Browsing Tag

balangir news

ପ୍ରତିଭା କପ୍‌ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଳା ହାଇସ୍କୁଲ ପଡିଆରେ ପ୍ରତିଭା ଯୁବକ ସଂଘ ଆନୁକୁଲ୍ୟରେ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁଟୁମଡୋଲା, ଢୁଲୁସର, ଗେର୍ଡି, ଡଙ୍ଗାଘାଟ, ବରକାନି, ଭାଲୁପିଟା, କୁସଙ୍ଗ,
Read More...

କୁଟୁମଡୋଲା ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ହାଇସ୍କୁଲ ପଡିଆରେ ପ୍ରତିଭା ଯୁବକ ସଂଘ ଆନୁକୁଲ୍ୟରେ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁଟୁମଡୋଲା, ଢୁଲୁସର, ଗେର୍ଡି, ଅମାମୁଣ୍ଡା ସହ ୧୨ ଗୋଟି ଦଳ ଅଂଶ ଗ୍ରହଣ
Read More...

୫୧ ତମ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଆୟୋଜନ ପାଇଁ କଳସ ଶୋଭାଯାତ୍ରା ଓ ଅଧିବାସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ସର୍ବ ପୁରାତନ ନାମଯଜ୍ଞ କମିଟି ଟିକ୍ରାପଡା ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ୫୧ତମ ଅହୋରାତ୍ର ନାମଯଜ୍ଞ ଆୟୋଜନ କରୁଛି । ଚଳିତ ବର୍ଷ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧ୍ୟକ୍ଷ
Read More...

ଜିଲ୍ଲା ଅଭିଭାବକ ସଂଘର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନ୍ୱେଷା ଯୋଜନା ଓ ଶିକ୍ଷା ଅଧିକାର ଆଇନ ଅଧିନରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମୌଳିକ ଶିକ୍ଷା ଅଧିକାର ପାଇବା ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟମାନଙ୍କୁ ପାଠ୍ୟ ପୁସ୍ତକ, ପୋଷାକ, ସ୍କୁଲବ୍ୟାଗ, ଜୋତା ଇତ୍ୟାଦି ଦେବା ପାଇଁ ବାଧ୍ୟତାମୂଳକ ଆଦେଶ
Read More...

ନୂଆ ସରକାରରେ ପ୍ରଥମ ଦିଶା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆ ସରକାରରେ ବଲାଙ୍ଗିରରେ ହେଲା ପ୍ରଥମ ଦିଶା ବୈଠକ । ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରର ହଯିବା ପରେ ରାଜ୍ୟବାସୀ ବିଜେପି ସରକାରଙ୍କ ଉପରେ ଭରଷା କରିଛନ୍ତି । ନୂଆ ଲୋକସଭାର ପ୍ରଥମ ଦିଶା ବୈଠକ ବଲାଙ୍ଗିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଲୋକସଭା ସାଂସଦ
Read More...

କର୍ମଚାରୀ ଛଟେଇ ପ୍ରତିବାଦରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ଉପ ସଭାପତି ପବିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ସ୍ଥାନୀୟ ସଂଘ କାର୍ଯ୍ୟାଳୟ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିପିଡବ୍ଲୁଓଡିଏଲ୍ ଅଧୀନରେ କାମ କରୁଥିବା ବିଭିନ୍ନ ଏଜେନ୍ସି
Read More...

ପ୍ରହସନ ପାଲଟିଛି ‘ମୋ ଜଙ୍ଗଲ ଜମି ଯୋଜନା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଶାସନିକ ଆନ୍ତରିକତା ଅଭାବରୁ ବଲାଙ୍ଗିର ଜିଲ୍ଲାରେ ପ୍ରହସନ ପାଲଟିଛି ମୋ ଜଙ୍ଗଲ ଜମି ଯୋଜନା । ବିଭାଗୀୟ ଅଧିକାରୀଙ୍କ ଅବହେଳା ତଥା ଅସହଯୋଗ ମନୋଭାବ ଯୋଗୁଁ ଏହି ଯୋଜନାର ସୁଫଳ ପାଇବାରୁ ସାଧାରଣ ଲୋକେ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି । ଅନୁସୂଚିତ ଜନଜାତି
Read More...

ସେଞ୍ଚୁରିଅନ ବିଦ୍ୟାଳୟ (ଜେ.ଆଇ.ଟି.ଏମ.) ରେ ବିଜ୍ଞାନ, କଳା ଓ ହସ୍ତକର୍ମ ପ୍ରଦର୍ଶନୀ AVANTE ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ,ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ସେହିପରି ଭାବରେ କଳା ମଣିଷକୁ ସୃଜନଶୀଳ ଓ ମାନବବାଦୀ ଭାବରେ ଗଢି ତୋଳିଥାଏ । ମଣିଷର ଉନ୍ନତିରେ ଏହି ଦୁଇ ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି
Read More...

ହାଟପଦା ପଡା ମାଁ ମେଟାକାନୀ ମନ୍ଦିର କମିଟି ପକ୍ଷରୁ ନାମ ଯଜ୍ଞ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ହାଟପଦା ପଡା ମାଁ ମେଟାକାନୀ ମନ୍ଦିର କମିଟି ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶମ ବର୍ଷୀକ ୨୪ ପ୍ରହରି ନାମଯଜ୍ଞ ପାଳିତ କରାଯାଉଛି । କମିଟୀର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ଚଳିତ ବର୍ଷ ମହା ଆଡମ୍ବରରେ ଜିଲ୍ଲା ତଥା
Read More...

କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଦ୍ୱାରା ଆୟୋଜିତ "ମାସିକ ରଚନା ସନ୍ଧ୍ୟା' କାର୍ୟ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି ।
Read More...