Browsing Tag

balangir news

ମହାରାଣୀ ସାଗରର ଉନ୍ନତିକରଣ କରିବେ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସକାଳୁ ବଲାଙ୍ଗିରର ମହାରାଣୀ ସାଗରକୁ ପରିଦର୍ଶନ କରି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଖୁବ ଶିଘ୍ର ଆରମ୍ଭ ହେବ ମହାରାଣୀ ସାଗରର ଅନ୍ୟାନ୍ୟ
Read More...

ସମାଜ ଚିନ୍ତାନାୟକ ପ୍ରଫୁଲ୍ଲ କୁମାର ଚୋପଦାର ଆଉ ଆମ ଗହଣରେ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ ଚିନ୍ତାନାୟକ ତଥା ସରକାରୀ ପରିବହନର ସୁଦକ୍ଷ କର୍ମଚାରୀ ପ୍ରଫୁଲ୍ଲ କୁମାର ଚୋପଦାର ୮୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ବଲାଙ୍ଗିର ସରକାରୀ ପରିବହନ ବ୍ୟବସ୍ଥାର କିଭଳି ସୁଧାର ଆସିବ ଓ ପରିବହନ କର୍ମଚାରୀଙ୍କ ସୁବ୍ୟବସ୍ଥା ପାଇଁ ସର୍ବଦା
Read More...

ମନହିରା ପଞ୍ଚାୟତ ଆଦିବାସୀ ହାଇସ୍କୁଲରେ ବ୍ୟାପକ ଅନିୟମିତତା ଅଭିଯୋଗ

-କାର୍ଯ୍ୟାନୁଷ୍ଠାନ ଶୂନ ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ସଦର ବ୍ଲକ ଅନ୍ତର୍ଗତ ମନହିରା ସ୍ଥିତ ପଞ୍ଚାୟତ ଆଦିବାସୀ ହାଇସ୍କୁଲରେ ଗତ କିଛି ବର୍ଷ ଧରି ବ୍ୟାପକ ଅନିୟମିତତା ହୋଇ ଆସୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗର ଦୀର୍ଘ ଏକବର୍ଷ ପରେ ମଧ୍ୟ କୌଣସି
Read More...

ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ପରିସରେ ସଂସ୍କୃତ ପରିଷଦ ମାସିକ ଅଧିବେଶନ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗିରିଜା ଶଙ୍କର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତିରେ ନାରୀ ଚରିତ୍ର, ପଂଚକନ୍ୟା, ତଥା ଦୌପଦୀ ଚରିତ୍ର
Read More...

ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ ସଡକ ସୁରକ୍ଷା ଓ ସାଇବର ସୁରକ୍ଷା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ କଲେଜ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଯୁବ ରେଡକ୍ରସ ତରଫରୁ ସଡକ ସୁରକ୍ଷା ଓ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୟୁଥ ରେଡକ୍ରସ କାଉନସିଲର ଶାନ୍ତନୁ କୁମାର ପାତ୍ର
Read More...

ଇସ୍ପାତ ଏକ୍ସପ୍ରେସ ଦରରେ ସୁପରଫାଷ୍ଟ ହେଲେ ଗତି ମନ୍ଥର

ବିଳମ୍ବକୁ ନେଇ ରେଳ ବିଭାଗର ଉଦାସୀନତା ଚିନ୍ତାଜନକ - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଇସ୍ପାତ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ କଣ୍ଟାବାଞ୍ଜିରୁ ବାହରି ହାଓଫା ତଥା କୋଲକତାକୁ ପ୍ରତିଦିନ ସେବା ପ୍ରଦାନ କରିଥାଏ । ହଜାର ହଜାର ଯାତ୍ରୀ ଏହି ଟ୍ରେନରେ ନିୟମିତ ଭାବେ
Read More...

ସମ୍ବିଧାନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତା.୨୬.୧୧.୨୦୨୫ ରିଖ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ସମ୍ବିଧାନ
Read More...

୬୯ତମ ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ପ୍ରତିଯୋଗିତା ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦ‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି
Read More...

ପୁଇଁନ୍ତଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରାମଜୀ ହାଇସ୍କୁଲ କୁରୁଲ ଠାରେ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଆନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ଉଦ୍‌ଘାଟନ କରିଥିଲେ ।
Read More...

ଜିଲ୍ଲାପାଳଙ୍କ ଦ୍ୱାରା ଶିଶୁ ଝୁଲଣ କେନ୍ଦ୍ର ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ୟାଲେସ ଲାଇନ ସ୍ଥିତ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ମଙ୍ଗଳ ପାଠାଗାର, ସାଲେପାଲିର ଆୟୋଜନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡକ୍ଟର ଅନୁପମା ପ୍ରଧାନଙ୍କ ପ୍ରତ୍ୟକ୍ଷ
Read More...