Browsing Tag

balangir news

ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ଘଟଣାରେ ବଲାଙ୍ଗିର ଏସପିଙ୍କ ବଡ଼ ଖୁଲାସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ଘଟଣାରେ ବଲାଙ୍ଗିର ଏସପିଙ୍କ ବଡ଼ ଖୁଲାସା । ବଲାଙ୍ଗିର ଟାଉନ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସପି ଅଭିଳାଶ ଜି ଯୋଗ ଦେଇ ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା କାଣ୍ଡ ଘଟଣାରେ ହତ୍ୟାକାରୀ ବିଜୁ
Read More...

ଗଛକୁ ପିଟିଲା ଟ୍ରକ୍, ଡ୍ରାଇଭର ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଛକୁ ପିଟିଲା ଟ୍ରକ୍, ଡ଼୍ରାଇଭର ମୃତ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ ୨୬ ବେଳଗାଁ କଲେଜ ସାମ୍ନାରେ ବିଳମ୍ବିତ ରାତିରେ ଆଲୁମିନିୟମ କଣ୍ଟେନର ଟ୍ରକ ସଇଁତଲା ପଟୁ କଳାହାଣ୍ଡି ଦିଗରେ ଯାଉଥିବା ସମୟରେ ଭରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ
Read More...

ପିଆର ହାଇସ୍କୁଲର ପୂରାତନ ଛାତ୍ରଙ୍କ ଦ୍ୱାରା ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲର ୨୦୦୧ ଓ ୨୦୧୨ ବ୍ୟାଚର ପୂରାତନ ଛାତ୍ରମାନଙ୍କ ଦ୍ୱାରା ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ
Read More...

ରାମଲୀଳା ନାଟକ କିସ୍କିନ୍ଧ୍ୟା କାଣ୍ଡ ବାଲିବଧ ସହ ସୁଗ୍ରିବଙ୍କ ରାଜ୍ୟଭିଷେକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାମଜୀ ନାଟକ ସଂସଦ ଦ୍ୱାରା ଆୟୋଜିତ ଜଗନ୍ନାଥ ପଡାରେ ରାମଲୀଳା ନାଟକ ୧୪ ଦିନରେ ପହଞ୍ଚିଛି । କବଳି ଅସୁର ବଧ, ଶବରୀ ଅଇଁଠା ଖାଇଲେ, ହଂସ ସାର ଭେଟ, ଗଉଡଙ୍କ ସହ ବନରେ ଭେଟ, ହନୁମାନ ଭେଟ, ସୁଗ୍ରୀବଙ୍କ ସହିତ ଭେଟ, ବାଲି ବଧ ସହ ଗୀତ ଓ ଛଉ ନୃତ୍ୟରେ
Read More...

ଖଦ୍ୟୋତ ଅନୁଷ୍ଠାନ ତରଫରୁ ପୁରସ୍କାର ବିତରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ତେଲିଗୋଠପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ସମ୍ମିଳନୀ କକ୍ଷରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣ ଉତ୍ସବ ଆୟୋଜିିତ ହୋଇଯାଇଛି । ଏଥିରେ ଜିଲ୍ଲା ନାଗରିକ କମିଟି ଉପସଭାପତି
Read More...

ମୂଲ୍ୟାୟନକାରୀଙ୍କୁ ମିଳୁନି ପ୍ରାପ୍ୟ : ପ୍ରାପ୍ୟରୁ ବଞ୍ଚିତ ମୂଲ୍ୟାୟନକାରୀ ଅଧ୍ୟାପକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟ ଅତୀତରେ ସ୍ଥାନୀୟ ପୋଲିଟେକନିକ୍ ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ଶ୍ରେଣୀ (ଯୁକ୍ତ ଦୁଇ) ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହୋଇସାରିଛି । ୫୦ରୁ ଅଧିକ ବିଭିନ୍ନ ବିଷୟର ପ୍ରବୀଣ ଅଧ୍ୟାପକ ମୂଲ୍ୟାୟନ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ଧାର୍ଯ୍ୟ ସମୟରେ
Read More...

ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ମାହାସମାବେଶ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ମାହା ସମାବେଶ ରବିବାର ଆୟୋଜିତ ହୋଇଯାଇଛି । ଝରଣୀ ଗାଁର ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଯଶୋବନ୍ତ ତାଣ୍ଡିଙ୍କ ନେତୃତ୍ୱରେ ଆୟୋଜିତ
Read More...

ବଲାଙ୍ଗିରରେ ସିରିଜ୍‌ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏନ୍‌) : ବଲାଙ୍ଗିର ଓଭରବ୍ରିଜ ଚା' ଦୋକାନ ସାମ୍ନାରେ ୯ରୁ ଅଧିକ ଗାଡ଼ିକୁ ଧକ୍କା ଦେଲା ହାଇଡ଼୍ରା । ଯାହା ଫଳରେ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଚୁର୍‌ମାର୍‌ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ଗୁରୁତର ଆହତଙ୍କୁ ଉଦ୍ଧାର କରି
Read More...

ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ଚତୁର୍ଥ ସାଧାରଣ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ରାଜ୍ୟ ଓବିସି ମଞ୍ଚ ଓଡ଼ିଶା ର ଚତୁର୍ଥ ସାଧାରଣ ସଭା ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ରାଜେନ୍ଦ୍ର ପଡା ବଲାଙ୍ଗିରଠାରେ ଜିଲ୍ଲା ଓବିସି ମଞ୍ଚ ଉପ ସଭାପତି କିଶୋର ଚନ୍ଦ୍ର ସାଏଙ୍କ ଦ୍ଵାରା ନିର୍ବାଚନ ପ୍ରକ୍ରିୟା ଦୃଢ଼ୀକରଣ କରାଯାଇଥିଲା । ଗତ ୧୬
Read More...

ପି .ପି. ଏକାଡେମୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପରଲୋକ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡ଼ା ନିବାସୀ ଶରତ ଚନ୍ଦ୍ର ଦୀକ୍ଷିତଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ପି. ପି. ଏକାଡେମୀର ପୂର୍ବତନ ପ୍ରଧାନ ଶିକ୍ଷକ ଥିଲେ । ସେ ଆଇ. ଡି. ଏମ ସ୍କୁଲର ପ୍ରତିଷ୍ଠାତା ଓ ଚେୟାରମେନ ଥିଲେ । ପି ପି ଏକାଡେମୀ ସ୍କୁଲର ଏନ୍ ସି ସି
Read More...