର, (କେପିଏନ୍ଏସ୍) : ଗତ ଏକବର୍ଷରୁ ଅଧିକ ହେଲା ଲୋଇସିଂହାଠାରେ ଏସ୍ବିଆଇ ଶାଖାର ନିଜସ୍ୱ କୋଠା ନିର୍ମାଣ କାମ ଚାଲିଛି । ହେଲେ ଏହା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରୁ ନାହିଁ । ଫଳରେ ଅଞ୍ଚଳବାସୀ ବହୁ ହଇରାଣ ହେଉଥିବା ପ୍ରକାଶ କରିଛନ୍ତି । ଏହା କେବେ ଶେଷ ହୋଇ କାର୍ଯ୍ୟକ୍ଷମ!-->…
Read More...
Read More...